Browsing Category

ଜିଲ୍ଲା

ବାଲିଯାତ୍ରାରେ ଅଶ୍ଳୀଳ ଗୀତ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍

କଟକ: ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋରେ କମ୍ପିଲା କଟକର ବାଲିଯାତ୍ରା। ପ୍ରଥମେ ସେ ମୋ ମା… ଗୀତରୁ ଆରମ୍ଭ କରିଥିଲେ ସୋମବାର ସଂଧ୍ୟାର ଏହି ସୋ। ପରେ ନିଶ୍ୱାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର,…

ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମି‌ଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର…

ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀରରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଟିଙ୍କବୀର ଧୋବା ସାହିର ଏକ ତେନ୍ତୁଳି ଗଛ ମୂଳରେ ପଡ଼ି ରହିଥିଲା। କେହି ଜଣେ ମହିଳା ନିଜର ନବଜାତ ନ୍ୟାକୁ ଜନ୍ମ ଦେଇ ଫେରାର଼୍ ମାରିଥିବା କୁହାଯାଉଛି। ଲୋକେ ଛୁଆଟି କାନ୍ଦୁଥିବା ଶବ୍ଦ…

ଜୋର୍ କରି ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରାଉଥିବାର ଅଭିଯୋଗ

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦରଠାରେ ହୋଇଥିବା ପୁଲିସର ଫେକ୍ ଏନକାଉଣ୍ଟର ଘଟଣାରେ ପୁଲିସର ଦାଦାଗିରି ସାମ୍ନାକୁ ଆସିଛି। କୁହାଯାଉଛି ଯେ, ମୃତକ ଧନ କମାର ଜଣେ ମାଓବାଦୀ ନ ଥିଲେ ବି ପୁଲିସ ଜବରଦସ୍ତ ତାଙ୍କୁ ନକ୍ସଲ କହି ପରିବାର ଲୋକଙ୍କୁ କାଗଜରେ…

ଦକ୍ଷିଣ, ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାର ବୃହତ୍ ବନଖଣ୍ଡ ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ। ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳର ପାଙ୍ଗିଡ଼ି ପଞ୍ଚାୟତ ବେଲପଡ଼ା ଗ୍ରାମ ନିକଟରେ ଶିକାରୀର ବିଦ୍ୟୁତ୍ ଫାଶରେ ପଡ଼ି ଏକ ଛୁଆ ଅଣ୍ଡିରାହାତୀର ମୃତ୍ୟୁ ହୋଇଛି। ତାର ଶୁଣ୍ଢର…

ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର…

ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,  ଝିରିପାଣିରେ ଗତକାଲି ଗୁଳିମାଡରେ…

ମନ୍ତ୍ରୀ, ବିଧାୟକଙ୍କ ସହ ଆଲୋଚନା ବିଫଳ

ପଦ୍ମପୁର : ପଦ୍ମପୁର ଜିଲ୍ଲା ଗଠନ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଚଳାଇଥିବା ଧାରଣାସ୍ଥଳକୁ ରବିବାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ପହଞ୍ଚି ଆଲୋଚନା କରିଥିଲେ। ତେବେ ଏହି ଆଲୋଚନା ଫଳପ୍ରଦ ହୋଇ ନାହିଁ। ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ…

ଭାଲୁ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ତିନି ଗୁରୁତର

ଉତ୍କେଲା: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ତିନିଜଣ ଗୁରୁତର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗ୍ରାମରେ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ସମୟରେ ତିନି ଜଣଙ୍କୁ ଭାଲୁ…

ଅକ୍ଷୟ ମହାନ୍ତି ମଞ୍ଚରେ ଜାଭେଦ୍ ଅଲ୍ଲୀଙ୍କ କମାଲ୍‌, କଟକକୁ ସବୁ କଳାକାର ଆସିବାକୁ ଚାହାନ୍ତି: ଜାଭେଦ୍ ଅଲ୍ଲୀ

କଟକ: କଟକ ଭାଇଚାରାର ସହର। ଏଠିକା ଲୋକମାନେ ବେଶ୍ ସ୍ନେହୀ ଓ କଳା-ସଂସ୍କୃତିପ୍ରେମୀ। କଟକବାସୀଙ୍କର ସଂଗୀତ ପ୍ରତି ଶ୍ରଦ୍ଧା, ଆଉ କଳାକାରଙ୍କ ପ୍ରତି ସମ୍ମାନ ରହିଛି। ଏଥିପାଇଁ କଟକ ସହରକୁ ସବୁ କଳାକାର ଆସିବାକୁ ମନ ବଳାନ୍ତି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକ ସହରରେ…