Browsing Category

ଜିଲ୍ଲା

ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ ହୋଇଛି। ଏଥିନେଇ ଜୟପୁର ଆୟୋଗର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାନୋ ଏକ ମାମଲାର ବିଚାରଣ କରିବା ସହିତ ଜାତୀୟ ସ୍ତରୀୟ  ୟୁନିୟନ ବ୍ୟାଙ୍କ (ପୂର୍ବତନ ଆନ୍ଧ୍ର…

ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ,

କଟକ: କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ ୨୯୨ ହରିଣରୁ ୧୦/୨୦ଟି ହରିଣ ରହିବେ ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାଶ ସିଂ କହିଛନ୍ତି ଯେ ହରିଣ ପାର୍କ କଟକ ମାଟିର ଐତିହ୍ୟ ଏବଂ ଏହି ପାର୍କରେ ୧୦ରୁ ୨୦ଟି ହରିଣ…

ବିଜେପିର କଳାହାଣ୍ଡି ବନ୍ଦ: ଜନଜୀବନ ପ୍ରଭାବିତ

ଭବାନୀପାଟଣା :ଧାନର କଟନି ଛଟନି ବନ୍ଦ ତଥା କପାର ଅଭାବୀ ବିକ୍ରୀ ରୋକିବା, ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଆଦି ଦାବିରେ ଆଜି ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା। ଆଜି ସକାଳ ୬ଟା ସନ୍ଧ୍ୟା ୬ ଟା ଯାଏଁ ଭବାନିପାଟଣା ସହରର କଲେଜ୍ ଛକ, ଆଇଟିଆଇ ଛକ, ତାରିଣୀ ମନ୍ଦିର ଛକ, ହିଲ…

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀଷ୍ଟି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ…

ହାଇୱା ଧକ୍କାରେ ବାପ-ପୁଅ ମୃତ୍ୟୁ ଘଟଣା: ଏକା ସାଙ୍ଗରେ ଜଳିଲା ଜୁଇ, ବଲାଡ଼ି ଗାଁରେ ଶୋକର ଛାୟା

ସୋନପୁର: ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟାରେ ସୋନପୁର ବ୍ଲକ୍‌ ଛକସ୍ଥିତ ଟ୍ରାଫିକ ପୋଷ୍ଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ବଲାଡ଼ି ନିବାସୀ ତଥା ସୋନପୁର କ୍ଲଷ୍ଟର କଲୋନିରେ ରହୁଥିବା ରାଜକୁମାର ମହାକୁଡ଼ ଓ ତାଙ୍କ ପୁଅ ଓମପ୍ରିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥି‌ଲା। ଶବ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ବଲାଙ୍ଗୀର : ନବବର୍ଷ ୨୦୨୪ ଆରମ୍ଭରେ ବୁଧବାର ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ବୁଧବାର ବଲାଙ୍ଗୀରରେ ଜଳସେଚନର ଐତିହାସିକ ଅଧ୍ୟାୟ ଯୋଡି ହୋଇଛି। ବଲାଙ୍ଗୀର ମାଗୁରବେଢା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ…

ପୌରସଂସ୍ଥାର ସଫେଇ କର୍ମଚାରୀଙ୍କ ଧର୍ମଘଟ: ଦାବି ପୂରଣ ନହେଲେ ଝାଡୁଛାଡ଼ ଆନ୍ଦୋଳନ ଚେତାବନୀ

ରାୟଗଡ଼ା: ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ରହିଛନ୍ତି ରାୟଗଡ଼ା ପୌରସଂସ୍ଥାର ସଫେଇ କର୍ମଚାରୀ। ଫଳରେ ପୌରାଂଚଳର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଅଳିଆ ଆର୍ବଜନା ମଧ୍ୟରେ ଦିନ କାଟିବାକୁ ପଡୁଛି ୱାର୍ଡବାସୀଙ୍କୁ। ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଫେଇ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ…

ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ପାଳିତ

ଖୋର୍ଦ୍ଧା (୧/୧):ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅଧୀନସ୍ଥ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଆଜି କଳ୍ପତରୁ ଉତ୍ସବ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦେହତ୍ୟାଗର ଅବ୍ୟବହିତ ପୂର୍ବରୁ ୧୮୮୬ ମସିହା ଜାନୁୟାରୀ ପହିଲା ଅପରାହ୍ନରେ…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ କର୍ମଶାଳା ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟ କର୍ମଶାଳା ’ଦକ୍ଷିଣ ଓଡିଶାର ପଦର୍ଶନଶିଳ ଲୋକକଳା’ ଶୀର୍ଷକ ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବରେ ମୁଖ୍ୟ…

ଆଜି ଠାରୁ ରାଉରକେଲାକୁ କୋଲକାତା ସହ ଯୋଡ଼ିବ ବିମାନ ସେବା

ରାଉରକେଲା: ଆଜିଠାରୁ ଶିଳ୍ପ ସହର ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା। ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଏହି ବିମାନ ସେବା ମିଳିପାରିବ। ୯୦ ମିନିଟରେ ଯାତ୍ରୀମାନେ କୋଲକାତାରେ ବିମାନରେ ପହଂଚି ପାରିବେ। ଆଜି ଅପରାହ୍ନ ୩.୩୦ ମିନିଟରେ ରାଉରକେଲା ଵିମାନ…