Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।
ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ବଡ଼ ଧରଣର ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଘର ମାଲିକ ଏସ୍. ସନ୍ତୋଷିନୀ ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ସପରିବାର ଭୁବନେଶ୍ୱର…
ପାରଳାଖେମୁଣ୍ଡି ରେଳଷ୍ଟେସନରେ ଅଘଟଣ: ରାଜ୍ୟରାଣୀ ଏକ୍ସପ୍ରେସରୁ ଖସି ଯୁବକ ଗୁରୁତର ।
ଗଜପତି,୧୦.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରେଳଷ୍ଟେସନଠାରେ ଆଜି ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଯାଇଛି। ରାଉରକେଲାଠାରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସରୁ ଜଣେ ଯୁବକ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ…
ଗୁମ୍ମା ରେଡାଲ ଗ୍ରାମରେ ୨ ମାସ ହେଲା ଠପ୍ ମୋବାଇଲ୍ ନେଟୱର୍କ, ଯୋଗାଯୋଗରୁ ବିଚ୍ଛିନ୍ନ ଗ୍ରାମବାସୀ।
ଗଜପତି,୧୦.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ରେଡାଲ ଗ୍ରାମରେ ଦୀର୍ଘ ଦୁଇ ମାସ ହେଲା ମୋବାଇଲ୍ ନେଟୱର୍କ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି। ଫଳରେ ଶହ ଶହ ଗ୍ରାମବାସୀ ଯୋଗାଯୋଗ ବ୍ୟବସ୍ଥାରୁ ବିଚ୍ଛିନ୍ନ ହୋଇ ନିତିଦିନ ବିଭିନ୍ନ ସମସ୍ୟାର…
ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ।
ଗଜପତି,10.8(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ପକ୍ଷରୁ ଏସ୍.ଆଇ. ଶ୍ରୀ ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ନିୟମିତ ପେଟ୍ରୋଲିଂ ଚାଲିଥିବା ସମୟରେ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ…
ମୋହନା ବ୍ଲକରେ ଜୁନିଅର ରେଡକ୍ରସର ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର ।
ମୋହନା,10.8(ମନୋଜ ପାଢ଼ୀ)-:ଭାରତୀୟ ରେଡ଼କ୍ରସର ଓଡ଼ିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲାର ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟରେ “ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ” ସ୍ଲୋଗାନକୁ ଆଧାର କରି ଏକ ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।
ନୁଆଗଡ,୧୦.୮(ମନୋଜପାଢୀ):-ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗ୍ରାମମୁଖୀ ପ୍ରଶାସନ ସହିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ…
ଝାରସୁଗୁଡ଼ାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ, ବିଜେଡି-କଂଗ୍ରେସ କର୍ମୀ ଅଟକ
ଝାରସୁଗୁଡ଼ା: ରବିବାର ଝାରସୁଗୁଡ଼ା ଗସ୍ତ ସମୟରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରାଯାଇଛି। ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରା ଦେବା ସହ ପ୍ରତିବାଦ…
କୋଦାଳ ଧରି ରାସ୍ତା ସମତୁଲ କଲେ ତହସିଲଦାର। ନବରଙ୍ଗପୁର କୋଷାଗୁମୁଡା ବ୍ଲକର ଘଟଣା।
ନବରଙ୍ଗପୁର : କୋଦାଳ ଧରି ରାସ୍ତା ସମତୁଲ କଲେ ତହସିଲଦାର। ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଦୃଶ୍ୟ। ତଦାରଖ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ତହସିଲଦାର ଶ୍ରମିକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ନିଜେ ଲାଗିପଡ଼ିଲେ ରାସ୍ତା ସମତୁଲ କାମରେ। ସୂଚନା ଅନୁସାରେ,…
ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ।
ଅନୁଗୁଳ :ନାଳରେ ଭାସିଗଲେ ୨ କାଉଡ଼ିଆ। ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ। ଜଳାଭିଷେକ ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଗଲେ।
ଜଣେ କାଉଡ଼ିଆଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ…
ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଵୁଲେଟ ! ଜଣେ ମୃତ ଜଣେ ଗୁରୁତର
ପଟ୍ଟାମୁଣ୍ଡାଇ୧୦/୮: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମର ମାନସ ମଲିକ (୨୮)ଜିତୁଆ ମଲିକ (୨୬)ବାଇକ ଯୋଗେ ପଟ୍ଟାମୁଣ୍ଡାଇରୁ ବୁଲେଟ ମୋଟର ସାଇକେଲ ଯୋଗେ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ ବାଡେଇ ହୋଇ ବନ୍ୟା ପାଣିରେ ପଡିଥିଲେ I ଉଭୟଙ୍କ ଉପରେ ବୁଲେଟ…