Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଜଗନ୍ନାଥ ପ୍ରସାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଜଣଙ୍କ ପ୍ରାଣହାନି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍।
ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା…
କଟକରୁ ପୁଣି ଧରାପଡିଲା ନକଲି ଚା’ : ଚଢାଉ କରି ଜବତ କଲା ପୋଲିସ
କଟକ : କଟକରେ ପୁଣି ଧରାପଡ଼ିଲା ନକଲି ଜିନିଷ । ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାରରେ ନକଲି ଚା’ ପ୍ୟାକେଟ୍ ଧରାପଡ଼ିଛି । ଏଠାରେ ଏକ ପ୍ରସିଦ୍ଧ ଚା’ ବ୍ରାଣ୍ଡର ନାଁକୁ ବ୍ୟବହାର କରି ନକଲି ଚା’ ବିକ୍ରି ହେଉଥିବା ଖବର ପାଇ ଏକ ତଦନ୍ତକାରୀ ଦଳ ପହଂଚି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ…
ସୁବର୍ଣ୍ଣପୁର ଜିଲ୍ଲାରେ ଜାତିୟ ପ୍ରେସଦିବସ ପାଳିତ ା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟଅତିଥି ଭାବରେ ଯୋଗଦେଇ…
ନବଜାତ ଶିଶୁର ବିପଦ ସଂକେତକୁ ଅଣଦେଖା କରନ୍ତୁ ନାହିଁ-ଡାକ୍ତର ବିଶ୍ଵ ରଂଜନ ପତି ା
ସୁବର୍ଣ୍ଣପୁର : ନବଜାତ ଶିଶୁ ଯଦି ୬୦ ଥରରୁ ଅଧିକ ନିଶ୍ଵାସ ନେଉଛି, ବାତ ମାରୁଛି, ଜ୍ଵର ହେଉଛି, ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ ଛାତି ତଳଭାଗ ଭିତରକୁ ପଶିଯାଉଛି, ଶିଶୁ ମାଁ କ୍ଷୀର ଖାଇ ପାରୁନାହିଁ, ଦେହ ଥଣ୍ଡା ଲାଗୁଛି କିମ୍ବା ଶିଶୁ ନିସ୍ତେଜ ରହୁଛି ତେବେ ଏହା ବିପଦ ସଂକେତ ହୋଇପାରେ।…
ଅଟୋରେ ନିଆଁଲାଗି ସମ୍ପୁର୍ଣ୍ଣ ଭଷ୍ମ ା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରା ନିକଟ ରେ ଟେମ୍ପୋ(auto)ରେ ନିଆଁ ଲାଗି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସଂଧ୍ୟା ସମୟରେ କପାସିରା ଗ୍ରାମର କୁମାର ସାହୁ ବଗର୍ତୀ ଗାଁ ନିକଟ ନାଲ ପାଖରେ ଟେମ୍ପୋ ରଖି ଦେଇ ଶୌଚ ପାଇଁ ଯାଇଥିଲେ । ମାତ୍ର ଶୌଚରୁ ଫେରି…
ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ
ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି…
ପୁରୀ ବସ୍ଷ୍ଟାଣ୍ଡ୍: ବଦଳୁନି ୯୦ ଦଶକର ଚିତ୍ର
ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍ଡିଂର ନବୀକରଣ ହେଉଛି, ନା ବିକାଶ…
ଭାଲୁ ଆକ୍ରମଣରେ ଯୁବକ ଗୁରୁତର: ଉଦଳା ଡାକ୍ତରଖାନାରେ ଭର୍ତ୍ତି
ଶାଳଚୁଆ: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।
ଉକ୍ତ ଯୁବକଙ୍କ ନାମ ଜେମାଦାର ସିଂ ବୋଲି ଜଣାଯାଇଛି। ସେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ…
ସ୍ୱାଧୀନତା ପରବର୍ତ୍ତୀ କର୍ଲାପଡାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ
ଭବାନୀପାଟଣା : ସଦର ବ୍ଲକ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଧୃବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସମସ୍ୟାରେ ଗତିକରୁଥିବା କର୍ଲାପଡା ଅଞ୍ଚଳରେ ଏଯାଏଁ ଆନୁସଙ୍ଗିକ ସବୁ ସମସ୍ୟା ରହିଯାଇ ଅଛି ।…
ଚଳିତ ଖରିଫ ଧାନକ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ ା
ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି l ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ…