Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଧବଳମୁଖୀରେ ଧଳା ବସ୍ତ୍ର ପିନ୍ଧିବେ ମା’ ସମଲେଶ୍ବରୀଙ୍କ ପୂଜକ
ସମ୍ବଲପୁର: ଗତ ଦୁଇ ବର୍ଷ ଭଳି ଏଥର ବି ମହାଳୟା ଦିନ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅବସରରେ ମନ୍ଦିରର ପୂଜକ ଗଣ ଶ୍ବେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ବରୀ ନିଜେ ଶ୍ବେତ ଶୁଭ୍ର ରୂପ ଧାରଣ କରୁଥିବାରୁ ତାଙ୍କୁ ଧଳା ବସ୍ତ୍ର ଓ ଫୁଲରେ ସଜାଉଥିବା ଓ ପୂଜା କରୁଥିବା ସେବକମାନେ…
ଭଦ୍ରକ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ
ଭୁବନେଶ୍ବର/ଭଦ୍ରକ/ଧାମରା/ଆରଡ଼ି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଶୁକ୍ରବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଓ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମ ପରିଦର୍ଶନ କରି…
ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା: ଘଟଣାସ୍ଥଳରୁ ମିଳିଲା ବିଡ଼ାଏ ଟଙ୍କା
ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିବା ଜଣାଯାଇଛି। ଏହି ଅର୍ଥର ପରିମାଣ ୩୬ ହଜାର ଟଭ୍କା ବୋଲି ଜଣାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳେ ଧଉଳି ଥାନା…
ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍
ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ…
ଡମ୍ଫିଂୟାର୍ଡ ବନ୍ଦ କରିବା ନେଇ ବିଡ଼ିଓଙ୍କୁ ଭେଟିଲେ ୩ ଗ୍ରାମବାସୀ
ବୈପାରିଗୁଡା: ରାସ୍ତାକଡ଼ରେ ଡମ୍ଫିଂୟାର୍ଡ କରାଯାଇ ପରିବେଶ ଦୂଷିତ କରାଯାଉଥିବା ଅଭିଯୋଗ ଆଣି ତୁରନ୍ତ ବନ୍ଦ କରିବା ପାଇଁ ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ୩ଟି ଗ୍ରାମର ଗ୍ରାମବାସୀ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ବାଗ୍ରାଗୁଡା,…
ମେୟର୍ଙ୍କ କ୍ବାର୍ଟର୍ସ ପାଇଁ ଗଡ଼ଖାଇକୁ ପୋତି ରାସ୍ତା କରିଦେଲେ
କଟକ: ମେୟରଙ୍କ କ୍ବାର୍ଟର୍ସ ପାଇଁ ସବୁ ନିୟମ, ଆଇନକାନୁନକୁ ମୋଡ଼ି ମକ୍ଚି ଫିଙ୍ଗି ଦେଲ! ଐତିହାସିକ ବାରବାଟୀ ଦୁର୍ଗ ଚାରିପଟେ ରହିଥିବା ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସାମନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି…
୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯୁବକ ଗିରଫ
ଯାଜପୁର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରୁ ଆଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରପ ଅଭିଯୁକ୍ତ ହେଲା ଯାଜପୁର ରୋଡ଼ ଅଂଚଳର ଅଜୁ ଦାସ। ପୂର୍ବରୁ ମଧ୍ୟ ସେ…
ସ୍ଥିତି ବିଗାଡ଼ିଦେଲା ସୁବର୍ଣ୍ଣରେଖା ବନ୍ୟା, ସୁରକ୍ଷା ପ୍ରକଳ୍ପ ପାଇଁ ଦରକାର ୨ ଶହ କୋଟି
ଜଳେଶ୍ୱର: ଚଳିତ ବର୍ଷ ଅଗଷ୍ଟ ମାସରେ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିଆପାଳର ୧୪ଟି ନଦୀତଟ ଅଞ୍ଚଳ। ଏହିସବୁ ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗର ନିଦ ହଜିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ୧୪ଟି ସ୍ଥାନର ସୁରକ୍ଷା…
ଭାପୁର ବ୍ଲକ୍ରେ ୮୦ କୋଟି ମନରେଗା ଘୋଟାଲା: ପୁଣି ୭ ଅଧିକାରୀ ଫେରାଇବେ ୪୪ ଲକ୍ଷ ଟଙ୍କା
ଭାପୁର : ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ, ରାସ୍ତା ଏବଂ କୂଅ ଖୋଳା କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଞ୍ଚଳରେ ହୋଇଥିବା ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବଡ଼ ଦୁର୍ନୀତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ବର୍ତ୍ତମାନ ଘୋଟାଲା କରିଥିବା ସରକାରୀ ବାବୁମାନେ ଟଙ୍କା…
କଣିହାଁରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ: ୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଅନୁଗୁଳ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୩୬ ମାସ ଭିତରେ ଏହି ୩ ପ୍ରକଳ୍ପ ଶେଷ କରାଯାଇ ୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ୩ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା…