Browsing Category

ଜିଲ୍ଲା

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

କଳାହାଣ୍ଡି : ୦୩/୧୦  ଓଡିଶାର ପ୍ରାଚୀନ ଶକ୍ତିପୀଠ ଗୁଡିକ ମଧ୍ୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣାର ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଏକ ଅନନ୍ୟ ଶକ୍ତିପୀଠ । କଲାହାଣ୍ଡିର ଇଷ୍ଟଦେବୀ ହେଲେ ମାଁ ମାଣିକେଶ୍ବରୀ । ମାଣିକ୍ୟ ଶବ୍ଦରୁ ମାଁ ମାଣିକେଶ୍ବରୀଙ୍କ ନାମ ଦିଆଯାଇଛି । ମାଁ ଙ୍କର ଛତର…

ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ ମହାନ୍ତ (୨୫)। ଘଟଣା ଶନିବାର ରାତିରେ…

ପଦ୍ମପୁରର ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ

ପଦ୍ମପୁର: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଉତ୍ତମ ଚିକିତ୍ସା ନିମନ୍ତେ…

ତୀର୍ଥଯାତ୍ରୀ ବସ ଦୁର୍ଘଟଣା:ତାଳଚେର କଣିହାଁ ଅଞ୍ଚଳର ଦୁଇ ମୃତ

ଅନଗୁଳ: ତୀର୍ଥଯାତ୍ରା କରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ୧୫ ଦିନ ତଳେ ଯାତ୍ରା ଆରମ୍ଭ…

ବର୍ଷା ଛାଡ଼ିଲେ ଶାଶୂଘର

କଟକ : ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୁଲିସର ସହାୟତା ଲୋଡ଼ିଛନ୍ତି। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା…

ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା

କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଗିରଫ ଭୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି। କାଷ୍ଟିଂ କାଉଚ୍‌…

ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରୁଥିବା ଜେଏମସି ପ୍ରୋଜେକ୍ଟସ୍‍ ଇଣ୍ଡିଆ ଲିମିଟେଡ, ଓସିଡିଆର ପ୍ରୋଜେକ୍ଟସ୍‍ ପକ୍ଷରୁ ଜୀବନବିନ୍ଦୁ ଏବଂ ଓଡିଶା ମୋ ପରିବାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ହାଉସିଂବୋର୍ଡ ସ୍ଥିତ ବରିଷ୍ଠ ନାଗରିକ କ୍ଲବ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । କ୍ଲବର ସଭାପତି ଶିଶିର କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର ପୌର ପରିଷଦର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବରିଷ୍ଠ…

ନାବାଳକଙ୍କୁ ଅପହରଣ ଘଟଣାରେ ଦୁଇ ଗିରଫ

କୋରାପୁଟ: ନାବାଳକଙ୍କୁ ଅପହରଣ ଓ ଟଙ୍କା ମାଗିବା ଘଟଣାରେ ଦୁଇଜଣଙ୍କୁ କୋରାପୁଟ ଟାଉନ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ଏକ ମୋଟର ସାଇକେଲ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଅର୍ପିତ ନାୟକ(୧୯) ଓ ସୁମିତ କୁମାର ସୁନା(୧୮)। ଏଦୁହେଁ କୋରାପୁଟ…

ଓଡ଼ିଶାର ପ୍ରଥମ ଭାବେ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ପାହାଡ଼ପୁର ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି…

ରାଇରଙ୍ଗପୁର : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍‌ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ…