Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ଧବଳମୁଖି ବେଶଧାରଣ
ସୁବର୍ଣ୍ଣପୁର: ଆଜି ଆଶ୍ବିନ ମାସର ପବିତ୍ର ମହାଳୟା । ଆଶ୍ବିନ ମାସର ଏହି ମହାଳୟା ଦିନ ଠାରୁ ସୁବର୍ଣ୍ଣପୁର ସହର ରେ ପ୍ରସିଦ୍ଧ ବଳିଯାତ୍ରା ଆରମ୍ଭ ହୋଇଥାଏ ା ସହର ସାରା ରହିଥୁବା ସମସ୍ତ ଦେବାଦେବୀ ତଥା ଅଷ୍ଟଚଣ୍ଡିଙ୍କ ପୀଠରେ ଦହି ଦହନାର ବାସ୍ନାରେ ମହକି ଉଠିଥାଏ ଏହିଯନ୍ତ୍ର, ମନ୍ତ୍ର ଓ…
ଦର୍ଲିପାଲି-କାଲୋବାହାଲ ରାସ୍ତାରେ ଅଜଣା ଭାରୀଯାନ ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ
ଲେଫ୍ରିପଡା:ଦର୍ଲିପାଲି ଏନଟିପିସି ପାୱାର ଷ୍ଟେସନକୁ କୋଇଲା ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଦର୍ଲିପାଲି-କାଲୋବାହାଲ ରାସ୍ତାର ଲକ୍ରାଗୁଡାଠାରେ ଶନିବାର ରାତିରେ ଅଉଁଲାବାହାଲ ଗ୍ରାମର ଜିତେନ୍ଦ୍ର କଉଡି (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଭାରୀଯାନ ଧକ୍କା ଦେଇ ଚାଲିଯାଇଥିବା…
ବେଆଇନ ବାଲିଘାଟକୁ ନେଇ ଉତ୍ତେଜନା
ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ତରଭା ବୈତରଣୀ ବାଲିଘାଟକୁ ନେଇ ତରଭା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବିନା ଲିଜ୍ରେ ଏହି ଘାଟରୁ ବର୍ଷବର୍ଷ ଧରି ମାଫିଆମାନେ ବାଲି ଚାଲାଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଗ୍ରାମବାସୀ ବାଲିଘାଟ ରାସ୍ତାରେ ଗାତ ଖୋଳି ଗଛ ଲଗାଇ ବାଡ଼…
ଗୁଗୁଲ୍ ମ୍ୟାପ୍ରେ ଗୁରୁତର ବିଭ୍ରାଟ: ଆନ୍ଧ୍ରରେ ଗଞ୍ଜାମର ପାତିସୁନାପୁର ଗାଁ ଓ ପୁନାପୁର ବିଚ୍
ବ୍ରହ୍ମପୁର : ଓଡ଼ିଶା-ଆନ୍ଧ୍ର ସୀମା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍। ଏହି ବ୍ଲକ୍ ଅଧୀନରେ ରହିଛି ପାତି ସୁନାପୁର ଗାଁ। ଏହାଛଡ଼ା ରାଜ୍ୟର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ବିଚ୍ ମାନ୍ୟତା ନେଇ କାମ ଆଗେଇ ଚାଲିଛି। ଓଡ଼ିଶା ମାନଚିତ୍ରରେ ଥିବା ଏହି…
ଓଡ଼ିଶା ଭିତରେ ପଶି ଗଛ କାଟିବା ଘଟଣା: ଛତିଶଗଡ଼ ଲୋକଙ୍କ ଦୋଷ ସ୍ବୀକାର
ମାଲକାନଗିରି : ଛତିଶଗଡ଼ର ଲୋକ ଓଡ଼ିଶା ଭିତରେ ପଶି ଶହ ଶହ ଗଛ କାଟିଦେଇଛନ୍ତି। ମାଥିଲି ବ୍ଲକ୍ ଅନ୍ତର୍ଗତ କମାରପାଲୀ ଗାଁ ଆଖପାଖରେ ପ୍ରାୟ ୩ କିଲୋମିଟର ଅଞ୍ଚଳକୁ ପଦା କରିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଗତ ଗୁରୁବାର ଦିନ ଛତିଶଗଡ଼ର ସୀମାନ୍ତ…
ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା
ମୋହନା: ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଳା ମୋହନା ବ୍ଲକ ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗଗନ କୁମାର ଦାଶଙ୍କ ଆହ୍ୱାନରେ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମିଳିତ…
ବଲାଙ୍ଗୀରରେ ଚାଞ୍ଚଲ୍ୟ: ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ହତ୍ୟା
ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ। ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡ଼ିଛି ମହିଳା ପୌର କର୍ମଚାରୀ ଅଷ୍ଟମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଶବ ନିକଟରେ ତାଙ୍କର…
ଡାକ୍ତର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା
ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁନାମଧନ୍ୟ ଡାକ୍ତର ଦିବଂଗତ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଟାଉନ କ୍ଲବ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫେସର…
ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରିଲେ ୫ଟି ସଚିବ
ରାଉରକେଲା: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ବେଳେ…
ନିଖୋଜ କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ : ଗତ ଦୁଇ ଦିନ ତଳୁ ନିଖୋଜ ଥିବା ଛାତ୍ରଙ୍କ ମୃତ୍ୟୁଦେହ ଶନିବାର ସକାଳେ ବ୍ରାହ୍ମନୀ ନଦୀ ନିମପୁର-ଶ୍ରୀରାମପୁର ପଠାରୁ ଉଦ୍ଧାର ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ହେଉଛନ୍ତି ମହାକାଳପଡା ଥାନା ଶଙ୍ଖପଦା…