୨୨ ବର୍ଷ ପରେ ବାପାଙ୍କୁ ଧରି ଗାଁରେ ପହଞ୍ଚିଲା ଝିଅ! ଜିପିଏସ୍‌ ଦେଖାଇଲା ରାସ୍ତା

ମାଲକାନଗିରି : ୧୭ ବର୍ଷରେ ଘର ଛାଡ଼ି ଥିଲେ। କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ। ହେଲେ ଫେରିବା ବେଳେ ବାଟ ଭୁଲି ଗଲେ। ୨୨ ବର୍ଷ ପରେ ଘରକୁ ଫେରିବା ପାଇଁ ରାସ୍ତା ଦେଖାଇଲା ଝିଅ। ଜିପିଏସ୍‌ ମାଧ୍ୟମରେ ଘର ଖୋଜି ସାଥୀରେ ବାପାଙ୍କୁ ଧରି ୧୧୭୨.୧ କିମି ଦୂର ମାଲକାନଗିରିରେ…

ମାସାନାଂ କାର୍ତ୍ତିକ ଶ୍ରେଷ୍ଠ

ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ l ତୀର୍ଥନାରାୟଣାକ୍ଷାମ୍ହି ତ୍ରିତୟମଦୁର୍ଲଭମ୍ କଲୌ ll ନାକାର୍ତ୍ତିକ ସମଃମାସୋ ନକୃତେନ ସମଃଯୁଗମ୍ l ନା ବେଦସଦୃଶ ଶାସ୍ତ୍ରମ୍ ନା ତୀର୍ଥ ଗଙ୍ଗା ସମମ୍ ll ସ୍କନ୍ଧ ପୁରାଣର ଉପରୋକ୍ତ ଶ୍ଳୋକାନୁସାରେ ମାସ ମଧ୍ୟରେ କାର୍ତ୍ତିକ, ଦେବତାଙ୍କ…

ମନେ ପଡ଼ନ୍ତି ଖୋକା ଭାଇ

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର l ମନେ ପଡ଼ିଯାଏ ଆଜି ଖୋକାଭାଇ ମୋର ll ଏ ତ କଳି କାଳ ରୀତି ବିପରୀତ ଭାଇ l ଦଶରାବଜାରେ ଗୀତ ଗାଏ ଖୋକାଭାଈ ll କଟକେ ବଗିଚା ନାମ ଅଟେ ତ୍ରିକୋଣିଆ l ଢୁଲ ପାରେ ପାରେ ବଜା ଆରେ ଵଜନିଆ ll ସକାଳର ଗାଡ଼ି ଗଲା କଳା ଧୂଆଁ ଛାଡ଼ି l ମହାନଦୀରେ ନଉକା…

କନିଷ୍ଠ ସଂଗ୍ରାମୀ ବାଜି ରାଉତ

ଵର୍ଷା ଭିଜା କାଳରାତ୍ରୀ ଗରଜୁଛି ଫୁଲି ଉଠିଅଛି ବ୍ରାହ୍ମଣୀ ପାଣି l ଉଛୁଳା ବ୍ରାହ୍ମଣୀ ଘାଟ ଜଗି ଅଛି ବାଜିଆ ବାଳକ ବୀର ଅଗ୍ରଣୀ ll ସିଂହର ବଳ ବୁକୁରେ ଭରା ତା ଟକମକ ହୋଇ ଫୁଟେ ରକତ l ଏ ଜାତି କୋଣାର୍କ ଧରମପଦ ସେ, ବାର ବର୍ଷ ବାଜି ମାତୃ ଭକତ ll ଉତ୍କଳ ମାତାର ଅଲିଅଳ ଧନ, ନରମ…

କାର୍ତ୍ତିକ ମାହାତ୍ମ୍ୟ

ମାସ ମଧ୍ୟେ ଶ୍ରେଷ୍ଠ ମାସ କାର୍ତ୍ତିକଟି ଜାଣ l କାର୍ତ୍ତିକ ମାହାତ୍ମ୍ୟ କହେ ଶ୍ରୀପଦ୍ମପୁରାଣ ll ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀ ମଧୁସୂଦନ l ବଦରିକା ତୀର୍ଥ ଶ୍ରେଷ୍ଠ ତୀର୍ଥ ନାରାୟଣ ll କାର୍ତ୍ତିକର ସମ ମାସ ପୁଣ୍ୟ ମାସ ନାହିଁ l ସତ୍ୟଯୁଗ ପରି ଯୁଗ ଆଉ ଯୁଗ କାହିଁ ll ଶାସ୍ତ୍ର…

ସ୍ବର୍ଗତ ମୁଲାୟମ୍ ସିଂ ଯାଦବଙ୍କର ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ଆସନ୍ତା ତା୧୬.୧୦.୨୦୨୨ରିଖ, (ରବିବାର),ଦିବା ଘ ୧୧ଟିକା ସମୟରେ ଭୁବନେଶ୍ୱରର ଭି.ଆର-୩୮, ୟୁନିଟ -୬ ସ୍ଥିତ ସମାଜବାଦୀ ପାର୍ଟି ଅଫିସ୍ ର( ଲୋହିଆ ଭବନ), ପ୍ରଗତି ସ୍ପୋର୍ଟସ ପଡିଆ ସାମ୍ନା ଓ ଭୁବନେଶ୍ୱର କ୍ଳବ୍ ପଛର ଦ୍ବିତୀୟ ଲାଇନ୍ ରେ ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲ୍ଲା…

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମିଳିଲା ଭୟଙ୍କର ଧମକ, ଆରମ୍ଭ ହେଲା ଯାଞ୍ଚ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରେପ୍ ଧମକ ମିଳିଛି । ସ୍ୱାତୀଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧମକ ଦିଆଯାଇଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ନିକଟରେ ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ପାଇଁ ସ୍ୱାତୀ ସୂଚନା ଓ ପ୍ରସାରଣ…

ଗାଡିରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା, ଆନ୍ଧ୍ରର ଜଣେ ଯୁବକ ଅଟକ

ବ୍ରହ୍ମପୁର: ପାର୍ବଣ ଋତୁରେ ଅଏସ ପାଇଁ କାରରେ ପୁଲିସ ବୋର୍ଡ ଲଗାଇ ବୁଲିବା  ମହଙ୍ଗା ପଡିଲା । ଦାମୀକାରରେ ପୁଲିସ ବୋର୍ଡ ଲଗାଇ ସହରରେ ବୁଲୁଥିବା ଆନ୍ଧ୍ରପ୍ରଦେଶ ଜଣେ ଯୁବକଙ୍କୁ ଠାବ କଲା ପୁଲିସ । ଅଟକ ଯୁବକ ଜଣକ ହେଲେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତାବୋମଲି ଅଞ୍ଚଳର କେ. ସୁବ୍ରମଣ୍ୟମ ।…

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ବିନ୍ଦାସ ଚିନୁକୁ ଜେରା

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ବିନ୍ଦାସ ଚିନୁକୁ ପୁଲିସ ଜେରା କରିଥିବା ଜଣାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡରେ ଚିନୁଙ୍କ ନାମ ଥିବା ଯୋଗୁ ଏହି ପଚରାଉଚରା କରୁଛି…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ…