Browsing Category

ଜିଲ୍ଲା

ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳର ଜନୈକା ୨୭ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୬ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ମୁଣ୍ଡ କାଜୁ ବଗିଚାରୁ…

ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ଐତିହାସିକ ବାଲିଯାତ୍ରା, ସରିନି ଉପରପଡ଼ିଆରୁ ଗ୍ରାହକଙ୍କ ଭିଡ଼

କଟକ: ବାଲିଯାତ୍ରା ସରିଛି। ହେଲେ ଭିଡ଼ ଯାଇନି। ପଡିଆରେ ଏବେବି ବଜାର ରହିଛି। ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ, ଯାହାକୁ ନେଇ ରହିଛି ହଜାର ହଜାର ଲୋକଙ୍କ ଭିଡ଼। ୧୦ ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ…

ଜୀବିକା ପାଇଁ ବନିଛନ୍ତି ‘ସାଇକଲ ଚା ବାଲା’, କ୍ୟାବିନରେ କଟୁଛି ଜୀବନ

ଯାଜପୁରସଦର: ସାଇକଲ ଯାତ୍ରା ଦେଇଛି ସାଇକଲ ଚା’ ବାଲାର ପରିଚୟ। ଦୁଇବର୍ଷ  ତଳେ କରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ମହାରାଷ୍ଟ୍ରରୁ ୧୭୦୦ କିମି ସାଇକେଲ ଯାତ୍ରାକରି ଘରକୁ ଫେରିଥିଲେ। ସମୟ ବିତିଯାଇଛି, ପରିସ୍ଥିତି ବଦଳିଛି। ଯେଉଁ ସାଇକେଲ ବଏ ସେତେବେଳେ ବିଭିନ୍ନ ଗଣମାଧ୍ୟମର…

ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ

ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍‌ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍‌ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌…

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

ପାଣିକୋଇଲି ମାଡିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାତପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦…

ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

କଟକ: ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ପ୍ରଭାତ ତ୍ରିପାଠୀଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବାଲିଯାତ୍ରାକୁ ନେଇ ଜିଲା ପ୍ରଶାସନକୁ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏହାଏକ ନୂଆ ମୋଡ଼ ନେଇଛି। ତେବେ ଏହି ଇନଷ୍ଟାଗ୍ରାମ ଭାଇରାଲ…

ଖପ୍ରାଖୋଲ ପୁଲିସ ଦ୍ୱାରା ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ

ଧଣ୍ଡାମୁଣ୍ଡା: ଜୋରସୋରରେ ଚାଲୁଛି ଦାଦନ ଚାଲାଣ। ପୁଲିସ ସକ୍ରିୟତାର ସହିତ ଉଦ୍ଧାର କରିଚାଲିଥିବା ବେଳେ ଦାଦନ ଚାଲାଣ ଥମିବାର ନାଁ ନେଉ ନାହିଁ। ପ୍ରତ୍ୟେକ ଦିନ କିଛି ନାଁ କିଛି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରୁଛି, ହେଲେ ଦଲାଲମାନେ ଅଭିନଵ ପନ୍ଥା ଅବଲମ୍ବନ କରି ଏବେ ଘରୋଇ ବସମାନଙ୍କରେ…

ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ  ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି,…

ବାଲିଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

କଟକ: ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ।…