ଏବେ ମୁଁ ନିଜ ଘରକୁ ଫେରି ଆସିଛି – ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି। ପଦ୍ମ ଧରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ। ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି। ପୂର୍ବରୁ ହିଁ ମୁଁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଛି। ବିଜେଡିରେ…

ଇସ୍ତଫା ଦେଲେ ସିଦ୍ଦରମୈୟା, ଡିକେ ଶିବକୁମାର ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଆଜି ଏକ ବଡ଼ ପରିବର୍ତ୍ତନ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଇସ୍ତଫାପତ୍ର ଦାଖଲ…

ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

ଭୁବନେଶ୍ୱର : ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍…

ରାଜ୍ୟରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର

ଭୁବନେଶ୍ବର : ଖୁବଶୀଘ୍ର ଓଡିଶାରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ କରାଯିବ । ଉପକୂଳ ଜିଲ୍ଲାରେ ସ୍ଥାନ ଚିହ୍ନଟ କରି…

ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ : ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ…

ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଓରେରାର ବଡ଼ ପଦକ୍ଷେପ। ପ୍ରତି ତିନିମାସରେ ବିଲ୍ଡର ଦେବେ ତ୍ରୈମାସିକ…

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିବା ବେଳେ କ୍ରେତାଙ୍କୁ ଏଣିକି ସହଜରେ ଠକି ପାରିବେନି ବିଲଡର୍। ପ୍ରତି ତିନି ମାସରେ ପ୍ରୋଗ୍ରେସ୍ ରିପୋର୍ଟ ବା (QPR) ଦାଖଲ କରିବା ବାଧ୍ୟତାମୂଳକ। ଖିଲାପ କଲେ ବିଲଡର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହେବା ସହ ରେଜିଷ୍ଟ୍ରେସନ ବି ବାତିଲ କରିପାରେ…

କେନ୍ଦ୍ର କ୍ୟାବିନେଟରେ ‘ସାର୍ଥକ PDS’ ଯୋଜନାକୁ ମଞ୍ଜୁରୀ। ‘ସାର୍ଥକ PDS’ ପାଇଁ ୫ ବର୍ଷରେ…

ନୂଆଦିଲ୍ଲୀ : ଦେଶର ୮୦ କୋଟି ଲୋକ ଉପକୃତ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ବା PDSରେ ହେବ ବଡ଼ ଧରଣର ସଂସ୍କାର। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟରେ ସାର୍ଥକ PDS ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ମାଧ୍ୟମରେ ଦେଶର ଖାଦ୍ୟ ସୁରକ୍ଷା ନେଟୱର୍କର ଆଧୁନିକକରଣ କରାଯିବ। ୫ ବର୍ଷ ଧରି…

ବାଂଲା ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ : ଆଇନମନ୍ତ୍ରୀ ପୃଥ୍ବୀରାଜଙ୍କ ଚେତାବନୀ

ଭୁବନେଶ୍ଵର : ପଶ୍ଚିମବଙ୍ଗ ଛାଡ଼ୁଛନ୍ତି ବାଂଲାଦେଶୀ। ସୀମାରେ ହାଉଜାଉ ଅନୁପ୍ରବେଶକାରୀ। ଶୁଭେନ୍ଦୁ ସରକାରଙ୍କ ଚେତାବନୀ ପରେ ବାଂଲା ବର୍ଡରରେ ନାହିଁ ନଥିବା ଭିଡ଼। ପଶ୍ଚିମ ବଙ୍ଗର ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାରେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ଏବେ ଦେଶ ଛାଡ଼ିବାକୁ ତୟାର। ଜିନିଷପତ୍ର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଏବେ ହଲଚଲ ଦେଖାଯାଇଛି। ଏବେ ରାଜ୍ୟ ଶାସନର ମଙ୍ଗ ଧରିବେ ଡିକେ ଶିବକୁମାର ବୋଲି ଚର୍ଚ୍ଚା ହେଉଛି । କର୍ଣ୍ଣାଟକରେ ବିହାର ଭଳି ବଡ଼ ଧରଣର ରାଜନୈତିକ ଓଲଟପାଲଟ ଦେଖିବାକୁ ମିଳିପାରେ । ଦିଲ୍ଲୀ ଦରବାରରେ କଂଗ୍ରେସ ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ ମନାଇବା…

ଓଡିଶା ପୋଲିସରେ ବଡ ଘୋଷଣା

ଭୁବନେଶ୍ଵର : ଓଡିଶା ପୋଲିସରେ ବଡ ନିଯୁକ୍ତି ଘୋଷଣା  କରାଯାଇଛି । 7664 ପଦବୀ ପୂରଣ ପାଇଁ OUSSSCକୁ ଚିଠି ହୋଇଛି । ଏଥିରେ କନେଷ୍ଟବଳ ଓ ଏସଆଇ ପଦବୀରେ ନିଯୁକ୍ତି ହେବା ନେଇ ଘୋଷଣା ହୋଇଛି । ଏହି କ୍ରମରେ  4219 ସିଭିଲ କନେଷ୍ଟବଳ ପଦବୀ ପୂରଣ ହେବ । 2212 OISF କନେଷ୍ଟବଳ ପଦବୀ, 300…