Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ବ୍ରାହ୍ମଣୀ ଓ କାଣି ନଦୀରେ ୨ୟ ବନ୍ୟା ପ୍ରବେଶ : ବ୍ୟାପକ ଅଂଚଳ ଜଳମଗ୍ନ !
ପଟ୍ଟାମୁଣ୍ଡାଇ ୮/୮ : ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ,ଓ କାଣୀ ନଦୀରେ ୨ୟ ବନ୍ୟା ଆସିଛି Iପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ପୁଣି ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି Iପଟ୍ଟାମୁଣ୍ଡାଇ…
ଯୁବ କମଳକାନ୍ତକୁ କଳା ଓ ସଂସ୍କୃତି ସଂଘର ଉପସଭାପତି ଦାୟିତ୍ବ ମିଳିଲା ।
ଆର,ଉଦୟଗିରି(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର କଳା ଓ ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ କମଳାକାନ୍ତ ମାଳବିଷୋୟୀ ସର୍ବସମ୍ମତି କ୍ରମେ ଚୟନ କରାଗଲା । ସ୍ଥାନୀୟ ବ୍ଲକର ୧୭ଟି ପଞ୍ଚାୟତର ଲୋକକଳା ସଂଘର ନେଇ ଗଠିତ । ଏହି ବ୍ଳକସ୍ତରୀୟ ସଂଘରେ ବିଡିଓ ସଭାପତି ରହିଥିବା ବେଳେ…
ତୈଲିକ କେନ୍ଦ୍ରିୟ ପରିଷଦରେ ଶ୍ରୀ ଦଣ୍ଡାସି ସାହୁଙ୍କୁ ଦ୍ବିତୀୟ ଥର ପାଇଁ ସଭାପତି ଦାୟିତ୍ବ ପ୍ରଦାନ ।
ମୋହନା,୯.୮(ମନୋଜ ପାଢ଼ୀ):ଆଜି ଦୌଲିଆପଡା ସ୍ଥିତ ସମାଜ କୋଠ ଘର ଠାରେ ଚିକିଟି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି,ସମ୍ପାଦକ ଓ କୋଷାଧକ୍ଷ ଙ୍କ ସହଯୋଗ ରେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ଙ୍କ ଅଧକ୍ଷତା…
‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର, ତା. ୧୦.୦୮.୨୦୨୬:(ଶେଖର ଖୁରା )ଆସନ୍ତା ସ୍ୱାଧୀନତା ଦିବସ–୨୦୨୬କୁ ଉତ୍ସାହ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସହ ପାଳନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ‘ହର ଘର ତ୍ରିରଙ୍ଗା’ ଏବଂ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ…
ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟରେ ବନମହୋତ୍ସଵ ।
ଗଜପତି,୮.୮ (ମନୋଜ ପାଢ଼ୀ): ସ୍ଥାନୀୟ ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
ଦଶମ ଶ୍ରେଣୀ ପାଠ ଛାଡି ଅସହାୟ ବାପାଙ୍କ ସେବାରେ ପୁଅ….
ଆର, ଉଦୟଗିରି 8/8(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି. 75 % ଭିନ୍ନକ୍ଷମ ଥିବା ଅସହାୟ ବାପାଙ୍କ ସେବା ପାଇଁ ଦଶମ ଶ୍ରେଣୀ ପାଠ ଛାଡି ସାହା ହୋଇଛି ଏକମାତ୍ର ପୁଅ । ହେଲେ ଆଧାରକାର୍ଡ ହୋଇପାରିନଥିବା ଯୋଗୁଁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ନପାଇ ଏମାନେ…
ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ଅଭିନବ ଓ ନିଆରା ଢ଼ଙ୍ଗରେ ପାଲିଲେ ସମର୍ଥକ ଓ ଶୁଭେଚ୍ଛୁ I
Supporters and well-wishers celebrate Prasanna Acharya's birthday in a unique and innovative way.
ଶିମିଳିପାଳରେ ବାଘୁଣୀର ମୃତ୍ୟୁ
ବୈଶିଙ୍ଗା: ଶିମିଳିପାଳ ଟାଇଗର ରିଜର୍ଭରେ ପୁଣି ଏକ ମାଈ ବାଘର ମୃତ୍ୟୁ ଚିନ୍ତା ବଢ଼ାଇଛି। ଦକ୍ଷିଣ ବନଖଣ୍ଡ ଅଧୀନ UBK ରେଞ୍ଜର ଜଟିଆଣୀ କ୍ୟାମ୍ପ ନିକଟସ୍ଥ କୋର୍ ଅଞ୍ଚଳରୁ ପ୍ରାୟ ୫ ବର୍ଷ ବୟସର ଏକ ବାଘୁଣୀର ମୃତଦେହ ଉଦ୍ଧାର ହୋଇଛି।
ପାଟ୍ରୋଲିଂ କର୍ମଚାରୀମାନେ ମୃତଦେହ ଠାବ କରିଥିଲେ। NTCA…
ବ୍ରାହ୍ମଣ ସମାଜର ସାଙ୍ଗଠନିକ ବୈଠକ
ସୁବର୍ଣ୍ଣପୁର, ତା୦୮/୦୮ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ରାହ୍ମଣମାନଙ୍କୁ ନେଇ ସମାଜର ଏକ ସାଙ୍ଗଠନିକ ବୈଠକ ତରଭାସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତିଭାବରେ ଶ୍ରୀଯୁକ୍ତ ଶାନ୍ତନୁ ପଣ୍ଡା, ଉପସଭାପତି…
ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍ଘାଟିତ
ରେଢ଼ାଖୋଲ : ଯେଉଁ ଅଞ୍ଚଳରେ ଶିକ୍ଷାର ମୂଳଦୁଆ ମଜବୁତ୍ ଥାଏ, ସେହି ଅଞ୍ଚଳର ପ୍ରଗତିକୁ କେହି ରୋକିପାରିବେ ନାହିଁ ବୋଲି ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଶୁଭ ଉଦ୍ଘାଟନ କରିବା ଅବସରରେ…