Browsing Category

ଜିଲ୍ଲା

ସିବିଆଇ ପଂଞ୍ଝାରେ ଆୟକର ଅଧିକାରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଗତ ପ୍ରାୟ ୧ ମାସ ଧରି ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ । ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ ବଢ଼ିଥିଲା, ପୁଣି ଫୋନ୍ କରି ଧମକାଇ ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ । ଆଜି…

ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ

ଚୌଦ୍ୱାର: ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ…

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

କଟକ: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ…

ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ଯକ୍ରମ।

ବ୍ରହ୍ମପୁର : ବ୍ରହ୍ମପୁର ୨୭ନଂ ୱାର୍ଡରେ ୨୧ ୟୁନିଟ ରକ୍ତ ସଂଗ୍ରହ। ସେବାସପ୍ତାହରେ ରକ୍ତଦାନ ଅମୃତ ମହୋତ୍ସବ ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ଯକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ…

କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ…

ଖୋର୍ଦ୍ଧା: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ ସାହାଯ୍ଯ କରାଯାଇଛି। ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀ ପ୍ରିୟା ଜେନା, ମାନି ଜେନା ଓ ଗୋପାଳ ଜେନା ଙ୍କୁ ବାପା ଅଶୋକ ଜେନା(ମୃତ) ମାତା ଚାମି ଜେନା (ମୃତ)…

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ କୁଡୁମୀ ସମାଜର ବିରୋଧ

ବାରିପଦା: କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ କୁଡୁମୀ ସମାଜ ଦାବି କରିଆସୁଛି। ଏହି ଦାବି ନେଇ ଗତ ୨୦ ତାରିଖ ଦିନ କୁଡୁମୀ ସମାଜ ପକ୍ଷରୁ ବାରିପଦା ଓ ରାଇରଙ୍ଗପୁରରେ ରେଳରୋକ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ…

ବ୍ୟବଚ୍ଛେଦ ହୋଇଥିବା ଶବକୁ ଛୁଇଁଲେନି ଗ୍ରାମବାସୀ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମର ସରପଞ୍ଚ ପ୍ରତିନିଧି ତଥା ନେତାଜୀ ଯୁବକ ସଂଘର ସଭାପତି ସୁନୀଲ ବେହେରା ଦେଖାଇଛନ୍ତି ମାନବିକତା। ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଆସିଥିବା ଏକ ଶବକୁ ଗ୍ରାମବାସୀ ନ ଛୁଇଁବାରୁ ସେ ନିଜସ୍ବ ପ୍ରଚେଷ୍ଟାରେ ଅନ୍ତିମ ସତ୍କାର କରିଛନ୍ତି।…

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତେନ୍ତଳାବାହାଳ ପଞ୍ଚାୟତ ରେଙ୍ଗାଳନାଳୀ ଗାଁ ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ ୪ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କୋହ୍ଲବସା ପଞ୍ଚାୟତ ଅର୍ଜୁନଝରି ଗାଁର ବସନ୍ତ ସୁହୁଳାଙ୍କ ଝିଅ ଶର୍ମିଳା ସୁହୁଳା। ବସନ୍ତଙ୍କ ଶ୍ବଶୁରଙ୍କ ଦେହ…

ପାରଳା ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: ଅନୁଧ୍ୟାନ କରିବ ଭାରତୀୟ ଇତିହାସ ଗବେଷଣା…

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ହୋଇଥିବା ବ୍ରିଟିସ୍‌ଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗରେ ଅନୁଧ୍ୟାନ ଓ ଗବେଷଣା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତୀୟ ଇତିହାସ ଗବେଷଣା ପରିଷଦକୁ ବିଧିବଦ୍ଧ ଚିଠି…

ଛତିଶଗଡ଼, ଆନ୍ଧ୍ର ଯାଉଛି ବଳକା ଧାନ

କେସିଙ୍ଗା : ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କଳାହାଣ୍ଡି ଜିଲ୍ଲାର ବଳକା ଧାନ ଛତିଶଗଡ଼ ଓ ଆନ୍ଧ୍ରମୁହାଁ ହେଉଥିବା ଦେଖାଯାଉଛି। ବିଗତ ଦିନରେ ଧାନ ଚୋରାଚାଲାଣ ସମୟରେ ଗାଡ଼ି ଧରାପଡ଼ିଥିବା ଘଟଣାକୁ ଦେଖିଲେ ଏହା ସ୍ପ​ଷ୍ଟ ଜଣାପଡ଼େ। ଅନ୍ୟପକ୍ଷରେ ଏହାର ଫାଇଦା ନେଇ ଦଲାଲ ମାଲାମାଲ୍…