ରୋଚକ ହେଉଛି ଧାମନଗର ରାଜନୀତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ।

ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହେଉଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ନେଇ ସେତିକି ଚର୍ଚ୍ଚା ହେଉଛି ।…

୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ…

୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଛୁଟିଲା ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନରେ ଉଭୟ ନେତା କିଛି ସମୟ କଥାବାର୍ତା ହୋଇଛନ୍ତି । କଥାବାର୍ତା ହେବା ପରେ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁୁ ଧନ୍ୟବାଦ…

ନୂଆ ନିୟମ ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ସ୍ଥାୟୀ । ନିଯୁକ୍ତି ପାଇଥିବା ତାରିଖରୁ କରାଯିବ ହିସାବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜିଠାରୁ ସ୍ଥାୟୀ ଚାକିରି ମାନ୍ୟତା ପାଇଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଯେଉଁମାନେ ଠିକା କର୍ମଚାରୀରୁ ସ୍ଥାୟୀ…

ସିସୋଦିଆଙ୍କୁ ସିବିଆଇ ସମନ୍, ଦ୍ୱିତୀୟ ଥର ସିବିଆଇକୁ କରିବେ ସାମ୍ନା।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ୍ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ କରିଛି । ଆସନ୍ତାକାଲି ସକାଳ ୧୧ଟାରେ ସିସୋଦିଆଙ୍କୁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ସମନ ହୋଇଛି । ଏହାପରେ ଆପ୍…

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଭେଟି: ୯ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ଲାଗୁ କରାଯାଇଛି । ଏଡାସହ ପଞ୍ଚଞ୍ଚମ ବେତନ ଆୟୋଗ ଅଧିନରେ ଦରମା…

ଉପଭୋକ୍ତା ଓ ଗଣମାଧ୍ୟମକୁ ଭକୁଆ କଲା ଟାଟା ପାୱାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି। ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ…

ଆଇପିୟୁରେ ବିଜୟ ପରେ ୨୦ରେ ଅପରାଜିତାଙ୍କ ବିଶାଳ ପଦଯାତ୍ରା

ଭୁବନେଶ୍ୱର: ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍ (ଆଇପିୟୁ) ନିର୍ବାଚନରେ ଭାରତ ତଥା ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ପରେ ଆସନ୍ତା ଅକ୍ଟୋବର ୨୦ ତାରିଖରେ ଓଡ଼ିଶା ଫେରୁଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଏହି ବିଜୟ ଭାରତର ବିଜୟ, ମୋଦୀଙ୍କ ବିଜୟ…

ଓଡ଼ିଶାରୁ ଫେରିଯିବ ମୌସୁମୀ; ୨୦ରେ ଲଘୁଚାପ, ଅଧିକ ଘନୀଭୂତ ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଅନ୍ନଦାନ କାର୍ଯ୍ୟକ୍ରମ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ପାଳନ ଅବସରରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱ ରେ ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ୧୫୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ " ଅନ୍ନଦାନ "…

ଶତାଧିକ କଇଁଛ ଉଦ୍ଧାର : ଜଣେ ଗିରଫ

ଭୋଗରାଇ: ୧୬/୧୦, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଜଣେ କଇଁଛ ବେପାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଶହେରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର  କରିଛି। ଏଥିସ ସହିତ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଗୌରାଙ୍ଗ ମଣ୍ଡଳ। ଜଳେଶ୍ୱର…