Browsing Category

ଜିଲ୍ଲା

ଦମ୍ପତିଙ୍କୁ ଦଳିଦେଲା ଦନ୍ତା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

କାମାକ୍ଷାନଗର: ଦମ୍ପତିଙ୍କୁ ଜଙ୍ଗଲ ଭିତରେ ଦଳିଦେଲା ଦନ୍ତା। ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ। ଚାନ୍ଦପୁର ଗାଁ କାଉଁଶିନାଳୀ ସାହିର ରୁମା ଓରଫ…

ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍‌: ୩୪ ଏକର ପାଇଁ ଅନୁମତି, ଶହେ ଏକର ପାଇଁ ଡକାଯାଇଛି ଟେଣ୍ଡର୍‌

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ…

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ତିନିମୁହାଣୀ ସ୍ଥିତ ଶ୍ରୀ ରାମମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଆଇନୀଜୀବୀ କୁଳମଣି ଦାସଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସାରା ଜିଲ୍ଲାରେ ଜାତିଭିତ୍ତିକ ଜନଗଣନା ଚାଲୁ…

ଗୋଟିଏ ରାତିରେ ଦୁଇ ମନ୍ଦିରରୁ ଚୋରି

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି।ଦୁର୍ବୃତ୍ତମାନେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଚୋରି କରିନେଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଶନି ମନ୍ଦିର ଓ ଧୋକୁଟା…

ସହଯୋଗର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ

ମହାକାଳପଡା: ଓଡ଼ିଶା ମୋ ପରିବାର ସହଯୋଗରେ ମଙ୍ଗଳପୁର ପଂଚାୟତ କୁମାରପଡା ଗ୍ରାମର ମାଗୁଣୀ ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ ମୃତଦେହ ଶ୍ରୀଲଙ୍କାରୁ ଫେରିଛି। ଗତ ୪ବର୍ଷ ତଳେ ସେ କାମ ଅନ୍ବେଷଣରେ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋସ୍ଥିତ ଏକ ଷ୍ଟିଲ୍‌ କମ୍ପାନିରେ ମାସକୁ ୧୬ ହଜାର ଟଙ୍କା…

ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର୍‌, ୫ ଦିନରେ ୩୮ ଲକ୍ଷ ଟଙ୍କାର ଧଳା ଜହର ଜବତ, ୧୦ ଗିରଫ

ଜଗତସିଂହପୁର ଟାଉନ୍: ଯେତେ ଧରପଗଡ଼ ଚାଲୁଛି ସେତେ ବାହାରୁଛି। ପୂରା ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର କାରବାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଚଢ଼ଉ ବେଳେ ମିଳୁଛି ଧଳାଜହର। ଅବକାରୀ ଓ ପୁଲିସ ଏକପ୍ରକାର ଆକ୍ସନ୍‌ମୁଡ୍‌କୁ ରହି ୫ ଦିନ ଭିତରେ ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା…

ଲକ୍ଷ୍ମଣନାଥରୁ ୩ ଗୋରୁଗାଡ଼ି ଜବତ

ଜଳେଶ୍ବର: ଜଳେଶ୍ବର ପୁଲିସ ଆଜି ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥରୁ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବୋଝେଇ କରି ନେଉଥିବା ୩ଟି ଟ୍ରକ ଜବତ କରିଛି। ଗୋରୁଗୁଡ଼ିକୁ ବାଲେଶ୍ବରସ୍ଥିତ ଏକ ଗୋଶାଳାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗତକାଲି ରାତିରେ କଟକରୁ ପାଖାପାଖି ୪୦ରୁ…

ଡାକ୍ତର ପରିଚୟ ଦେଇ ବିବାହ, ପତ୍ନୀ ନିର୍ଯାତନା ଅଭିଯୋଗରେ ଗିରଫ

ଚଣ୍ଡିଖୋଲ: ହୋମିଓପ୍ୟାଥିକ ଡାକ୍ତରର ମିଥ୍ୟା ପରିଚୟ ଦେଇ ବିବାହ କରିବା ପରେ ପତ୍ନୀଙ୍କୁ ନିର୍ଯାତନା। ଶେଷରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ଧାଉଡ଼ିଆପଦା ଗ୍ରାମର ଧ୍ରୁବ ଚରଣ ପାତ୍ର। କଟକ ଜିଲ୍ଲା ମାହାଙ୍ଗା…

ନକଲି ଔଷଧ ଵ୍ୟଵସାୟ ଘଟଣା: ତିନି ଦିନ ରିମାଣ୍ଡରେ ଦୁଇ ଅଭିଯୁକ୍ତ

କଟକ: ନକଲି ଔଷଧ ଉତ୍ପାଦନ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିହାର ପୁଲିସ ସହାୟତାରେ ଗତକାଲି ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଦୁଇ ଅଭିଯୁକ୍ତ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର।୪୨୦ ଓ ୩୩୬ ଦଫାରେ ଗିରଫ…

କୋଟିଆମୁହାଁ ମହାବଳ; କୋରାପୁଟ ବନ ବିଭାଗ ସଜାଗ, ଟିମ୍‌ ମୁତୟନ

କୋରାପୁଟ : ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଆତଙ୍କର କାରଣ ସାଜିଥିବା ମହାବଳ ବାଘ ଏବେ କୋରାପୁଟ ଜିଲ୍ଲା ସୀମାରେ ବୁଲୁଛି। କୋଟିଆ ଗ୍ରାମପୁଞ୍ଜ ପାଖାପାଖି ଚାଲି ଆସିଥିବା ସୂଚନା ମିଳିଛି। ଶନିବାର ଦିନ ଆନ୍ଧ୍ରପ୍ରଦେଶର କାସପାଭାଲସା ବନ ବିଭାଗ ଅନ୍ତର୍ଗତ ଅଞ୍ଚଳ ଓ କୋଟିଆ ସୀମାରେ ଘଞ୍ଚ ଜଙ୍ଗଲରେ…