Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା
କୋଣାର୍କ: କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ ଗୋଷ୍ଠୀ ବେତାର ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ…
ଟିଟିଲାଗଡ଼ରେ ନୂଆଁଖାଇ ଭେଟଘାଟ
ଟିଟିଲାଗଡ଼: ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ନିକଟସ୍ଥ ବିଆର୍ସି ଅଫିସ ପ୍ରାଙ୍ଗଣରେ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼…
ଶିଳ୍ପାଞ୍ଚଳରେ ଗଜରାଜ: ଜଗତପୁରରେ ଖେଳାଇଲା ଆତଙ୍କ,
କଟକ: ମଣିଷ ଆଉ ଗଜରାଜଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ମହାସଂଗ୍ରାମ । କେଉଁଠି ମଣିଷ ହାତୀମାନଙ୍କୁ ଘଉଡ଼ାଇ ଜଙ୍ଗଲକୁ ନିଜ କବ୍ଜାକୁ ନେଉଛି ତ ଆଉ କେଉଁଠି ବାସହରା ଗରଜାର ଖାଦ୍ୟାଭାବ ଯୋଗୁଁ ଜନବସତି ଆଡ଼କୁ ମୁହାଁଇଛନ୍ତି । ଏମିତି ବେଳେବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ କେଉଁଠି…
ମୟୁରଭଞ୍ଜ ରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଲିତ।
ଆଜି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏକ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ । ସକାଳ ର ଏହି ପ୍ରତିଯୋଗିତା କୁ ଭୁବନେଶ୍ୱର…
ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୪୦ରୁ ଅଧିକ ମହିଳା ଶ୍ରମିକ ଗୁରୁତର
ବାଲେଶ୍ୱର ଖନ୍ତାପଡ଼ାରେ ଅଘଟଣ । ହାଇଲ୍ୟାଣ୍ଡ ଚିଙ୍ଗୁଡ଼ା ଫ୍ୟାକ୍ଟେରୀରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ ୪୦ରୁ ଅଧିକ ମହିଳା ଶ୍ରମିକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ୮ ଜଣ…
ମହାନଦୀରେ ମତ୍ସ୍ୟସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଜିଲ୍ଲାର ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକାର ଉନ୍ନତି ତଥା ଆର୍ଥିକ ପ୍ରଗତିରେ ବିକାଶ ଆଣିବା ଲକ୍ଷ୍ୟ ରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ମତ୍ସ୍ୟ ବିଭାଗ ସୁବର୍ଣ୍ଣପୁର ତରଫରୁ ଆଜି ମହାନଦୀର ରାମେଶ୍ୱର ସଙ୍ଗମ ତଥା ତେନ୍ତୁଳିଘାଟ ରେ…
ଚାଳକଙ୍କୁ ହତ୍ୟା ! ପାରାଦୀପରୁ ଚୋରି ଟ୍ରେଲର ଜମ୍ଭିରା ଜଙ୍ଗଲରୁ ଉଦ୍ଧାର, ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବାରିପଦା: ଅପରାଧିଙ୍କ ନିରାପଦ ସ୍ଥଳୀ ପାଲଟିବାକୁ ଯାଉଛି ମୟୁରଭଞ୍ଜ ଜିଲ୍ଳା । ସୀମାନ୍ତରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟ ଥିବାରୁ ଅପରାଧିଙ୍କୁ ବେଶ ସୁହାଉଛି । ପାରାଦୀପରୁ ଏକ ଚୋରୀ ଟ୍ରେଲର(ଲମ୍ବା ଟ୍ରକ) ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଡ୍ୟାମ ନିକଟ ଶାଳଜଙ୍ଗଳରୁ ଉଦ୍ଧାର ପରେ ଏହା…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ
କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ କୁଳପତି ପ୍ରଫେସର ଏସକେ ପାଲିତାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀ ପାଞ୍ଚ…
ପ୍ରକୃତିବନ୍ଧୁ ନବକିଶୋରଙ୍କ ସବୁଜ ବଳୟ ସୃଷ୍ଟି ଅଭିଯାନ ।
କଟକ : କଟକ ସଦର ୪୨ ମୌଜା,ଶ୍ରୀରାମ ମୌଜା ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ଅବିରତ ବୃକ୍ଷରୋପଣ,ପ୍ରାକୃତିକ ପରିବେଶ ଓ ଜଙ୍ଗଲ ସୃଷ୍ଟି ଅଭିଯାନ ଜାରି ରଖିଛନ୍ତି। ମହାମାରୀ କୋରୋନା ରୁ ମିଳିଥିବା ଶିକ୍ଷା ଅନୁସାରେ ସବୁଜ ବଳୟ ହିଁ ମାନବ ସମାଜର କଲ୍ୟାଣ ପାଇଁ…
ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି:ନାଗରିକ କ୍ରିୟାନୁଷ୍ଠାନ କମିଟିର ଧାରଣା
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁରର କଚେରୀ ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ପ୍ରବଳ ବିରୋଧ ପରେ କଚେରି ଛକରୁ ବିଚାରପତିମାନେ କୋର୍ଟକୁ ନ ଯାଇ ଫେରିଯାଇଥିବାର ଖବର ମିଳିଛି। ସାଧାରଣ ନାଗରିକମାନେ…