Browsing Category

ଜିଲ୍ଲା

ବିରଜା ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ; ମା’ଙ୍କର ହେଲା ମହାସାନ, ଦର୍ଶନ ପାଇବାରୁ ଶ୍ରଦ୍ଧାଳୁ ବଞ୍ଚିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ଏହାକୁ ନେଇ ବିରଜାବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଣହିନ୍ଦୁଙ୍କ ପ୍ରବେଶ ଯୋଗୁଁ ମନ୍ଦିରରେ ଶୋଧନ କାର୍ଯ୍ୟ ହୋଇଛି। ତେଣୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ…

ଆସନ୍ତା ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୮୩୪ ପଦ ପୂରଣ କରାଯିବ: ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

କଟକ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ଅବଶେଷରେ ମୁହଁ ଖୋଲିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ,…

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ…

କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଯାଜପୁର: ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନ୍ରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ…

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ରାତିସାରା ରାସ୍ତାରୋକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମ ଗେଟ ପାଖରେ ଗତକାଲି ସଂଧ୍ୟା ସମୟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ସେହି ଗ୍ରାମର ରତନ ମାଝୀ(୩୫)ନାମକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବିରେ ଶବ ରଖି ଟାୟାର…

ପ୍ରତିବାଦ ଶୋଭାଯାତ୍ରାରେ ସାମିଲ୍ ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ

ଓଡ଼ଗାଁ: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି କରିଥିବା ଅବିଚାର ତଥା ବୈମାତୃକ ମନୋବୄତ୍ତି ବିରୋଧରେ ଆଜି ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମରେ ଏକାଠି ହୋଇ ପ୍ରତିବାଦ ସଭା ଆୟୋଜନ କରିବା ସହ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି…

ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି

କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳିରେ ଭ୍ରମଣ ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଗତକାଲିଠାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଗାମୀ ୬୦ ଦିନ ଯାଏ ଯାଏଁ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଏମ୍ ଅଖତାର ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ରାତି ୯ଟାରୁ ସକାଳ…

ନୂଆପଡ଼ାରେ ମନ୍ତ୍ରୀ, ନେତାଙ୍କ ଭିଡ଼

ନୂଆପଡ଼ା : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ୩ଟି ପ୍ରମୁଖ ଦଳର ହେବିୱେଟ୍ ମନ୍ତ୍ରୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ନୂଆପଡ଼ା ସଦର ଓ ଖରିଆର ରୋଡ଼ରେ ମନ୍ତ୍ରୀ ଓ ନେତାଙ୍କ ପାଇଁ ପ୍ରମୁଖ ହୋଟେଲ ଗୁଡ଼ିକ ବୁକ୍ ରହିଛି। ସେହିପରି ଶାସକ ଦଳର କିଛି ମନ୍ତ୍ରୀ ନୂଆପଡ଼ା ସର୍କିଟ…

ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳର ଜନୈକା ୨୭ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୬ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ମୁଣ୍ଡ କାଜୁ ବଗିଚାରୁ…

ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ଐତିହାସିକ ବାଲିଯାତ୍ରା, ସରିନି ଉପରପଡ଼ିଆରୁ ଗ୍ରାହକଙ୍କ ଭିଡ଼

କଟକ: ବାଲିଯାତ୍ରା ସରିଛି। ହେଲେ ଭିଡ଼ ଯାଇନି। ପଡିଆରେ ଏବେବି ବଜାର ରହିଛି। ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ, ଯାହାକୁ ନେଇ ରହିଛି ହଜାର ହଜାର ଲୋକଙ୍କ ଭିଡ଼। ୧୦ ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ…