ଗଜପତିଙ୍କୁ ଭେଟି ରଥ ଖଳା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିଛନ୍ତି। ଏହାବ୍ୟତୀତ ସ୍ନାନ ପୂର୍ଣ୍ଣିମାର ପବିତ୍ର ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଛନ୍ତି।
ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥ,…