Browsing Category

ଜିଲ୍ଲା

ମଧ୍ୟସ୍ଥିକୁ ମାଡ଼ମାରି ଲହୁଲୁହାଣ କରିବା ଘଟଣା ଦୁଇ ବର୍ଷ ନଜର ବନ୍ଦୀ ରହିବେ ଅଭିଯୁକ୍ତଦ୍ବୟ।

ଗଜପତି,୧୮.୭ (ମନୋଜ ପାଢ଼ୀ) :ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟସ୍ଥ ବଟବୃକ୍ଷ ନିକଟରେ ଗାଡି ବନ୍ଧା ପକାଇବା ତଥା ପଇସା ଦେଣ ନେଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲୁଥିବାବେଳେ ମଧ୍ୟସ୍ଥି କରି ଏତଲାକାରି ମାଡ଼ ଖାଇବା ତଥା ଲହୁଲୁହାଣ ହେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି…

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର: ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର…

ଇମାମି ନଗର ଗୁଣ୍ଡିଚା ମେଳାର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେଲା ରାସଲୀଳା ଓ ଓଡ଼ିଶୀ ନୃତ୍ୟ : ଭକ୍ତିରସରେ ମୁଗ୍ଧ ହେଲେ…

ବାଲେଶ୍ବର, ୧୮ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ରେମୁଣା ବାଲଗୋପାଳପୁର ସ୍ଥିତ ଇମାମି ନଗର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ରଥ ଉତ୍ସବର ଦ୍ୱିତୀୟ ଦିନ ଗୁରୁବାର ଭକ୍ତି, ସଂସ୍କୃତି ଓ ସେବାର ଅଦ୍ୱିତୀୟ ସମନ୍ବୟରେ ପାଳିତ ହୋଇଯାଇଛି। ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଲାଭ ପାଇଁ…

ପୁନଃ ବିକଶିତ ଅମୃତ ଭାରତ ଷ୍ଟେସନ୍ ଯୋଜନା”ରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ଉଦଘାଟନ ।

ଗଜପତି,୧୭.୭(ମନୋଜ ପାଢ଼ୀ)-: ରେଳବାଇ କ୍ଷେତ୍ରରେ ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହୋଇଛି । କେନ୍ଦ୍ର ସରକାରଙ୍କ ପୁନଃ ବିକଶିତ ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ଅତ୍ୟାଧୁନିକ ଷ୍ଟେସନରେ…

ରଥଯାତ୍ରା ସେବା ଶିବିର –୨୦୨୬ ସଫଳ ଆୟୋଜନ : ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ।

ଗଜପତି (ମନୋଜ ପାଢ଼ୀ) – : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଗଜପତି ଜିଲ୍ଲା ପକ୍ଷରୁ ଆୟୋଜିତ ରଥଯାତ୍ରା ସେବା ଶିବିର–୨୦୨୬ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ସେବା ଶିବିରର ସଫଳ ଆୟୋଜନରେ ଜିଲ୍ଲା ଶିକ୍ଷା…

ପାରଳାଖେମୁଣ୍ଡି ରେ ରଥଯାତ୍ରା ଧୁମଧାମରେ ପାଳିତ ।

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇ ଯାଇଛି।ପାଗ ଶୁଖିଲା ଥିବାରୁ ଭକ୍ତ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା…

ପାରଳାଖେମୁଣ୍ଡିର ବିଭିନ୍ନ ହୋଟେଲ, ମିଠା ଦୋକାନ, ଫାଷ୍ଟଫୁଡ୍ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ।

ଗଜପତି (ମନୋଜ ପାଢ଼ୀ) – : ପାରଳାଖେମୁଣ୍ଡି ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଖାଦ୍ୟ ନିରାପତ୍ତା, ଯୋଗାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ରାସନ , ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଗୁଡ଼ିକରେ ଯାଞ୍ଚ ବେଳେ ନିୟମ ଉଲ୍ଲଂଘନକାରୀ…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନୋଜ ପାଢ଼ୀ): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ କରିଛି। ସେମାନେ ହେଲେ ହଲେ ରାୟଗଡ଼ ଜିଲା ଚନ୍ଦ୍ରପୁର ବ୍ଲକ୍‌ ଭାଇସ୍‌ ଚ୍ୟାରମ୍ୟାନ୍‌ ମାଳତି ମାଳବିଷୋୟୀ(୬୬) ଓ କର୍ଣ୍ଣ ବିଡ଼ିକା (୬୭)।…

ଜଣେ ଯୁବ ଆଇନଜୀବୀ ଙ୍କୁ ରାୟଗଡା ତହସିଲଦାର ଦୁର୍ବ୍ଯବହାର କରିଥିବା ଅଭିଯୋଗ

ରାୟଗଡା : ଆଙ୍କର-ଜଣେ ଯୁବ ଆଇନଜୀବୀ ଙ୍କୁ ରାୟଗଡା ତହସିଲଦାର ଦୁର୍ବ୍ଯବହାର କରିଥିବା ଅଭିଯୋଗ ହୋଇଛି। ରାୟଗଡା ବାର ଆସୋସିଏସନ ର ସଭ୍ଯ ତଥା ଆଇନଜୀବୀ ଟି.ନାଗରାଜୁ ଗତ ୮ ତାରିଖ ଦିନ ନିଜ ମହକିଲଙ୍କ ସହ ଆରଓଆର୍ ସଂଶୋଧନ ପାଇଁ ସଦର ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ଦେଖା କରିବାକୁ…

ଅନୁଷ୍ଠିତ ହେଲା ବାଲେଶ୍ୱର ଜିଲ୍ଲା ପରିଷଦର ନବମ ବୈଠକ: ବିକାଶ ଓ ଲୋକସମସ୍ୟା ସମାଧାନକୁ ବୈଠକରେ ଗୁରୁତ୍ୱ

ବାଲେଶ୍ୱର, ୧୭/୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନାର ସମୀକ୍ଷା ପାଇଁ ଷଷ୍ଠ ଜିଲ୍ଲା ପରିଷଦର ନବମ ବୈଠକ ଆଜି ପୂର୍ବାହ୍ନ ୧୦.୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭାପତି…