Browsing Category

ଜିଲ୍ଲା

ବରିଷ୍ଠ ହାସ୍ୟ ଅଭିନେତା ତଥା ଅନେକ ଅନୁଷ୍ଠାନର ଉଦ୍ୟୋକ୍ତା ଯୁଧିଷ୍ଠିର ମେହେର ଆଉନାହାନ୍ତି ା

ସୁବର୍ଣ୍ଣପୁର - ସୋନପୁର ଘୋଡ଼ାଘାଟ ପଡା ନିବାସୀ ତଥା ସରକାରୀ ବାଳିକା ହାଇସ୍କୁଲ ର ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଧିଷ୍ଠିର ମେହେର ଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି l ଚାକିରୀ ଜୀବନ ଆରମ୍ଭ ରୁ ଶେଷ ଯାଏ ବାଳିକା ସ୍କୁଲ ର ପିଅନ ଭାବେ ଖୁବ ନିଷ୍ଠା ଶୃଙ୍ଖଳା ର ସହ କାର୍ଯ୍ୟ…

ନାଟ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ନାଟ୍ ମେଲା

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନୋଡାଲ ଏସୋସିଏସନ୍ ଫର୍ ଏମେଚ୍ୟୋର୍ ଥିଏଟର ନାଟ୍ ର ବାର୍ଷିକ ସାଧାରଣ ପରିଷଦ ସ୍ଵର୍ଣ୍ଣ ପ୍ରୟାଗ ନିକଟସ୍ଥ ମହାନଦୀ ବାଲୁକା ଶଯ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ ର କାର୍ଯ୍ୟକାରୀ ସଭାପତି ସିନେ…

ଗୋପୀନାଥପୁର ଷ୍ଟେସନ୍‌ କାର୍ଯ୍ୟ ତଦାରଖ କଲେ ଡିଆର୍‌ଏମ୍‌

ନୀଳଗିରି: ଦକ୍ଷିଣ-ପୂର୍ବ ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆର୍‌ଏମ୍‌ ଏମ୍‌ଏସ୍‌ ହାସମୀ ଗତକାଲି ବାଲେଶ୍ବର ଗସ୍ତରେ ଆସିଥିଲେ। ଏହି କ୍ରମରେ ସେ ନୀଳଗିରି ଗୋପୀନାଥପୁରଠାରେ ନିର୍ମାଣ ହେଉଥିବା ନୂତନ ରେଳଷ୍ଟେସନ୍‌ କାର୍ଯ୍ୟ ତଦାରଖ କରିଛନ୍ତି। ତାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର…

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛି ୯ ବର୍ଷର ପୁଅ

ସୋର: ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ଯାହାଙ୍କ ଝାଳବୁହା ଟଙ୍କାରେ ଘର ଚଳୁଥିଲା, ସେ ଆରପାରିକୁ ଚାଲିଗଲେ। ଫଳରେ ଦୁଇପୁଅ ଓ ପତ୍ନୀ ବେସାହାରା ହୋଇ ଯାଇଛନ୍ତି। ପାଖରେ ଟଙ୍କାଟିଏ ନଥିବାରୁ ଦୁନିଆ କ’ଣ ବୁଝି ନଥିବା ନାବାଳକ ବଡ଼ପୁଅ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସାହାଯ୍ୟ…

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଗାଁ ଘର ଜଳିଗଲା

ଗରଦପୁର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପାଟକୁରାର ପୈତୃକ ଗ୍ରାମ ତଳକୁସୁମାଠାରେ ଥିବା ୪ ବଖରା ଚାଳ ଛପର ଘର ନିଆଁ ଲାଗି ଜଳି ଯାଇଛି। ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିଲା। ଗରଦପୁର ଓ କୋରୁଆର ଅଗ୍ନୀଶମ…

୩୦ ହଜାର ଟଙ୍କାରେ ବିକ୍ରି ହେଲା ମାଛ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୀମାନ୍ତବର୍ତ୍ତୀ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏକ ବିରଳ ପ୍ରଜାତିର ମାଛକୁ ୩୦ ହଜାର ଟଙ୍କାରେ କୋଲକାତାର ଏକ ଔଷଧ କମ୍ପାନି କିଣିଥିବା ଜଣାପଡ଼ିଛି। ମାଛଟିର ଓଜନ ୫ କ୍ବିଣ୍ଟାଲ୍‌ରୁ ଅଧିକ ହୋଇଥିବା ବେଳେ ଲମ୍ବ ୧୨ ଫୁଟ୍। ଏହାକୁ…

ଛେଣ୍ଡିପଦାରେ ଚାଞ୍ଚଲ୍ୟ: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜୟପଙ୍ଗା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ ହେଉଥିବା ବେଳେ ସ୍ୱାମୀ ନିଖୋଜ ରହିଛି। ପଡୋଶୀଙ୍କ ସୂତ୍ରରୁ ପ୍ରକାଶ ଆଜି ସକାଳେ ପତିପତ୍ନୀଙ୍କ ମଧ୍ୟରେ…

ହତ୍ୟା ଉଦ୍ୟମ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ

ଜଳେଶ୍ୱର: ଜଳେଶ୍ୱର ସହକାରୀ ଦୌରାଜଜ୍ ସୁଶିଲ କୁମାର ସାହୁଙ୍କ ଅଦାଲତ ଏକ ହତ୍ୟା ଉଦ୍ୟମ ମାମଲାରେ ରାୟ ଶୁଣାଇଛନ୍ତି। ଜଳେଶ୍ୱର ବ୍ଲକ୍‌ ତଥା ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମର ଅରବିନ୍ଦ ନାୟକ (୪୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ହଜାର…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ…

ଐତିହାସିକ କଟକ ବାଲିଯାତ୍ରା: କମୁନି ଭିଡ଼, ପୁଲିସ ନାକେଦମ୍

କଟକ : ନୂଆଢଙ୍ଗରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଯୋଗୁଁ ଭିଡ଼ କମିବାର ନାଁ ଧରୁନି। ଗଲା ୩ ଦିନ ଧରି ରେକର୍ଡ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭିଡ଼ ଟିକେ କମିବ ବୋଲି ଯାହା ଆକଳନ କରାଯାଇଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଯଦିଓ…