ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ…

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା…

ବାଲିଯାତ୍ରାରେ ଅଶ୍ଳୀଳ ଗୀତ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍

କଟକ: ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋରେ କମ୍ପିଲା କଟକର ବାଲିଯାତ୍ରା। ପ୍ରଥମେ ସେ ମୋ ମା… ଗୀତରୁ ଆରମ୍ଭ କରିଥିଲେ ସୋମବାର ସଂଧ୍ୟାର ଏହି ସୋ। ପରେ ନିଶ୍ୱାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର,…

‘ଫାଶୀଠାରୁ ବି ଯଦି କଠିନ ଦଣ୍ଡାଦେଶ ଅଛି ଅଫତାବକୁ ସେ ଦଣ୍ଡ ମିଳୁ‘: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ: ନିଜ ଝିଅର ନିର୍ମମ ହତ୍ୟାକୁ କୋଉ ବା ବାପା ସହ୍ୟ କରିପାରିବେ? ନିଜ ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କିଏ ବା ଚାହିଁବନି? ଅଦାଲତକୁ ଏମିତି ଏକ ନିବେଦନ କରିଛନ୍ତି ବହୁଚର୍ଚ୍ଚିତ ଶ୍ରଦ୍ଧା ୱ‌ାକରଙ୍କ ବାପା ବିକାଶ ୱାକର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି…

ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମି‌ଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର…

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ…

ଭାରି ପଡ଼ିଲା ପ୍ରଶଂସକଙ୍କ ଭଲପାଇବା; ଗାଡ଼ିରେ ପଶି ପାରିଲେନି ଅଭିନେତ୍ରୀ

ଇସ୍‌ଲାମ୍‌ବାଦ୍‌: ସେଲିବ୍ରେଟିମାନଙ୍କୁ ବାହାରେ ପାଇଗଲେ ସାଧାରଣ ଲୋକ ଘେରିଯିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ସେଲି‌ବ୍ରେଟି ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶଂସକମାନେ ନିଜ ପ୍ରିୟ କଳାକାରଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଲେ ସେମାନଙ୍କୁ ଘେରି ଯିବା ସହ…

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ…

୫ ମିନିଟ୍‌ ପର୍ଯ୍ୟନ୍ତ ଏକଲୟରେ ମୋ ବ୍ୟକ୍ତିଗତ ଅଙ୍ଗକୁ ଚାହିଁ ରହିଥିଲେ ସାଜିଦ: ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ…

ମୁମ୍ବାଇ: ବିଗ୍‌ବସ୍‌-୧୪ରେ ପ୍ରବେଶ କରିବା ପରେ ସିନେ ନିର୍ମାତା ସାଜିଦ୍‌ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି। ସାଜିଦ୍‌ ଖାନ୍‌ଙ୍କ ଉପରେ ପୂର୍ବରୁ ଅନେକ ଯୁବତୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅନେକ ଯୁବତୀ ତାଙ୍କ ବିରୋଧରେ କାଷ୍ଟିଂ କାଉଚର ଅଭିଯୋଗ ବି କରିଛନ୍ତି। ପୁଣି ଥରେ ସାଜିଦଙ୍କ…

ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀରରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଟିଙ୍କବୀର ଧୋବା ସାହିର ଏକ ତେନ୍ତୁଳି ଗଛ ମୂଳରେ ପଡ଼ି ରହିଥିଲା। କେହି ଜଣେ ମହିଳା ନିଜର ନବଜାତ ନ୍ୟାକୁ ଜନ୍ମ ଦେଇ ଫେରାର଼୍ ମାରିଥିବା କୁହାଯାଉଛି। ଲୋକେ ଛୁଆଟି କାନ୍ଦୁଥିବା ଶବ୍ଦ…