Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଡଙ୍ଗା ଲୁଟିଲେ ନକ୍ସଲ; ଇନ୍ଦ୍ରାବତୀ ନଦୀର ଅପରପାର୍ଶ୍ବରେ ଫସିଲେ ୨୫ ସ୍ବାସ୍ଥ୍ୟକର୍ମୀ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକରେ ନକ୍ସଲ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳକୁ ମେଡିକାଲ ଟିମ ଯାଇଥିବା ବେଳେ ସେମାନଙ୍କର ଡଙ୍ଗାକୁ ନକ୍ସଲ ଲୁଟ କରି ନେଇଥିବା ଜଣାପଡିଛି। ତେବେ ଇନ୍ଦ୍ରାବତୀ ନଦୀର ଅନ୍ୟ ପଟେ ରହିଥିବା ଏକ…
ସୁବର୍ଣ୍ଣପୁର ଜିଲ୍ଲାରେ ବାଘ ଶିକାର ଘଟଣାରେ ଫରେଷ୍ଟର ନିଲମ୍ବିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଳୁଣ୍ଡା ବାନାଞ୍ଚଳର ବାଘପାଲିରେ କଲରାପତରିଆ ବାଘ ଶିକାର ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାଏକ ଙ୍କୁ ନିଲମ୍ବିତ କରାଯାଇଛି। ସୁବର୍ଣ୍ଣପୁର ଡି ଏଫ୍ ଓ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ବନରକ୍ଷୀ ବଳରାମ ନାଏକ…
୫ ହଜାର ଲାଞ୍ଚ ନେଉଥିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଭିଜିଲାନ୍ସ ହାତରେ ଧରାପଡ଼ିଲେ
ବୈପାରିଗୁଡ଼ା: ଘରବାରି ପଟ୍ଟା କରେଇ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳେଇ।
ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଜଣେ ହିତାଧିକାରୀ ତିନି ଏକର ଡଙ୍ଗର…
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା
କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା ହାଜର ହୋଇଛନ୍ତି। ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।
ପୂର୍ବରୁ…
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୁଲିସ
ଭୁବନେଶ୍ବର/ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ଘରେ…
ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁସୁରେଶ୍ବରୀଙ୍କ ମାଁ କାଳି ବେଶ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ବରୀ ଆଶ୍ବିନ ଶୁକ୍ଲ ପ୍ରତିପଦା ତିଥିରେ ମାଁ କାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସୋନପୁର ଗଡଜାତର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହୋଇଛି । ଦେବୀ ମହାଳୟାରୁ ଆରମ୍ଭ କରି ଦଶହରା…
ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…
ଦଶାହ ଭୋଜି ଖାଇ ଝାଡାବାନ୍ତିରେ ୧୩ ଆକ୍ରାନ୍ତ
ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଦଗୁଲୁମି ଗ୍ରାମରେ ଏକ ଦଶାହ ଭୋଜି ଖାଇ ୧୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି | ସମସ୍ତ ଆକ୍ରାନ୍ତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ସମସ୍ତଙ୍କ…
ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ: ପ୍ରତିବାଦରେ ରାସ୍ତାରୋକ
ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ କିଛି ଦିନ ତଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସକାଳେ ଜନ ପ୍ରତିବାଦ ସତ୍ତ୍ୱେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ ହୋଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ,…
ଫଟା ରୂପା ମୁକୁଟ ପିନ୍ଧୁଛନ୍ତି ବାବାମଣି
ଆରଡ଼ି: ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠର ରୂପରେଖ ବଦଳୁଛି। ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ପୀଠର ବିକାଶ କରାଯାଉଛି। ହେଲେ କେଜି କେଜି ସୁନା ଓ କୋଟି କୋଟି ଟଙ୍କାର ମାଲିକ ବାବାମଣି ଫଟା ରୂପା ମୁକୁଟ। ପ୍ରତ୍ୟେକ ଦିନ ବାବାଙ୍କର ବଡସିଂହାର ବେଶରେ ବ୍ୟବହୃତ ହେଉଥିବା ରୂପାର ମୁକୁଟ କିଛି…