Browsing Category

ଜିଲ୍ଲା

ଓଡ଼ଗାଁ ଶିକ୍ଷକ ସଂଘର ପ୍ରତିବାଦ ସଭା

ଓଡଗାଁ: ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି I ନଭେମ୍ବର 27 ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ…

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ, ଜିଲ୍ଲାବାସୀଙ୍କୁ ଆଉ କଟକ-ଭୁବନେଶ୍ବର ଯିବାକୁ ପଡ଼ିବନି:…

କେନ୍ଦୁଝର : କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ…

ପିକଅପ ଭ୍ୟାନ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ଡ୍ରାଇଭର୍

ଵ୍ରହ୍ମପୁର: ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଛକରେ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ି ଚଳାଉଥିବା ବେଳେ  ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା।  ଏହି ବେପରୁଆ ଗାଡ଼ି ଚାଳନା ନେଇଯାଇଥିଲା ସ୍କୁଟି…

ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡ଼ା: କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବୈଦ୍ୟନାଥ ହୋଟେଲ ପଛ ପାଖରେ ଗତକାଲି ରାତ୍ରିରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥଇବାର ଖବର ମିଳିଛି। ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ବି ଜଣାଯାଇଛି। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଭାଲିଆପତଳା ସାହି ନିକଟ ଏକ ଆମ୍ବଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସାହିର ବିରଞ୍ଚି ନାଏକଙ୍କ ପୁଅ ଚିନ୍ମୟ ନାଏକ (୨୦) ବୋଲି ଜଣାପଡ଼ିଛି। ଆଜି ସକାଳୁ ସାହିର ଲୋକେ ଚଳପ୍ରଚଳ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁକୁ ଜବତ କଲା ଇଡି

ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା। ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି। ଏ ନେଇ ପୂର୍ବରୁ…

ତପ୍ତପାଣି ଘାଟିରେ ବସ୍ ବ୍ରେକଫେଲ୍‌, ୧୦ ଆହତ

ପାଟପୁର: ଗଞ୍ଜ‌ାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍‌ଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ…

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍

ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ। ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…

କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ୱର: କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ଜଣଙ୍କୁ ଧରିଛି  ପୁଲିସ। ଦୁଇ ମହିଳା ଓ ଦୁଇ ପୁରୁଷଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି।  ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଯାଉଥିବା ବେଳେ କାରକୁ ଧରିଥିଲା…

ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଜୟପୁର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଜୟପୁର ସହରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ବିମାନବନ୍ଦର ଛକରେ ଏକ ୧୦ଚକିଆ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ତେବେ ପୁଲିସ…