Browsing Category

ଜିଲ୍ଲା

ବର୍ଷାଭିଜା ପରିବେଶରେ ଅନୁଷ୍ଠିତ ହେଲା ଇମାମି ନଗର ରଥଉତ୍ସବ : ରାସଲୀଳାରେ ମୁଗ୍ଧ ହେଲେ ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତ

ବାଲେଶ୍ୱର, ୨୩ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଇମାମି ନଗରସ୍ଥିତ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଆୟୋଜିତ ରଥଉତ୍ସବ-୨୦୨୬ ବର୍ଷାଭିଜା ପରିବେଶ ମଧ୍ୟରେ ଅନୁଷ୍ଠିତ ହେବା ସହିତ ଭକ୍ତି, ସେବା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ସାକ୍ଷୀ ପାଲଟିଥିଲା। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ…

ଗଞ୍ଜେଇ ଚାଷ ରୋକିବାକୁ ବୈଠକ ଅନୁଷ୍ଠିତ ।

ଆର, ଉଦୟଗିରି-(ମନୋଜ କୁମାର ପାଢୀ) ଆର, ଉଦୟଗିରି,ନୁଆଗଡ ଓ ମୋହନା ବ୍ଲକରେ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ଯୋଗୁଁ ତାହାକୁ ରୋକିବା ଉଦ୍ଧେଶ୍ୟରେ ଆଜି ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆର, ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ…

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ ।

ଗଜପତି,୨୩.୭ (ମନୋଜ ପାଢ଼ୀ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ IDCOର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ…

ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।

ରାୟଗଡା, ୨୩.୦୭.୨୦୨୬: ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ରାୟଗଡ ସ୍ଥିତ ତେଜସ୍ଵୀନି ଗ୍ରାଉଣ୍ଡ ରେ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି। ରାୟଗଡା ବାସୀ ଓ ଆଖପାଖ ସହର ଓ ଗ୍ରାମରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି…

ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।

ରାୟଗଡା,୨୩.୦୭.୨୦୨୬ : ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ରାୟଗଡ ସ୍ଥିତ ତେଜସ୍ଵୀନି ଗ୍ରାଉଣ୍ଡ ରେ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି। ରାୟଗଡା ବାସୀ ଓ ଆଖପାଖ ସହର ଓ ଗ୍ରାମରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନୋଜ ପାଢ଼ୀ): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି । ବହୁବର୍ଷ ପୂର୍ବରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ବାହାରେ ପଡିବା ନଜିର ଆସିଛି…

କୋରାପୁଟରେ NEET ପ୍ରଶ୍ନପତ୍ର ଲିକ୍ ଓ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ବିରୋଧରେ ବିଶାଳ ଶାନ୍ତିପୂର୍ଣ୍ଣ…

କୋରାପୁଟ, ଜୁଲାଇ ୨୩: ଦେଶବ୍ୟାପୀ ଭାବେ ଚର୍ଚ୍ଚାର ବିଷୟ ପାଲଟିଥିବା NEET ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଯୁବକ-ଯୁବତୀଙ୍କ ଉପରେ ଦିଲ୍ଲୀ ପୋଲିସଙ୍କ କଥିତ ଲାଠିଚାର୍ଜକୁ ବିରୋଧ କରି କୋରାପୁଟ ସହରରେ ଏକ ବିଶାଳ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୋଳ : ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବନବିଭାଗ ଦ୍ୱାରା ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଜରପଡା ଥାନା ଅନ୍ତର୍ଗତ କତଡା ଗ୍ରାମର ଧନୁ ନାୟକଙ୍କ ପୁଅ ସର୍ବେଶ୍ବର ନାୟକ(୫୦) ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଏକ…

ଆଜି ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଆଡପ ମଣ୍ଡପ ଦର୍ଶନ

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ହେଉଛି ଘୋଷ ଯାତ୍ରାର ନବମୀ ତିଥି। ଆଡପ ମଣ୍ଡପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ଦିନ। ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇ ହୋଇଯାଏ ବୋଲି ମଧ୍ୟ ମାନ୍ୟତା ରହିଛି। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ…

ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ।

ଆର, ଉଦୟଗିରି- (ମନୋଜ ପାଢ଼ୀ): ସରକାରୀ ବ୍ୟବସ୍ଥାର ଏକ ସାଂଘାତିକ ତ୍ରୁଟିଗଜପତି ଜିଲ୍ଲାରେ ପଦାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ 'ମୃତ' ବୋଲି ଦର୍ଶାଯିବାରୁ ତାଙ୍କ ଆଧାର ପରିଚୟ ନିଷ୍କ୍ରିୟ ହୋଇଯାଇଛି। ଫଳରେ ସେ ରେସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ…