Browsing Category

କଳାହାଣ୍ଡି

ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ

ରତନପୁର (ନର୍ଲା):ନର୍ଲା ଅଦ୍ୟ ତା-୧୮.୦୯.୨୨ ରିଖ ରବିବାର ଦିବା ଘ.୧୧ ସମୟରେ ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ ଆମପଡ଼ା ନିବାସୀ ଶ୍ରୀ ଏକଲବ୍ଯ ପଧାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ଶିକ୍ଷାବିତ୍‌ କବି ଶ୍ରୀ କ୍ଷିତିପତି ପଧାନ ଅଧ୍ଯକ୍ଷତା…

ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ

କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।…

କୋଶଳ ରାଜ୍ୟ ଦାବିରେ କଳାହାଣ୍ଡି ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ର ପ୍ରଭାବ

କଳାହାଣ୍ଡି : ୭/୯/୨୦୨୨ ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ…

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ

କଳାହାଣ୍ଡି : ଧର୍ମଗଡ଼ ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ ବଗାଡ଼ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି । ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ ଫିକା ପଡିଯାଇଛି । ଶନିବାର ସଂଧ୍ୟା ୬ଟାରେ କେନାଲରେ ଘାଇ…

ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଅବସରରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ଆନୁକୂଲ୍ୟରେ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ଯୁବକବି ଖୁସିରାମ ସାହୁ । ଓଡ଼ିଆ ସିନେ ଜଗତର ସୁନାମଧନ୍ୟ ତାରକା ଶ୍ରୀ ଆକାଶ ଦାସ ନାୟକ…

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ…

କଲାହାଣ୍ଡି : (ବିବି ନିୟୁଜ ବ୍ୟୁରୋ) ଭବାନୀପାଟଣା ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା…