Browsing Category

ଜିଲ୍ଲା

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୋଳ : ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବନବିଭାଗ ଦ୍ୱାରା ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଜରପଡା ଥାନା ଅନ୍ତର୍ଗତ କତଡା ଗ୍ରାମର ଧନୁ ନାୟକଙ୍କ ପୁଅ ସର୍ବେଶ୍ବର ନାୟକ(୫୦) ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଏକ…

ଆଜି ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଆଡପ ମଣ୍ଡପ ଦର୍ଶନ

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ହେଉଛି ଘୋଷ ଯାତ୍ରାର ନବମୀ ତିଥି। ଆଡପ ମଣ୍ଡପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ଦିନ। ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇ ହୋଇଯାଏ ବୋଲି ମଧ୍ୟ ମାନ୍ୟତା ରହିଛି। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ…

ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ।

ଆର, ଉଦୟଗିରି- (ମନୋଜ ପାଢ଼ୀ): ସରକାରୀ ବ୍ୟବସ୍ଥାର ଏକ ସାଂଘାତିକ ତ୍ରୁଟିଗଜପତି ଜିଲ୍ଲାରେ ପଦାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ 'ମୃତ' ବୋଲି ଦର୍ଶାଯିବାରୁ ତାଙ୍କ ଆଧାର ପରିଚୟ ନିଷ୍କ୍ରିୟ ହୋଇଯାଇଛି। ଫଳରେ ସେ ରେସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ…

ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର କୋଠଗୃହ ଉଦଘାଟନ କଲେ ବିଧାୟକ ।

ଗଜପତି ,୨୨.୭(ମନୋଜ ପାଢ଼ୀ):– ଆଜି ଗଜପତି ଜିଲ୍ଲା ପୌର ପରିଷଦ ୱାଡ ନମ୍ୱର୍ 2 ରେ ଥିବା ଷୋହଳ ଖଣ୍ଡ ଗୋପାଳ ସମାଜ ର କୋଠଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେସ ପାଣିଗ୍ରାହୀ , ଏହି କୋଠଗୃହ କାର୍ଯ୍ୟ ଦିର୍ଘ 6ମାସ ହେବ ଚାଲିଥିଲା, ବିଧାୟକ ଙ୍କ ପାଣ୍ଠି ରୁ 3ଲକ୍ଷ ଟଙ୍କା ଅନୁଦାନ…

ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନକୁ ଇ-ରିକ୍ସା ପ୍ରଦାନ

ରାଉରକେଲା: ସମାଜସେବା ଓ ମାନବିକତାର ଏକ ଉତ୍କୃଷ୍ଟ ନିଦର୍ଶନ ସ୍ୱରୂପ ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ପରିଚାଳିତ ବୃଦ୍ଧାଶ୍ରମ ପାଇଁ ଏକ ଇ-ରିକ୍ସା ପ୍ରଦାନ କରାଯାଇଛି। ଏହି ଗାଡ଼ିକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର…

ଇମାମି ନଗର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଅନୁଷ୍ଠିତ ହେଲା ଭବ୍ୟ ଆଧ୍ୟାତ୍ମିକ ମହୋତ୍ସବ

ବାଲେଶ୍ବର, ୨୨/୭(କୃଷ୍ଣ କୁମାର ମହାନ୍ତି) ଆଜି ବାଲେଶ୍ବର ଜିଲ୍ଲାର ଇମାମି ନଗର ସ୍ଥିତ ପବିତ୍ର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଏକ ଅତ୍ୟନ୍ତ ଭବ୍ୟ, ଗାମ୍ଭୀର୍ୟମୟ ଓ ଆଧ୍ୟାତ୍ମିକ ଉଜ୍ଜ୍ଵଳତାରେ ଭରିଥିବା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଠାରୁ ଭକ୍ତମାନଙ୍କର ଭିଡ଼ ଓ ଭକ୍ତିର…

ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ; ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ: ଟ୍ରମ୍ପ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିବ ବୋଲି ସେ କହିଛନ୍ତି। ସୋସିଆଲ୍ ମିଡିଆ…

ବଞ୍ଚିଥିବା ଲୋକ ଆଧାର କାର୍ଡରେ ମୃତ l

ରା -ଉଦୟଗିରିତାରିଖ -21/07/2026(ମନୋଜ ପାଢ଼ୀ)ଆଙ୍କର : ଜଣେ ବ୍ୟକ୍ତି ଜୀବିତ ଅଛନ୍ତି, ପ୍ରତିଦିନ କୁଳିମଜୁରି କରି ପରିବାର ଚଳାଉଛନ୍ତି। କିନ୍ତୁ ସରକାରୀ ରେକର୍ଡରେ ସେ ମୃତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ। ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା…

ମୋହନା ସମାଜ କୋଠଘର ଠାରେ ନୂତନ କର୍ମକର୍ତ୍ତା ଚୟନ ଓ ସପଥପାଠ ।

ମୋହନା,୨୧.୭(ମନୋଜ ପାଢ଼ୀ)-:ମୋହନା, ଅଡବା ଗ୍ରାମ୍ୟପରିଷଦର ରବିବାର ରାତ୍ର9:00 ସମୟରେ ମୋହନାକୋଠଘରଠାରେ ଏକ ବୈଠକଟି ହୋଇଥିଲା ଏଥିରେ କ୍ରନ୍ଦର ସଭାପତି ଶ୍ରୀଯୁକ୍ତ ଦଣ୍ଡାସି ସାହୁ, ଲକ୍ଷ୍ମୀଣ ସାହୁ, ତଳପୁର ସଦ୍ଭାପତି ଶ୍ରୀକଙ୍ଗ୍ରେସ ସାହୁ, ଆଞ୍ଚଳିକର ସଭାପତି ଉପଷ୍ଠିତ ହୋଇଥିଲେ। ମୁ…