Browsing Category

ଗଜପତି

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ…

ମାନବାଧିକାର ସୁରକ୍ଷା ପରିଷଦ ଦ୍ୱାରା “ଓଡ଼ିଶା ଗୌରବ ସମ୍ମାନ”ରେ ସମ୍ମାନୀତ ହେଲେ ପ୍ରଦୀପ କୁମାର ଦାସ ।

ଗଜପତି (ମନୋଜ ପାଢ଼ୀ)- : ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ-ଗଜପତି,ପାରଳାଖେମୁଣ୍ଡିର ପ୍ରାଧ୍ୟାପକ ତଥା ଶିକ୍ଷା ସଂଯୋଜକ ରୂପେ କାର୍ଯ୍ୟରତ ଶ୍ରୀ ପ୍ରଦୀପ କୁମାର ଦାସ ମାନବାଧିକାର ସୁରକ୍ଷା ପରିଷଦ ଦ୍ବାରା “ଓଡ଼ିଶା ଗୌରବ ସମ୍ମାନ”ରେ ସମ୍ମାନୀତ…

1247ଜଣ କଳାକାରଙ୍କ ଆବେଦନ ଦୁଇ ବର୍ଷ ହେଲା ବିଚାରାଧୀନ ।

ଗଜପତି (ମନୋଜ ପାଢ଼ୀ) – : ଟାର୍ଗେଟ କୁ ଆସୁନି 1247 କଳାକାର ଙ୍କ ଆବେଦନ ! କଳାକାର ରହିଛନ୍ତି ଭତ୍ତା ଅପେକ୍ଷାରେ , ନୂତନ ସରକାରଙ୍କ କଳାକାରଙ୍କ ପ୍ରତି ଦୃଷ୍ଟି ପଡିବ କେବେ ? ସରକାର ଲୋକକଳା ଓ ସଂସ୍କୃତିର ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଗଜପତି ଜିଲ୍ଲାରେ ଶତାଧିକ…

ଚନ୍ଦ୍ରଗିରିରେ ଧୁମଧାମରେ ପାଳିତ ହେଉଛି ଦଲାଇ ଲାମାଙ୍କ ୯୧ତମ ଜନ୍ମଦିବସ

ଗଜପତି : ଗଜପତି ଜିଲ୍ଲାର ଚନ୍ଦ୍ରଗିରିଠାରେ ତିବତୀୟ ଧର୍ମଗୁରୁଙ୍କ ୯୧ତମ ଜନ୍ମଦିବସ ଧୁମଧାମରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚନ୍ଦ୍ରଗିରି ସ୍ଥିତ ତିବତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ପାଳନ କରାଯିବ । ଆୟୋଜିତ ଏହି ଉତ୍ସଵ ରେ ଲାମା ଗୁରୁଜୀ ଜିଗମେ ରିମପୁଚେଙ୍କ…

ଚାଷୀଙ୍କ ଠାରୁ ତିିରିଶି ଲକ୍ଷ୍ୟ ରୁ ଉଦ୍ଧ୍ବ ଲକ୍ଷାଧିକ ଟଙ୍କା ଲୁଟିନେଇ ଅଭିଯୋଗରେ ଜଣେ ଗିରଫ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)6/7/2026 -: ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେବା ଅଭିଯୋଗ ପରେ ସ୍ଥାନୀୟ ପୁଲିସ ରବିବାର ଗିରଫ କରି ସୋମବାର କୋର୍ଟ କରାଯାଇଛି । ଗଜପତି ଜିଲ୍ଲା ଆର,ଉଦୟଗିରି ଓ ନୁଆଗଡ ଅଞ୍ଚଳରୁ ଆସିଛି ଏଭଳି ଏକ ଅଭିଯୋଗ । ଦୁଇ ବ୍ଳକରେ ଥିବା ପ୍ରାୟ ୩ଶହରୁୁ ଉଦ୍ଧ୍ବ…

*ବନମହୋତ୍ସବ ସପ୍ତାହରେ ୨୦୦ରୁ ଅଧିକ ଚାରା ରୋପଣ; ଜୁନିଅର ରେଡକ୍ରସର ଅଭିନବ ପଦକ୍ଷେପକୁ ପ୍ରଶଂସା ।

ମୋହନା ୬.୭(ମନୋଜ ପାଢ଼ୀ)-: ବନମହୋତ୍ସବ ସପ୍ତାହ ଅବସରରେ ଭାରତୀୟ ରେଡକ୍ରସ, ଓଡ଼ିଶା ରାଜ୍ୟ ଶାଖା ଏବଂ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଳ୍ୟରେ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ…

ବାଉଁଶ କାରିଗରଙ୍କ ପ୍ରତି ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ ?

ଗଜପତି (ମନୋଜ କୁମାର ପାଢୀ) – : ଯୁଗ ଯେତେ ଆଗେଇଲେ ସୁଦ୍ଧା , ବାଉଁଶ ତିଆରି ସାମଗ୍ରୀ ଉପରେ ଏବେବି ଚାହିଦା ରହିଛି ! ବାଉଁଶ କାରିଗରଙ୍କ ପ୍ରତି ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ ? ଗଜପତି ଜିଲ୍ଲାରେ ଅନେକ ବାଉଁଶ କାରିଗର ଅଛନ୍ତି , ସେମାନଙ୍କର ଜୀବନ ଜୀବିକା ବାଉଁଶ ଉପରେ ନିର୍ଭର କରେ ।…

ପ୍ରତିଶୃତି ପରେ ମଧ୍ୟ ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ।

ଗଜପତି 5/7(ମନୋଜ ପାଢ଼ୀ):ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେବା, ଦାବିପତ୍ର ଦେବା, ରାସ୍ତାରୋକ କରି ପ୍ରତିବାଦ ଜଣାଇବା ଏବଂ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଇବା ପରେ ମଧ୍ୟ ପ୍ରଶାସନ ଶୁଣିଲାନି. ରାସ୍ତା ସମସ୍ୟାର ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ନିଜେ ହାତକୁ କୋଦାଳ…

ରାୟଗଡ ଠାରେ ବିକ୍ରାନ୍ତ ବସ ଦୂର୍ଘଟଣା ଗ୍ରସ୍ତ ।

ଗଜପତି,୫।୭(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ରାୟଗଡ ଗ୍ରାମ ଠାରେ ଆଜି ବିକ୍ରାନ୍ତ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ବସ ଟି ରାସ୍ତା କଡ଼କୁ ମାଡି ଯାଇଛି। ଯାହା ଫଳରେ ବସଟି ସେହି କଡ଼ରୁ ବାହାରିବା…

ସ୍ୱତନ୍ତ୍ର ସଘନ ସଂଶୋଧନ:ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ।

ଗଜପତି,୫।୭(ମନୋଜ ପାଢ଼ୀ): ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ ତାଲିକା ଜିଲ୍ଲାର ବିଭିନ୍ନ ରାଜନୈତିକ…