ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ…

ପ୍ରଞାପୁରୁଷ ଜନନେତା ଧୂରୀଣ ସମାଜ ସେବୀ କାଳନ୍ଦୀ ଦାସ ଦେହାବସାନ ।

ପ୍ରଞାପୁରୁଷ ମହାନ ଜନନେତା ଧୂରୀଣ ସମାଜ ସେବୀ ଜଗତସିଂହପୁର ଜିଲ୍ଲାର ଆଲୋକ ବର୍ତ୍ତିକା କାଳନ୍ଦୀ ଦାସ ଆଉ ନାହାନ୍ତି ବିଶ୍ଵାସ ଆସୁନି।ଗତ ୧୬ତାରିଖ ରବିବାର ସଂଧ୍ୟାରେ ତାଙ୍କର ଦେହାବସାନ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇ ଥିଲା।ସେ ୧୯୪୩ ଏପ୍ରିଲ ୧୪ ରେ ଜନ୍ମ ହୋଇଥିଲେ।ଏକ ଜମିଦାରୀ…

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା…

ନେପାଳରେ ୫.୧ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ : ନେପାଳରେ ବୁଧବାରଦିନ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାଠମାଣ୍ଡୁଠାରୁ ୫୩ କିଲୋମିଟର ପୂର୍ବରେ ଥିଲା । ଭୂମିକମ୍ପଟି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଏହି ଭୂମିକମ୍ପର ପ୍ରଭାବ ଭାରତର କେତେକ ସ୍ଥାନରେ…

ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନରେ ଥିବା ଭାରତୀୟମାନେ ତୁରନ୍ତ ସେହି ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ୟୁକ୍ରେନ୍‌ରେ ଥିବା ଭାରତର ଦୂତାବାସ ପକ୍ଷରୁ ଏକ ସତର୍କତା ଜାରି କରି କୁହାଯାଇଛି ଯେ…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ଜିଲ୍ଳା ପରିବହନ…

ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ

ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା   ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ…

ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀଶ୍ରୀ ଅଲେଖ ସ୍ୱାମୀ ପ୍ରଭୁ ପ୍ରଖ୍ୟାତ ମହନ୍ତ ମହାରାଜ ଶ୍ରୀଶ୍ରୀ ଦାଶରଥି ଦାସଙ୍କର ଦେହାନ୍ତ…

ସୁବର୍ଣ୍ଣପୁରରେ ଉତ୍ସବମୁଖର ହୋଇଉଠିଛି ମାଁ ଗଜଲକ୍ଷ୍ମିଙ୍କ ଭଶାଣି ଉତ୍ସବ

ସୁବର୍ଣ୍ଣପୁର: ପବିତ୍ର କୁମାରପୂର୍ଣ୍ଣିମା ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୁଜାଆରଧନା ଦିର୍ଘ ୯ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଏବେ ର୍ମାଁଙ୍କୁ ଦିଆଯାଇଛି ମେଲାଣୀ ।ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାରେ ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜାରେ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି…

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ

କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ "ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨" ପାଳନ କରିଥିବା ଜଣାଯାଇଛି। କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ…