ଆସିଲା ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା
ଭୁବନେଶ୍ୱର: ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀ ଭାବେ ମୁଖ୍ୟମନ୍ତ୍ରୀ ନିଜର ସ୍ଥାନ ବଜାୟ ରଖିଛନ୍ତି। ଡିସେମ୍ବର ୩୧,୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ…