ବଡ଼ ଭଉଣୀ ଆଗରେ ସାନକୁ ଟାଣିନେଲା କୁମ୍ଭୀର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିଲେ ହେଁ ରାତି ସୁଦ୍ଧା…

ଅନୁଗୁଳ ଡାକଘରେ ସିବିଆଇ ଚଢ଼ଉ: ଲାଞ୍ଚନେଲା ବେଳେ ଧରାପଡ଼ିଲେ ସହକାରୀ ଅଧୀକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘରେ ଆଜି ସିବିଆଇର ୯ ଜଣିଆ ଟିମ୍‌ ଚଢ଼ଉ କରିଛନ୍ତି। ବଅଁରପାଳ ବ୍ଲକ୍ କୁରୁଡ଼ୋଲ୍‌ ପୋଷ୍ଟ ଅଫିସ୍‌ର ଏବିପିଏମ୍‌ ଶୁଭ୍ରାଂଶୁ ପ୍ରଧାନଠାରୁ ନଗଦ ୧୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅନୁଗୁଳ ଡାକ ବିଭାଗର ସହକାରୀ ଡାକ ଅଧୀକ୍ଷକ ଟିକନ ଦେବତାଙ୍କୁ ସିବିଆଇ…

ଭୁବନେଶ୍ବରରେ ଫିଫା ଯୁୁବା ବିଶ୍ବକପ୍‌ ଉଦ୍‌ଘାଟିତ: ବ୍ରାଜିଲ୍ ବିଜୟରୁ କଳିଙ୍ଗ ଅଭିଯାନ

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍‌। ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ। ମୁଖ୍ୟମନ୍ତ୍ରୀ ନବୀନ…

୫ଜି ପାଇଁ ସ୍ମାର୍ଟଫୋନ୍ ନାହିଁ: ସଫ୍ଟଓୟାର ଅପ୍‌ଡେଟ୍ କରିବାକୁ କଂପାନିଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ଦେଶରେ ୫ଜି ସେବାକୁ ନେଇ ଉତ୍ସାହ ଚରମ ସୀମାରେ ଥିବା ବେଳେ ଏକ ବଡ଼ ସମସ୍ୟା ଏବେ ସାମ୍ନାକୁ ଆସିଛି। ଏହି ନୂତନ ହାଇସ୍ପିଡ୍ ଡାଟା ସେବା ହାସଲ କରିବା ଲାଗି ଦେଶରେ ଆବଶ୍ୟକ ସଂଖ୍ୟକ ୫ଜି ସ୍ମାର୍ଟଫୋନ୍ ନାହିଁ। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଫୋନ୍‌ଗୁଡ଼ିକର…

ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି ନିଧି

କୌଣସି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଧୀରେ ସୁସ୍ଥେ ପରିସ୍ଥିତି ସହ ଖାପ ଖାଇବା ହିଁ ବୁଦ୍ଧିମାନର କାମ। ଏ ପରିପ୍ରେକ୍ଷୀରେ ଦକ୍ଷିଣୀ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ଉଦ୍ୟମ ସ୍ବାଗତଯୋଗ୍ୟ। ପାଞ୍ଚ ବର୍ଷର ଅଭିନୟ ଜୀବନ ଭିତରେ ଆଠଟି ଚଳଚ୍ଚିତ୍ର ଓ ତିନିଟି ସଂଗୀତ ଭିଡିଓରେ ଅଭିନୟ କରିଥିବା…

ଦେବୀନଦୀ ପାଲଟିଲାଣି ଅଚିହ୍ନା ଶବର ଏନ୍ତୁଡ଼ିଶାଳ: ତାଳଦା ଘାଟରୁ ଯୁବକର ମୃତଦେହ ଠାବ

ଅସ୍ତରଙ୍ଗ: ଦେବୀନଦୀର ତାଳଦା ଘାଟରୁ ଆଜି ଏକ ଅଚିହ୍ନା ଯୁବକର ଶବକୁ ଠାବ ଅସ୍ତରଙ୍ଗ ପୁଲିସ୍। ମୃତ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ ଆକଳନ ହୋଇଛି। ସେ ଏକ ଜିନ୍ ପ୍ୟାଣ୍ଟ୍ ପିନ୍ଧିଥିବା ଓ ମୁହଁ ତଳକୁ ରହି ମୃତ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।…

କେରଳ ନରବଳି ମାମଲା: ନରମାଂସ ଭକ୍ଷଣ କରାଯାଇଥିବା ପୁଲିସର ସନ୍ଦେହ

ତିରୁବନନ୍ତପୁରମ୍‌: ଅର୍ଥପ୍ରାପ୍ତି ନିମନ୍ତେ ୨ଜଣ ମହିଳାଙ୍କୁ ବଳି ପକାଇଥିବା ଦମ୍ପତି ବଳିମାଂସ ଖାଇଥାଇ ପାରନ୍ତି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀମାନେ ଆଜି କହିଛନ୍ତି। ଗଣମାଧ୍ୟମକୁ କୋଚି ସିଟି ପୋଲିସ୍‌ କମିସନର୍‌ ନାଗରାଜୁ ଚକିଲମ୍‌ କହିଛନ୍ତି, ଏକଥାକୁ ସାବ୍ୟସ୍ତ କରିବା ଲାଗି…

ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହ ସମ୍ପୃକ୍ତ ଥିବା ସମସ୍ତ କାଶ ସିରପ୍‌ ଉତ୍ପାଦନ ବନ୍ଦ କ‌ଲା ହରିୟାଣା

ଚଣ୍ଡୀଗଡ଼: ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହିତ ସମ୍ପୃକ୍ତ ଥିବା ‘ମେଡେନ୍‌ ଫାର୍ମାସ୍ୟୁଟିକାଲ୍‌ସ୍‌’ ନିର୍ମିତ କାଶ ସିରପ୍‌ର ଉତ୍ପାଦନ ବନ୍ଦ କରାଇବା ଲାଗି ହରିୟାଣା ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ହରିୟାଣାର ଗୃହମନ୍ତ୍ରୀ କହିଛନ୍ତି। ଉକ୍ତ ଔଷଧରେ ୧୨ଟି ତ୍ରୁଟି ଥିବା କଥା…

୨୫ ସୁଦ୍ଧା ସୃଷ୍ଟି ହୋଇପାରେ ସୁପର୍‌ ସାଇକ୍ଲୋନ୍‌ ‘ସିତ୍ରାଂ

ନୂଆଦିଲ୍ଲୀ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୁପର୍‌ସାଇକ୍ଲୋନ୍‌ ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍‌ ‘ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ସିଷ୍ଟମ୍‌’ (ଜିଏଫ୍‌ଏସ୍‌) ସୂଚନା ଦେଇଥିବା କଥା ‘ଦି ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’ ରିପୋର୍ଟ କରିଛି।…

୭ୱିକେଟ୍‌ରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍‌ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ…