ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନରେ ଥିବା ଭାରତୀୟମାନେ ତୁରନ୍ତ ସେହି ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ୟୁକ୍ରେନ୍‌ରେ ଥିବା ଭାରତର ଦୂତାବାସ ପକ୍ଷରୁ ଏକ ସତର୍କତା ଜାରି କରି କୁହାଯାଇଛି ଯେ…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ଜିଲ୍ଳା ପରିବହନ…

ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ

ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା   ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ…

ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀଶ୍ରୀ ଅଲେଖ ସ୍ୱାମୀ ପ୍ରଭୁ ପ୍ରଖ୍ୟାତ ମହନ୍ତ ମହାରାଜ ଶ୍ରୀଶ୍ରୀ ଦାଶରଥି ଦାସଙ୍କର ଦେହାନ୍ତ…

ସୁବର୍ଣ୍ଣପୁରରେ ଉତ୍ସବମୁଖର ହୋଇଉଠିଛି ମାଁ ଗଜଲକ୍ଷ୍ମିଙ୍କ ଭଶାଣି ଉତ୍ସବ

ସୁବର୍ଣ୍ଣପୁର: ପବିତ୍ର କୁମାରପୂର୍ଣ୍ଣିମା ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୁଜାଆରଧନା ଦିର୍ଘ ୯ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଏବେ ର୍ମାଁଙ୍କୁ ଦିଆଯାଇଛି ମେଲାଣୀ ।ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାରେ ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜାରେ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି…

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ

କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ "ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨" ପାଳନ କରିଥିବା ଜଣାଯାଇଛି। କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ…

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀଣୀ ବୈଠକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଗରାପୁର ସ୍ଥିତ ଜିଲ୍ଲା କାର୍ଯ୍ୟଳୟରେ ସଭାପତି କୁଳମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ଭାରତୀୟ ଯାଦବ ନେତା ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ…

ନମଃ ଲକ୍ଷ୍ମୀନାରାୟଣ

ନମଃ ଲକ୍ଷ୍ମୀନାରାୟଣ ବଇକୁଣ୍ଠ ବାସୀ l ବିକୁଣ୍ଠ ଚିତ୍ତରେ ବୈକୁଣ୍ଠରେ ଅଛ ବସି ll ହସ୍ତଯୋଡ଼ି ବିନତାନନ୍ଦନ ଆଗେ ଉଭା l ଲକ୍ଷ୍ମୀନାରାୟଣ ମୂର୍ତ୍ତି ଉପମା କି ଦେବା? ଫଣା ବିସ୍ତାରି ଅଛନ୍ତି ନାଗ ଶେଷଦେବ l ତ୍ରେତୟା ଲକ୍ଷ୍ମଣ ଦ୍ୱାପରରେ ବଳଦେବ ll ପାଦ ଚାପୁଛନ୍ତି ମାତା ଲକ୍ଷ୍ମୀ…

ସାଗର ଚଳୁକଲେ ମହର୍ଷି ଅଗସ୍ତ୍ୟ

ମହାମାନୀ ଦୁର୍ଯ୍ୟୋଧନର କପଟ ପଶା ଖେଳରେ ପରାଭଵ ଲଭି ପାଣ୍ଡଵମାନେ ହିମାଳୟର ଘୋର ଅରଣ୍ୟ ମଧ୍ୟରେ ବାସ କରୁଥାନ୍ତି l ଏକଦା ମହର୍ଷି ଲୋମଶ ଆସି ସେମାନଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ଅର୍ଜୁନ ପାଶୁପତ ଅସ୍ତ୍ର ପ୍ରାପ୍ତ କରିଛନ୍ତି ବୋଲି ଖବର ଦେଲେ l ମହର୍ଷି ପୁଣି କହିଲେ, ମୁଁ ଇନ୍ଦ୍ର…

ବଂଶୀଚୋରି

ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ ତୋଳେ ସେ ଅପୂର୍ଵ ଧ୍ୱନୀ l ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ ଯମୁନା ବହେ ଉଜାଣି ll ଗୋପପୁରେ କେତେ ଯୁବତୀ ନାହାଁନ୍ତି ବଂଶୀ ଡାକୁଥାଇ ଏକା l ଜାତି କୁଳ ମାନ ତେଜିଲି କହ୍ନାଇ ବଂଶୀ ଡାକଇ ରାଧିକା ll କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ ବଂଶୀ…