Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଓଡ଼ିଶାର ପ୍ରଥମ ଭାବେ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ପାହାଡ଼ପୁର ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି…
ରାଇରଙ୍ଗପୁର : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ…
ଓୟୁଜେର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଲକ୍ଷ୍ମୀପୁର: ୩୦।୯ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସେମିଳିଗୁଡା କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଜାଇଛି।କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାନ୍ନିତ ଅତିଥି ଭାବେ ଶ୍ରିତମ କଲେଜର ଅଧକ୍ଷ କୃଷ୍ଣ…
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବୃହତ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଦେବଗଡ଼: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଆଜି ଏକ ବୃହତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ…
ଜଷ୍ଟିସ ଯଶୱନ୍ତ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି
କଟକ: ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏବେ ଜଷ୍ଟିସ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ…
ବରୀରେ ଡକାୟତି , ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ ।
ଯାଜପୁର : ଡକାୟତି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘର ମାଲିକ ବିଶ୍ୱ…
ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ
ବ୍ରହ୍ମପୁର: ସାମାନ୍ୟ ବଚସାରୁ MKCG ରେ ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି, ଅଧୀକ୍ଷକଙ୍କ ଚାମ୍ବର ଆଗରେ ଉଭୟ ଗୋଷ୍ଠୀଙ୍କ ଧାରଣା, ICU ଓ କାଜୁଆଲିଟି ବ୍ୟତୀତ ଅନ୍ୟ ସବୁଠି କାର୍ଯ୍ୟ ବନ୍ଦ
ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ବେଲ୍
କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡର ଆଦେଶ ମିଳିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଏହି ମାମଲାରେ ମୋକିମଙ୍କ ଜାମିନ ମଞ୍ଜୁର କରିଛନ୍ତି ଏସଡିଜେଏମ କୋର୍ଟ । ଏହା ସହ ଭିଜିଲାନ୍ସ କୋର୍ଟଙ୍କ ରାୟ ନେଇ ମହମ୍ମଦ…
ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ
କଟକ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ କଟକର ଦୋଳମୁଣ୍ଡାଇସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଅନୁଷ୍ଠିତ ଏକ ଉତ୍ସବରେ ପାଞ୍ଚ ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସୁଲୋଚନା ଦାଶ, ଅଖିଳ କୁମାର ସ୍ବାଇଁ, ରଜନୀ କାନ୍ତ ପତି, ରୀମା ବେହେରା ଓ…
ଆଦର୍ଶ ପ୍ରଧାନଶିକ୍ଷକ ଚକ୍ରଧର ସ୍ବାଇଁଙ୍କ ସପ୍ତମ ବାର୍ଷିକ ସ୍ମୃତି ସମାରୋହରେ ଶିକ୍ଷା ଆଲୋଚନା ଚକ୍ର
ବୋଲଗଡ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ବର୍ଗତ ଚକ୍ରଧର ସ୍ବାଇଁଙ୍କ ପ୍ରତିଷ୍ଠିତ ତାଙ୍କ ଜନ୍ମସ୍ଥାନ ନରେନ୍ଦ୍ରପୁରସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠରେ ସପ୍ତମ ବାର୍ଷିକ ସ୍ମୃତି ସମାରୋହ ବିଶିଷ୍ଟ ଶିକ୍ଷକ ନେତା ସୁମନ୍ତ ଛୋଟରାୟଙ୍କ ସଭାପତିତ୍ବରେ…
ଚୌଦ୍ୱାର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ମା’ ଦୁର୍ଗା ଓ ମା’ ଲକ୍ଷ୍ମୀଙ୍କ ସମେତ ଅନ୍ୟ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନେଇ…