ଗୋପୀ ହେଲେ ମହାଦେବ

ସେଦିନ ଥାଏ ଶରଦ ପୂର୍ଣ୍ଣିମା l ଭଗବାନ ଶ୍ରୀକୃଷ୍ଣ ତ୍ରେତୟା ଯୁଗର ରାମାଵତାରରେ ଦଣ୍ଡକାରଣ୍ୟର ମୁନିଋଷି ମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ବ୍ରଜ ପୁରର ଗୋପୀ ମାନଙ୍କ ସହ ବୃନ୍ଦାରଣ୍ୟରେ ମହାରାସ କରୁଥାନ୍ତି l କୃଷ୍ଣଙ୍କ ମୋହନ ମୁରଲୀର ସ୍ଵନ ବୃନ୍ଦାବନର ବନଭୂମିକୁ ମୁଖରିତ କରୁଥାଏ l…

ଗର୍ଭଣା ସଂକ୍ରାନ୍ତି

ଆଜି ଗର୍ଭଣା ସଂକ୍ରାନ୍ତି କୃଷକ ଆନନ୍ଦ l ଅଶିଣର ବାଆ ବହେ କ୍ଷେତେ ମନ୍ଦମନ୍ଦ ll କରି ପିଠା ପଣା କେତେ କୃଷକ ଘରଣୀ l ପୂଜା କରିଲେଣି ଘରେ ଲକ୍ଷ୍ମୀ ଠାକୁରାଣୀ ll କୃଷକ ନିଧିଆ ସାରି ସକାଳୁ ସ୍ନାହାନ l କ୍ଷେତକୁ ଯାଉଛି ଧରି ସିନ୍ଦୁର ଚନ୍ଦନ ll ଗୁଆଳି ଡ଼ାଳୁଆ ହାତେ ଧରି ବତା ଗଜ l…

ବୁଢୀପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ଦାବିରେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଯାହା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ରହିଛି l ଏହାର ପୁନଃ ନିର୍ମାଣ ଦାବୀ ନେଇ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳଙ୍କ ନେତୃତ୍ୱରେ ବୁଢୀପଦର ଗ୍ରାମବାସୀଙ୍କ ସହ ଜିଲ୍ଲପାଳ…

ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟ ସରକାର ସେମାନଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ସହମତି ଥିଲା। ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି :ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସମୀର ରଞ୍ଜନ ଦାଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍ ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ…

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ, ଭୋଟ୍ ଦେଲେ ୯୫୦୦ ସଦସ୍ୟ, ୧୯ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ସଂପନ୍ନ ହୋଇଛି। ସର୍ବଭାରତୀୟ କଂଗ୍ରେସ କମିଟିର ମୁଖ୍ୟାଳୟ ସହିତ ୬୫ଟି ସ୍ଥାନରେ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଠାରେ ସମସ୍ତ ପ୍ରତିନିଧି ମତଦାନ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି…

ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ। ‘ଓମ ଶାନ୍ତି ଓମ’ ସହିତ ତାଙ୍କ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ଅନେକ ସୁପର-ଡୁପର ହିଟ ଫିଲ୍ମ ଦେଇଛନ୍ତି ଏବଂ…

ପୁରୁଣା ଦୁର୍ଗରେ ବିବାହ କରିବେ ଅଭିନେତ୍ରୀ ହଂସିକା ମୋଟୱାନୀ

ମୁମ୍ବାଇ: ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଖବର ଅନୁଯାୟୀ, ହଂସିକା ମୋଟୱାନୀ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ହଂସିକାଙ୍କ ବିବାହ ପାଇଁ ୪୫୦ବର୍ଷ ପୁରୁଣା ଦୁର୍ଗ ବୁକ୍…

ବୈଶାଲୀଙ୍କ ଆତ୍ମହତ୍ୟା ପଛରେ ରାହୁଲ ଓ ଦିଶା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଗତକାଲି ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା…

ଯବାନମାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ। ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ଧରି ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରେ ମୋଦୀ କେଦାରନାଥ ଯିବେ।…