ବଢ଼ିଲା ଓଡ଼ିଶା ଇଭି ପଲିସି ଅବଧି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି- ୨୦୨୧ର ଅବଧି ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୨୧ରେ…

ଭୋଜି କରିବାକୁ ଯାଇ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ିଗଲେ ଯୁବକ

କେନ୍ଦୁଝର: ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳର ଚଣ୍ଡିଆ ସାମଲ ବୋଲି ସୂଚନା ମିଳିଛି। ଚଣ୍ଡିଆଙ୍କ ସହ ୭ ଜଣ ଯୁବକ…

ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଡାକ୍ତର ଦିବସ ପାଳିତ।

ଭୁବନେଶ୍ୱର :ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର…

ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଚୟନ ହେଲେ ମୋହନ ପାତ୍ର ହିଆଲ ।

କୋରାପୁଟ ,ବିପିନ କୁମାର ହିଆଲ:  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ମୋହନ ପାତ୍ର ହିଆଲଙ୍କୁ ତା ୧/୭/୨୦୨୬ ରିଖରେ ଚୟନ କରାଯାଇଛି । ଏହି ସମାରୋହରେ ରାଜ୍ୟର ଅନେକ କଂଗ୍ରେସ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।…

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୮ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ବାଜିଲା…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୪୩ତମ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ରାଜ୍ୟର ବିକାଶ ତଥା…

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା : କେଜିରୁ ପିଜି ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା!

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ରାଜ୍ୟର ବିକାଶ ପାଇଁ ମୋଟ ୧୨ଟି…

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜ ଭାରତ ଋରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, ୧.୭ : ବନ ମହୋତ୍ସବ ସପ୍ତାହ ଓ ଡାକ୍ତର ଦିବସ ପାଳନ ଅବସରରେ ସବୁଜ ଭାରତ ତରଫରୁ ଆଜି ଭୁବନେଶ୍ବର ବାଙ୍ଗୁଆଳ ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ବିଶ୍ଵରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକାର ପାଇଁ…

ଶସ୍ତା ଗୀତକୁ ବିରୋଧ କରି ଜଗନ୍ନାଥ ଭଜନ ପାଇଁ ବାଲେଶ୍ୱରର ଗୀତିକାର ସମରେନ୍ଦ୍ରନାଥ ମହାପାତ୍ରଙ୍କ ନୂଆ ସୃଜନଯାତ୍ରା

ବାଲେଶ୍ୱର, ଜୁଲାଇ ୧ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ଓଡ଼ିଆ ସଙ୍ଗୀତରେ ବଢ଼ିଚାଲିଥିବା ଶସ୍ତା ଗୀତର ପ୍ରବଣତାକୁ ନେଇ ବ୍ୟଥିତ ହୋଇ ବାଲେଶ୍ୱରର ବିଶିଷ୍ଟ କବି, ଗୀତିକାର, ସାମ୍ବାଦିକ ଓ ସମ୍ପାଦକ ସମରେନ୍ଦ୍ରନାଥ ମହାପାତ୍ର ସମ୍ପ୍ରତି ଜଗନ୍ନାଥ ଭଜନ ରଚନାରେ ମନୋନିବେଶ କରିଛନ୍ତି। ତାଙ୍କ…

ପ୍ରାକ୍ତନ ଶିକ୍ଷକ ତଥା ଟିଚର୍ସ କଲୋନୀ ସଭାପତି ଦାଶରଥି ବେହେରାଙ୍କ ପରଲୋକ : ବିଭିନ୍ନ ମହଲରେ ଶୋକ ପ୍ରକାଶ 

ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ପ୍ରାକ୍ତନ ଶିକ୍ଷକ ତଥା ଅରଡ଼ବଜାର ଟିଚର୍ସ କଲୋନୀର ସଭାପତି ଦାଶରଥି ବେହେରାଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଟିଚର୍ସ କଲୋନୀ ସମେତ ତାଙ୍କ ଜନ୍ମଗ୍ରାମ ବରଡିହାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ…

ଉଦ୍ୟମୀ ଓଡ଼ିଶା–୨୦୨୬’ରେ ପାଳିତ ହେଲା ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ: ଚାକିରି ଖୋଜନ୍ତୁ ନୁହେଁ, ଚାକିରି ସୃଷ୍ଟି…

'ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ବାଲେଶ୍ୱର ପକ୍ଷରୁ ବାମପଦାସ୍ଥିତ ନୋସି ବିଜନେସ୍ ପାର୍କଠାରେ ଆୟୋଜିତ 'ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ–୨୦୨୬'ର ଚତୁର୍ଥ ଦିବସରେ 'ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ' ପାଳିତ ହୋଇଯାଇଛି। ଏହାର…