Browsing Category

ଜିଲ୍ଲା

ଖୋର୍ଦ୍ଧା ଆୟକର ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଖୋର୍ଦ୍ଧା : ଖୋର୍ଦ୍ଧା ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଲାଞ୍ଚ ନେବା ବେଳେ ଶନିବାର ଦିନ ସିବିଆଇ ହାତରେ ଧରାପଡ଼ିଛନ୍ତି। ଗତ ପ୍ରାୟ ୧ ମାସ ଧରି ଶ୍ରୀ ସାହୁ ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ। ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ…

ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼: ଜଣେ ଆହତ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା କାଙ୍କଡପାଳ ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିକାଣ୍ଡ କରି ପଳାଇ…

ଶ୍ରୀମନ୍ଦିର ପରିଚାଳନା କମିଟିରେ ଉଠିବ ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ : ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। କାନ୍ଥ, ଛାତ, ଚଟାଣ, ଚାରିଆଡ଼େ ଫାଟ। ବର୍ଷାରେ ପାଣି ଗଳୁଛି। ଛାତ ଓଦାଳିଆ ରହୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୪ ବର୍ଷ ତଳେ ରତ୍ନଭଣ୍ଡାର ମେକାପଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଧିକୃତ କମିଟି ଯେତେବେଳେ ରତ୍ନଭଣ୍ଡାର ଦୁଆର…

ଚିକିତ୍ସା ଅବହେଳା ଅଭିଯୋଗ, ୨ ନବଜାତ ଶିଶୁଙ୍କ ମୃତ୍ୟୁ

ଚାନ୍ଦବାଲି: ଡାକ୍ତରଙ୍କ ଅବହେଳା ଯୋଗୁଁ ଜାଆଁଳା ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଚାନ୍ଦବାଲି ବ୍ଲକ୍‌ ଭୂଇଁମୂର୍ତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନି ଦାସଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଗତକାଲି ଚାନ୍ଦବାଲି…

ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ମନ୍ଦିରରେ ଭିଡ଼

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଆଜି ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ କହାଯାଇଥାଏl  ଏହି ବେଶରେ ମାଁ’ଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ତେଣୁ, ଆଜି ସକାଳ ୫ଟାରୁ ଦର୍ଶନ ପାଇ…

ଭାଲୁବୁଟ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୪ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

କଲମପୁର/ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାଲୁବୁଟ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଗାଁର ସମସ୍ତ ୨୫ ଜଣକ ଆକ୍ରାନ୍ତ ସୁସ୍ଥ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରୁ ଘରକୁ ଫେରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଓ ଆଜି ସକାଳେ ପୁଣି ୪ ଜଣ ରୋଗୀ…

କାଇପଦର ଶ୍ରୀଜଗନ୍ନାଥ କଲେଜରେ ଜାତୀୟ ସେବା ଦିବସ ପାଳିତ: କଥା ରଖିଲେ ଛାତ୍ରଛାତ୍ରୀ,ସଫେଇ କଲେ କଲେଜ ପରିସର

ଖୋର୍ଦ୍ଧା : କାଇପଦର ଶ୍ରୀ ଜଗନ୍ନାଥ କଲେଜ ପକ୍ଷରୁ ଅନ୍ତଃମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିରର ଉଦ୍‌ଯାପନୀ ଉତ୍ସବରେ କଲେଜ ପରିଚାଳନା ପରିଷଦର ପୂର୍ବତନ ସଭାପତି, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଲେଜର…

ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ଦେବଗଡ଼: ୨୦୨୪ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ। ଆ‌ସନ୍ତା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଆସନ ୯ରୁ ୯୦ କୁ ବୃଦ୍ଧି ପାଇବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦୃଢ଼‌ୋକ୍ତି ପ୍ରକାଶ କରିଛନ୍ତି।  ଶନିବାର ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…

ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କଳାକାର ଚୟନ ପ୍ରକ୍ରିୟାରେ ବିଳମ୍ବ

ବରଗଡ଼: ଠିକ୍‌ ମାସେ ତଳେ ଧନୁଯାତ୍ରା ଆୟୋଜନ ପାଇଁ ପ୍ରଥମ ପ୍ରାଥମିକ ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକରେ ଧନୁଯାତ୍ରା ପାଇଁ କଳାକାର ଚୟନ ପାଇଁ ପ୍ରସ୍ତାବ ପଡ଼ିଥିଲା। ଉଭୟ ମଥୁରା ଏବଂ ଗୋପପୁର (କଂସ ସମେତ) ସବୁ କଳାକାର ନୂତନ ଭାବେ ଚୟନ କରିବାକୁ…

ମିନି ଷ୍ଟାଡିୟମ ପାଇଁ ଆସିଥିବା ୬ କୋଟି ବାଟମାରଣା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଦୁଇଟି ପୌର ପରିଷଦ, ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨୬ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ମୋଟ୍ ୬ କୋଟି ଟଙ୍କା ଯୋଗାଇ ଦେଇଥିଲେ ସରକାର। ହେଲେ ଏହି ଯୋଜନା ମୟୂରଭଞ୍ଜ ଜିଲ୍ଲାରେ ବାଟବଣା ହେବାକୁ ବସିଛି। କେଉଁଠି ନିମ୍ନମାନର କାମ ହୋଇଛି ତ ଆଉ…