ବସନ୍ତ ପଞ୍ଚମୀ ଆଜି

ବସନ୍ତ ପଞ୍ଚମୀ ଆଜି ============ ବସନ୍ତ ପଞ୍ଚମୀ ଆଜି ଜଗତରେ ବାଜା l ବିଦ୍ୟାର୍ଥୀ କରନ୍ତି ଜଗଜ୍ଜନନୀଙ୍କ ପୂଜା ll ଘଣ୍ଟ, ଶଙ୍ଖ ନାଦେ ଧରା ପଡ଼ୁଛି ଉଚ୍ଛୁଳି l ମଙ୍ଗଳମହୁରୀ ବାଜେ ପଡ଼େ ହୁଳହୁଳି ll ବ୍ରହ୍ମମୟୀ ବ୍ରହ୍ମବାଦୀ ବୀଣା ହସ୍ତେ ଧରି l ବ୍ରହ୍ମ ଲୋକୁ ଆସିଛନ୍ତି ଧରା…

ଭାରତୀୟ ଅନୁବାଦ ସାହିତ୍ୟ ଆନୁକୁଲ୍ୟରେ ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର

ଅନୁବାଦ ସାହିତ୍ୟର ସମୃଦ୍ଧି ତଥା ଯୁବ ଅନୁବାଦକମାନଙ୍କୁ ଉତ୍ସାହିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଭାରତର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆଲୋଚନା ଓ ଅନୂଦିତ କାବ୍ୟ ପାଠ ଅନୁଷ୍ଠିତ ହୋଇ ଯାଇଛି।ଅନୁବାଦ ଏକ ସର୍ଜନାତ୍ମକ…

ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାରୁ ଯୁବଲେଖିକା ରୋଜାଲୀନ ହେଲେ ମନୋନୀତ

ବାଲେଶ୍ଵର: ୧୨/୨(କୃଷ୍ଣ କୁମାର ମହାନ୍ତି) ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି। ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ପାଇଁ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର…

ବିଜେପିର କୋର କମିଟି ଗଠିତ:

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଭିନ୍ନ କମିଟି ଗଠନ କରିଛି। ଏଥିରେ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ ଫାଇନାନ୍ସ କମିଟି ସାମିଲ ଅଛି।ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, କୋର୍‌…

ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର,୧୫୧ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ : ପୁଲୱାମା  ଆତଙ୍କବାଦୀଙ୍କର  ଆତ୍ମଘାତି  ବିସ୍ପୋରଣ ରେ ସହିଦ ୪୦ ଜଣ ସିଆରପିଏଫ୍ ଯବାନଙ୍କ ପୁଣ୍ଯାତିଥିରେ ସହୀଦମାନେ ଦେଶ ପାଇଁ  ଦେଇଥିବା  ବଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ  ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜି ସକାଳ ୮…

କୃଷକ ଆନ୍ଦୋଳନ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ – କେନ୍ଦ୍ର କୃଷିମନ୍ତ୍ରୀ

ଡେସ୍କ: ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ଶ୍ରୀ ମୁଣ୍ଡା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ଜରିଆରେ ଆଲୋଚନା ଓ ସହଯୋଗର ବାତାବରଣ ସୃଷ୍ଟି କରିବାକୁ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ଏହା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା।

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା। ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’। ଏହି ଯୋଜନାରେ ୪୦ ବର୍ଷରୁ ୮୦…

ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କଲେ ମୋଦୀ,

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସ୍ୱାମୀନାରାୟଣ ସଂପ୍ରଦାୟର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟନ କରିଛନ୍ତି। ହାଲୁକା ଗୋଲାପୀ ରଙ୍ଗର ରେଶମ କୁର୍ତ୍ତା ପାଇଜାମା ଓ ନଡ଼ା ପିନ୍ଧି ମନ୍ଦିର ଉଦଘାଟନ…

ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଭର୍ତ୍ସନା

ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଭର୍ତ୍ସନା ================ ମହାଭାରତରେ କର୍ଣ୍ଣ ଓ ଅର୍ଜ୍ଜୁନ ବୀରତ୍ୱରେ କେହି କାହାକୁ ଉଣା ନ ଥିଲେ l ଦୁହେଁ ସମକକ୍ଷ ଯୋଦ୍ଧା ଥିଲେ ଏବଂ ଦୁହେଁ ଅଭିଳାଷ ରଖିଥିଲେ ଦିନେ ନା ଦିନେ, ଯୁଦ୍ଧରେ ସେମାନେ ପରସ୍ପରକୁ ଭେଟିବେ l ଘଟଣାକ୍ରମେ ମହାଭାରତ ଯୁଦ୍ଧ…