ଉତ୍ତର ପ୍ରଦେଶ ମଦ୍ରାସାର ୧ମରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ନାହିଁ ବୃତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି…

ପରସ୍ପରକୁ ଡେଟ୍ କରୁଛନ୍ତି ପ୍ରଭାସ-କ୍ରିତି ! ବିବାହ କଥା ପଚରାଯିବାରୁ କ୍ରିତି କହିଲେ….

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା…

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…

ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ଉଦଳା: ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଫଳରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗ୍ରାମରେ। ସୂଚନା…

୧୨ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦାର ଗିରଫ

ପାଟଣାଗଡ଼: ପାଟଣାଗଡ଼ ଓ ବେଲପଡା ଅଞ୍ଚଳରୁ ଅନ୍ୟତ୍ର ଦାଦନ ଶ୍ରମିକ ଭାବେ ଖଟିଯିବାକୁ ଥିବା ବେଳେ ପୁଲିସ ଦ୍ବାରା ୧୨ ଦାଦନ ଶ୍ରମିକ ଉଦ୍ଧାର ଓ ଜଣେ ସର୍ଦାର ଗିରଫ ହୋଇଥିବା ଜଣାପଡିଛି। କାମଧନ୍ଦା ନ ପାଇ ଅନ୍ୟତ୍ର ଦାଦନ ଶ୍ରମିକ ହୋଇଯିବା ସମୟରେ ପାଟଣାଗଡ଼ ବସଷ୍ଟାଣ୍ଡରେ ଥିବା ସମୟରେ ସନ୍ଦେହ…

ଆପଣଙ୍କୁ ଭାତ ଖାଇବା ଅଧିକ ପସନ୍ଦ କି ? ଜାଣି ରଖନ୍ତୁ

ଭାତ, ଡାଲି , ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଏ । ମୁଖ୍ୟତଃ ଏହି ୪ଟି ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ । ଅଧିକାଂଶ ଲୋକେ ଭାତ ଖାଇବାକୁ ଦିନରେ ହିଁ…

ଅଭିନେତାରୁ ପ୍ରଯୋଜକ ସାଜିଲେ ମନୁ ଦ୍ବିବେଦୀ

ଅଭିନେତାରୁ ପରୋକ୍ଷ ଭାବେ ପ୍ରଯୋଜକ ସାଜିଛନ୍ତି ମନୁ ଦ୍ବିବେଦୀ। ଅତୀତରେ ‘ଦାଦା‌ଗିରି’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ଚକୋଲେଟ୍ ହିରୋ ସାଜିଥିବା ମନୁ ବହୁଦିନର ବ୍ୟବଧାନ ପରେ ‘ଡନ୍’ ଓ ‘ଏ ମନ ମାନେନା’ରେ ମଧ୍ୟ ଅଭିନୟ କରିଛନ୍ତି। ଏବେ କିନ୍ତୁ ସେ ପ୍ରଯୋଜନା…

ଗୁଜରାଟ ନିର୍ବାଚନ: ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦୀ, କେଜ୍ରିୱାଲଙ୍କ ଧୂଆଁଧାର ପ୍ରଚାର

ସୁରଟ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ ତାରିଖରେ ୮୨ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏବେ ପ୍ରଚାରର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଧୂଆଁଧାର ପ୍ରଚାର କରୁଛନ୍ତି। ସୁରତରେ ପ୍ରଧାନମନ୍ତ୍ରୀ ଏବଂ…

ଆଳସ୍ୟ କାରଣରୁ ଏଭଳି କରୁଥିଲେ , ସାବଧାନ..

ଦିନ ମଧ୍ୟରେ ଭୋଜନର ନିୟମ ଅନୁଯାୟୀ, ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଖୁବ ମହତ୍ତ୍ୱପୂର୍ଣ୍ଣ । ଏହି ୩ଟି ସମୟରେ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଅନେକ ରୋଗ ଲାଗି ରହିଥାଏ । ଅନେକ ସମୟରେ ଆଳସ୍ୟ କାରଣରୁ ଅନେକ ଲୋକେ ରାତ୍ରୀ ଭୋଜନ ପାଇଁ ଅଧିକ…

ଏଣିକି ହ୍ବାଟ୍‌ସଆପ୍‌ରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ଉପଲବ୍ଧ ହେବ

ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚର୍‌ ଜରିଆରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌…