Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ପୁରୀ/ଗୋପ/ଭୁବନେଶ୍ବର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଅବଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମୁଁ ଦୁଃଖିତ, ଖୁବ୍…
ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ସଂପ୍ରସାରଣ କାମ ଆରମ୍ଭ, ଚାରା ରୋପଣ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ବୃହତ ମାନବକୃତ ଉଦ୍ୟାନ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ଆଜି ନବକଳେବର ଓ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ଅବସରରେ ବୃକ୍ଷ ଚାରା ରୋପଣ କରାଯାଇଛି। ଆଜି ସକାଳେ ଉଦ୍ୟାନ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ଓ ଟାଟା ମୋଟର୍ସ…
କନ୍ଧମାଳରେ ପୂର୍ବତନ ମହିଳା ୱାର୍ଡ଼ସଭ୍ୟଙ୍କୁ ହତ୍ୟା
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାନିଷିପଦର ପଞ୍ଚାୟତ ଅଧୀନ ମାଝିପଡ଼ା ଗ୍ରାମର ପୂର୍ବତନ ୱାର୍ଡ଼ସଭ୍ୟା ରାଇମତି କହଁର (୫୬)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ଗତ ମଙ୍ଗଳବାରଠୁ ନିଖୋଜ ଥିବାବେଳେ ରବିବାର ଦିନ ତାଙ୍କ ଗଳିତ ଶବ ମାଝିପଡ଼ାଠୁ ଭୃଙ୍ଗିବାଲି ମଧ୍ୟସ୍ଥ ସବେରି…
ସିଲ୍ ହେଲା ‘ଡେଥ୍ ଜୋନ୍’ ନାଗାବଳୀ ଝୁଲାପୋଲ
ରାୟଗଡ଼ା : ୫ ବର୍ଷରେ ବୁଡ଼ି ମରିଛନ୍ତି ୨୭ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ। ଏହା ପୂର୍ବରୁ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବାକୁ ଆସି ଅକାଳରେ ଜୀବନ ହାରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କେହି ତତ୍ପର ନଥିଲେ। ଅଗଷ୍ଟରେ…
ଜୟପୁର ରେଳ ଷ୍ଟେସନ: ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଯାତ୍ରୀ
ଜୟପୁର : ଅବିଭକ୍ତ କୋରାପୁଟ ଜିଲାର ଜୟପୁର ସହର ଏକ ପୁରାତନ ଏବଂ ବାଣିଜ୍ୟ କେନ୍ଦ୍ର। ଏଠାକାର ରେଳଷ୍ଟେସନ ବହୁ ପୁରାତନ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବାରେ ରେଳବାଇ କର୍ତ୍ତୃପକ୍ଷ ବିଫଳ। ଯେଉଁଥି ପାଇଁ ପ୍ରତିଦିନ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେବା…
ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚର ୪କୋଟିର ହିସାବକୁ ନେଇ ବିବାଦ
କଟକ: ମିସନରୋଡ୍ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀର କୋଷାଧ୍ୟକ୍ଷ ୧୦ ବର୍ଷ ଧରି ଚର୍ଚ୍ଚର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ହିସାବ ବର୍ହିଭୂତ ରଖିଥିବା ଅଭିଯୋଗ ହୋଇଛି। ମଣ୍ଡଳୀର ସମସ୍ତ ଆୟ-ବ୍ୟୟ ହିସାବର ବାର୍ଷିକ ଆଭ୍ୟନ୍ତରୀଣ ଅଡିଟ୍ କରିବାର ନିୟମ ଥିବାବେଳେ କୋଷାଧ୍ୟକ୍ଷଙ୍କ…
ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ
ଯାଜପୁର: ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ ହେବ। ଆଜି ଅପରାହ୍ଣରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ବଜ ରଥଯାତ୍ରା। ୯ ଦିନ ଧରି ରଥରେ ଚଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା’…
କୋଳଥିଆ-ବାଲିକିରା ବିଜୁ ସେତୁ କେବେ?
ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ତାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତର କୋଳଥିଆ–ବାଲିକିରା ଗ୍ରାମର ମଧ୍ୟସ୍ଥଳ କାଣୀନଦୀ ଶାଖା ନାଳରେ ବିଜୁ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି। ମାତ୍ର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି। ସାଧାରଣ ଲୋକଙ୍କ ସମେତ…
କୃଷିବୀମା ରାଶି ପ୍ରଦାନ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ରେଳରୋକ
ପାଟଣାଗଡ଼: ୨୦୨୧ ଖରିଫ ଋତୁରେ ଭୟାବହ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼…
‘ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ’
ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୁଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି ସଂସ୍କରଣରେ ପ୍ଲାଷ୍ଟିକ୍ମୁକ୍ତ ଅଭିଯାନ ପାଇଁ…