Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ମେରା ଯୁବ ଭାରତ’ ପକ୍ଷରୁ ଅନୁଷ୍ଠିତ ହେଲା ଯୁବକ ସଂଘ ବିକାଶ ଅଭିଯାନ କାର୍ଯ୍ୟକ୍ରମ
ବାଲେଶ୍ୱର, ୧୭/୭(କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ 'ମେରା ଯୁବ ଭାରତ' ବାଲେଶ୍ୱର ଓ ସାମାଜିକ ସଂଗଠନ 'ମୁନ୍ କମ୍ୟୁନିକେସନ'ର ମିଳିତ ସହଯୋଗରେ ଯୁବକ ସଂଘ ବିକାଶ ଅଭିଯାନ କାର୍ଯ୍ୟକ୍ରମ ରଣସାହି ଠାରେ ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠାନର…
ରଥଯାତ୍ରା ଅବସରରେ ଉଦଘାଟିତ ହେଲା ‘ମଣିମା’ ଚିତ୍ରକଳା ପ୍ରଦର୍ଶନୀ:ଜଗନ୍ନାଥ ସଂସ୍କୃତିର ରଙ୍ଗରେ ରଙ୍ଗିନ…
ବାଲେପୁର, ୧୭/୭(କୃଷ୍ଣ କୁମାର ମହାନ୍ତି): ପବିତ୍ର ରଥ ଯାତ୍ରା ଅବସରେ ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କର ସମୂହ ଚିତ୍ରକଳା ପ୍ରଦର୍ଶନୀ 'ମଣିମା' ଉଦଘାଟିତ ହୋଇଯାଇଛି।
ପ୍ରଦର୍ଶନୀର ମୁଖ୍ୟ…
ରାୟଗଡ଼ା ବନ ବିଭାଗ କୁ ଏକ ବଡ଼ ସଫଳତା
ରାୟଗଡ଼ା:(ଭି ଗୌରୀ ଶଙ୍କର) ରାୟଗଡ଼ା ଜିଲ୍ଲାରେ ବନ ବିଭାଗର ବଡ଼ ଧରପଗଡ଼। ଲେଲିଗୁମା ନିକଟସ୍ଥ ସାଙ୍ଗର ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବେ ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ଏକ ହାଇୱା, ଏକ JCB ଓ ଏକ ମୋଟରସାଇକେଲ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦେଖନ୍ତୁ ଏହି ରିପୋର୍ଟ।…
ଇମାମି ନଗରରେ ଭକ୍ତିଭାବରେ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା : ଭକ୍ତଙ୍କ ଭିଡ଼ରେ ଉତ୍ସବମୁଖର ହେଲା ପରିବେଶ
ବାଲେଶ୍ୱର, ୧୬/୭ (କୃଷ୍ଣ କୁମାର ମହାନ୍ତି): ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଶତାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ…
କୋଟି ଓଡିଆଙ୍କ ମଉଡମଣି କାଳିଆ ସାଆନ୍ତେଙ୍କ ପହଣ୍ଡି ଆରମ୍ଭ
ପୁରୀ : ଏପଟେ ବର୍ଷା। ତଥାପି ଭକ୍ତ ଅଟକି ନାହାଁନ୍ତି। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବଡ ଠାକୁର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି କାଳିଆ ସାଆନ୍ତେଙ୍କ ପହଣ୍ଡି। ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛନ୍ତି କୋଟି ଓଡିଆଙ୍କ ମଉଡମଣି। ଉତ୍ସାହିତ…
ରଥଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ : ରତ୍ନସିଂହାସନ ଛାଡି ଭକ୍ତ ଗହଣରେ ମହାପ୍ରଭୁ।
ପୁରୀ : ବଡଦାଣ୍ଡ ଆଜି ଲୋକାରଣ୍ୟ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ହେବ ବହୁ ପ୍ରତୀକ୍ଷିତ ରଥଟଣା। ଏକାଠି ହେଉଛନ୍ତି ଭକ୍ତ, ଭଗବାନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳୁ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି। ସକାଳ ୯ଟାରୁ ସାଢେ ୧୨ଟା ମଧ୍ୟରେ ପହଣ୍ଡି…
ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟାର ଦ୍ୱିତୀୟ ପର୍ଯ୍ୟାୟ
ମୋହନା,୧୫.୭(ମନୋଜ ପାଢ଼ୀ)-- ଚିକିଟି - ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ର ଦ୍ବିତୀୟ ପର୍ଯ୍ୟାୟ ୧୨.୦୭.୨୦୨୬ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ହୋଇସାରିଛି। ବିଗତ ଦିନରେ ହୋଇଥିବା ମହାସଭା କାର୍ଯ୍ୟକ୍ରମରେ କର୍ମକର୍ତ୍ତା, ଗ୍ରାମବାସୀ ଏବଂ…
ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ ।
ଆର. ଉଦୟଗିରି ୧୫/୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ସହାୟତାରେ ମଦର ଟେରେସା ଚାରିଟାଵଲେ ଟ୍ରଷ୍ଟ (ଏମଟିସିଟି ) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ…
ନୁଆଗଡ ବ୍ଲକ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର ଠାରେ ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ
ନୁଆଗଡ, ୧୫/୭(ମନୋଜ ପାଢ଼ୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ସହାୟତାରେ ମଦେର ଟେରେସା ଚାରିଟାଵଲେ ଟ୍ରଷ୍ଟ (ଏମଟିସିଟି ) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ…
କ୍ରମାଗତ ଭାବରେ ୫ରୁ ଉର୍ଦ୍ଧ୍ବ ଗ୍ରାମ୍ୟ ସଂଯୋଗ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ଇଂ ରୂପେଶ…
ଗଜପତି, -(ମନୋଜ ପାଢ଼ୀ)-କାଶୀନଗର ଓ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନେଇ ଲୋକେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲେକେ ରାସ୍ତା ନଥିବାରୁ ନାହିଁ ନଥିବା…