Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ସାମାଜିକ କଲ୍ୟାଣ ଯୋଜନା ସଚେତନତା ଶିବିର ଅନୁଷ୍ଠିତ।
ଗଜପତି,୧୩.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ବାଇଝାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ…
ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଜବତ।
ଗଜପତି,୧୩.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଧୀନସ୍ଥ ଲିଙ୍ଗିପୁର ଗ୍ରାମ ପାର୍ଶ୍ୱରୁ ଗଣ୍ଡାହାତୀ ଗ୍ରାମ ଆଡକୁ ବେଆଇନ ବାଲି ବୋଝେଇ ହାଇୱା ଆସୁଥିବା ଖବର ପାଇ ଗାରାବନ୍ଧ ଥାନା କର୍ମଚାରୀ ସଦଳବଳେ ହରିଶ୍ଚନ୍ଦ୍ରପୁର ଛକ ଠାରେ ବାଲି ବୋଝେଇ ଟ୍ରକ…
ସୀମାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟର ଦୁରବସ୍ଥା ଓ ଜଳସଙ୍କଟ ଉଦବେଗଜନକ
ଗଜପତି,୧୩.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ଲାବନ୍ୟଗଡ ଗ୍ରାମ ପଞ୍ଚାୟତର ଏସ୍. ମାରିଙ୍ଗି, ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥା ଉଦବେଗଜନକ ରହିଛି। ଏହି
ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ ଅବସ୍ଥାପିତ ଥିବା ବେଳେ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ…
ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ ।
ମୋହନା,୧୨ା୮(ମନୋଜ ପାଢ଼ୀ): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ ସାମଗ୍ରୀ ଜବତ କରିଛି। ବୁଧବାର ସକାଳେ ଏନ୍ଏଚ-୨୩୬ର ୩ ନମ୍ବର ନିକଟରେ ଓଡି-୦୭-ଏୟୁ-୨୯୭୨ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍କୁ ପୋଲିସ…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ନେସନାଲ୍ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳିତ ।
ଗଜପତି,୧୨.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଡିଟରିଅମ ହଲ ଠାରେ ଆଜି ନେସନାଲ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳନ ଅବସରରେ ଏକ ବିଶେଷଜ୍ଞ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରିମୋଟ ସେନ୍ସିଙ୍ଗ…
କାଶୀନଗର ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ସାଧାରଣ ବୈଠକ ଅନୁଷ୍ଠିତ।
ଗଜପତି,୧୨.୮(ମନୋଜ ପାଢୀ): ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟର ସଦଭାବନା ଗୃହରେ ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାଇମ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଡିଓ ଡମ୍ବୁରୁଧର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବ୍ଲକ…
ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍, ଆଉ…
ମୋହନା,୧୨।୮( ମନୋଜ ପାଢ଼ୀ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ ଘରର ଗ୍ରିଲ କବାଟରେ ଲାଗିଥିବା ତାଲା ଭାଙ୍ଗିବାରେ ବିଫଳ ହେବା ପରେ ନିକଟରେ ଥିବା କାର୍ର ଗ୍ଲାସ ଭାଙ୍ଗିଥିଲେ। ଡୋର୍ ଖୋଲିବା ମାତ୍ରେ ଏକ…
ଅପହରଣ ମାମଲାରେ ମହିଳାଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ ।
ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରୁ ଜଣେ ମହିଳାଙ୍କୁ ପଶ୍ଚିମ ବଙ୍ଗ ପୋଲିସର ଏକ ଟିମ ଅପହରଣ ଅପରାଧ ଅଭିଯୋଗରେ ଉଠେଇ ନେଇ ଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜଣେ ନାବାଳିକା ୩୧ ଜୁଲାଇ ୨୦୨୬ ରେ ନିଖୋଜ୍ ହୋଇଯିବା…
ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ
ଆର, ଉଦୟଗିରି 11/08/2026: ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସ୍ୱରଚିତ…
ପାରଳାଖେମୁଣ୍ଡି ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ। ।
ଗଜପତି, ୧୧.୭(ମନୋଜ ପାଢୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ ବ୍ୟବସାୟୀଙ୍କ ଦ୍ଵାରା କୁଢ଼ କୁଢ଼ ମଇଳା ପକାଯାଉଛି। ଫଳରେ ଗାଈଗୋରୁ ମାନେ ସେଗୁଡିକ ଖାଇ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସହରରେ ଆବର୍ଜନା ପରିଚାଳନା…