Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ଲଗାଣ ବର୍ଷାରେ ୩ଟି ଘର ଉପରେ ପଡ଼ିଲା ତେନ୍ତୁଳି ଗଛ, ଅଳ୍ପକେ ବର୍ତିଲେ ପରିବାର ସଦସ୍ୟ ।
ନୁଆଗଡ;୫/୭(ମନୋଜ ପାଢ଼ୀ)-: ଲଘୁଚାପ ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ପଞ୍ଚାୟତ ଅନ୍ତର୍ଗତ ପାହାଡ଼ କଡ଼ରେ ରହିଥିବା ଆଦିବାସୀ ତେଡୁଗୁ ଗ୍ରାମର ତିନୋଟି ଘର ଉପରେ ପଡ଼ିଲା ତେନ୍ଦୁଲି ଗଛ। ଅଳ୍ପକେ ବର୍ତିଲେ ଯାଇଛନ୍ତି ତିନି ପରିବାର ସଦସ୍ୟ। ଗତ ଦୁଇଦିନ ହେଲା ଲଘୁଚାପ…
ଗଜପତି ପୋଲିସ ଏକ ସ୍ୱତନ୍ତ୍ର ଆଣ୍ଟି-ଏନ୍ଡିପିଏସ୍ ଚଢାଉ ସମୟରେ ୧୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି
ମୋହନା,୪.୬.୨୦୨୬(ମନୋଜ କୁମାର ପାଢୀ)-:ଶନିବାରରେ ଗଜପତି ଜିଲ୍ଲା ଅଡବା ପୋଲିସ ଷ୍ଟେସନର ଏକ ଦଳ ବାଚାମା, ଭାଲିଆଗୁଡ଼ା ଏବଂ ଆଖପାଖ ଗ୍ରାମଗୁଡ଼ିକରେ ଏକ ସ୍ୱତନ୍ତ୍ର ଆଣ୍ଟି-ଏନ୍ଡିପିଏସ୍ ଅଭିଯାନ ଚଳାଇଥିଲା। ବାଚାମା ଏବଂ ଭାଲିଆଗୁଡ଼ା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲର ଏକ ପୁଙ୍ଖାନୁପୁଙ୍ଖ ସନ୍ଧାନ…
କାଶୀନଗର ବଂଶଧାରା ନଦୀ ହିଡ଼ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ପାରଳାଖେମୁଣ୍ଡି ବିଧାୟକ ରୂପେଶ…
ଗଜପତି:-୪/୭(ମନୋଜ ପାଢ଼ୀ) ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଧ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ…
ଆଇପିଏଲ୍ ଫାଉଣ୍ଡେସନ୍ ଏବଂ ସିୟୁଟିଏମର ମିଳିତ ଗ୍ରାମୀଣ ସମ୍ପ୍ରସାରଣ ଅଭିଯାନ; ଗଜପତି ଜିଲ୍ଲାରେ ୭୫ ଜଣ ‘ଅମୃତ…
ଗଜପତି:୪/୭(ମନୋଜ ପାଢ଼ୀ)ସେଞ୍ଚୁରିଆନ ୟୁନିଭରର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ନୂଆଦିଲ୍ଲୀର ଆଇପିଏଲ୍ ଫାଉଣ୍ଡେସନ୍ ସହଯୋଗରେ ଆଜି ବିଶ୍ୱବିଦ୍ୟାଳୟ ପରିସର ଅଡିଟୋରିୟମ ଠାରେ ‘ଆଇପିଏଲ୍-ଅମୃତ ଇଣ୍ଟର୍ନସିପ୍ ପ୍ରଗ୍ରାମ୍ ୨୦୨୬’ର ପ୍ରଥମ ବ୍ୟାଚ୍ର ଉଦ୍ଘାଟନୀ ତଥା…
୭୭ ତମ ବନ ମହୋତ୍ସବ ପାଳିତ ।
ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାସ ଓ କ୍ରୀଡ଼ା ନିରୀକ୍ଷକ…
ଗଜପତି ଜିଲ୍ଲାସ୍ତରୀୟ ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ।
ଗଜପତି (ମନୋଜ ପାଢ଼ୀ):ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରୁ ବାହାରି…
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ।
ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରୁ ଏକ ଗ୍ରାମର ମଝିରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବାନ୍ଧି ରଖିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ 3…
କାର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 7 ଜଣ ଯାତ୍ରୀ ।
ଗଜପତି (ମନୋଜ ପାଢ଼ୀ): ଗଜପତି ଜିଲ୍ଲାର ଆର. ଉଦୟଗିରି ଠାରୁ ରାୟଗଡ ଜିଲ୍ଲାକୁ ଏକ କାର ଯୋଗେ 7 ଜଣ ଯାତ୍ରୀ ଯାଉଥିବା ବେଳେ 326 ନଂ ରାଜ୍ୟ ରାଜପଥ ଟିକାମାଳ ଗ୍ରାମ ନିକଟରେ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ହଠାତ ଏକ ବିରାଟ ଗଛ ଚଳନ୍ତା କାର ଉପରେ ପଡି ଯାଇଥିଲା. ଏହି ଘଟଣାଟି ଆଜି ଘଟିଛି।…
ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସର ରେ ଗ୍ରାମ ର ସମସ୍ୟା ଓ ଜନ ଶୁଣାଣୀ ରେ ସାମିଲ ହେଲେ ବିଧାୟକ..
ଗଜପତି,୩.୭(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଭୂମିକା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାପଲି ଗ୍ରାମ ଠାରେ ଶ୍ରୀ ଶ୍ରୀ ଜାଡ଼ିମାଁ ମନ୍ଦିର ପ୍ରତିଷ୍ଠା ଅବସର ରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ…
ବନ ମୋହତ୍ସବ ସପ୍ତାହ” ଏମକେସିଜି ଦିବ୍ୟ।ଙ୍ଗ ବିଦ୍ୟାଳୟରେ ପାଳନ ହୋଇଯାଇଛି ।
ମୋହନା,୩.୭(ମନୋଜ ପାଢୀ)-:ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ “ବନ ମୋହତ୍ସବ ସପ୍ତାହ” ପାଳନ ହୋଇଯାଇଛି ।ଏଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ…