Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି |
ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ କାର୍ଯ୍ୟ ଆଜି ମାନ୍ୟବର ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି | ଡେରାବିଶ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିୟ ଅତିଥି ଭାବରେ…
ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି।
ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫…
ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ଭଦ୍ରକରେ ବସ୍ ଚଳାଚଳ ବନ୍ଦ
ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ୍ ପକ୍ଷରୁ ଜିଲ୍ଲାରୁ ଆଜି ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ହୋଇଛି।
ବସ୍ ସିଣ୍ଡିକେଟର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାରେ କେତେକ ଅସାମାଜିକ ଲୋକ ଦୌରାତ୍ମ୍ୟ…
ଆରପାରିରେ ‘କେନ୍ଦୁଝର ଟୋକା’ର ଗାୟକ
ବଡ଼ବିଲ : ଲୋକପ୍ରିୟ ‘କେନ୍ଦୁଝର ଟୋକା’ ଗୀତ ଗାଇ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବିଶ୍ବଜିତ ସିଦୁ ଓରଫ (ବଜରଙ୍ଗୀ)ଙ୍କ ୩୪ ବର୍ଷ ବୟସରରେ ପରଲୋକ ଘଟିଛି। ସେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଧନୁର୍ଜୟ ସିଦୁ ଓ ସରସ୍ୱତୀ ସିଦୁଙ୍କ ଏକମାତ୍ର ପୁତ୍ର।…
ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର
କଳାହାଣ୍ଡି : ୦୩/୧୦ ଓଡିଶାର ପ୍ରାଚୀନ ଶକ୍ତିପୀଠ ଗୁଡିକ ମଧ୍ୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣାର ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଏକ ଅନନ୍ୟ ଶକ୍ତିପୀଠ । କଲାହାଣ୍ଡିର ଇଷ୍ଟଦେବୀ ହେଲେ ମାଁ ମାଣିକେଶ୍ବରୀ । ମାଣିକ୍ୟ ଶବ୍ଦରୁ ମାଁ ମାଣିକେଶ୍ବରୀଙ୍କ ନାମ ଦିଆଯାଇଛି । ମାଁ ଙ୍କର ଛତର…
ନିଆଁ ଲଗାଇବା ପରେ ହାଣି ଦେଲେ
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ ମହାନ୍ତ (୨୫)। ଘଟଣା ଶନିବାର ରାତିରେ…
ପଦ୍ମପୁରର ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ
ପଦ୍ମପୁର: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ଉତ୍ତମ ଚିକିତ୍ସା ନିମନ୍ତେ…
ତୀର୍ଥଯାତ୍ରୀ ବସ ଦୁର୍ଘଟଣା:ତାଳଚେର କଣିହାଁ ଅଞ୍ଚଳର ଦୁଇ ମୃତ
ଅନଗୁଳ: ତୀର୍ଥଯାତ୍ରା କରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ୧୫ ଦିନ ତଳେ ଯାତ୍ରା ଆରମ୍ଭ…
ବର୍ଷା ଛାଡ଼ିଲେ ଶାଶୂଘର
କଟକ : ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୁଲିସର ସହାୟତା ଲୋଡ଼ିଛନ୍ତି। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା…
ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା
କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଗିରଫ ଭୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।
କାଷ୍ଟିଂ କାଉଚ୍…