Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ପାରଳା ସହରର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣରେ ବାଧକ କିଏ? ଚିନ୍ତା ବଢ଼ାଉଛି ଦୁର୍ଘଟଣା ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ଐତିହାସିକ ସହର ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ? ଏହି କାର୍ଯ୍ୟରେ ବାଧକ କିଏ? ପ୍ରଶାସନିକ ଅବହେଳା ନା ରାଜନୈତିକ ଇଚ୍ଛାଶକ୍ତିର ଅଭାବ?ଏଭଳି ଅନେକ ପ୍ରଶ୍ନ ଏବେ ସହରବାସୀଙ୍କ ମନରେ…
ପୂର୍ତ୍ତ ବିଭାଗର ସୂଚନା ଫଳକରେ ତୃଟି, ସଂଶୋଧନ ନିମନ୍ତେ ଦାବି।
ଗଜପତି,୨୨.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପୋଲିସ ଷ୍ଟେସନ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାପିତ ସୂଚନା ଫଳକରେ ତୃଟି ରହିଥିବା ଦେଖିବାକୁ ମିଳିଛି। ଏହି ଫଳକରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ଠିକଣା ଦର୍ଶାଯାଇଥିବା ବେଳେ, ଉକ୍ତ…
ଅସହାୟ ମହିଳା ପଡ଼ାଲା କୁମାରୀଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ସମାଜସେବୀ ଜସ୍ମିନ୍ ଶେଖ ।
ଗଜପତି:୨୨.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ପାରଳାଖେମୁଣ୍ଡି ପୌର ପରିଷଦର ସୁଇପର କଲୋନୀରେ ରହୁଥିବା ଅସହାୟ ମହିଳା ପଡ଼ାଲା କୁମାରୀଙ୍କୁ ନ୍ୟାୟ ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଜସ୍ମିନ୍ ଶେଖ।
ପଡ଼ାଲା କୁମାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ…
ଚିକିତ୍ସା ଅଭାବରୁ ଏକ ଗାଇର ମୃତ୍ୟୁକୁ ନେଇ ଗଜପତିରେ ଉତ୍ତେଜନା ।
ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ପଶୁ ଡାକ୍ତରଙ୍କ ଅନୁପସ୍ଥିତ ରହିବା ଯୋଗୁଁ ଆବଶ୍ୟକ ଚିକିତ୍ସା ନ ପାଇ ଏକ ଗାଇର ଶୋଚନୀୟ ମୃତ୍ୟୁ ଘଟିଛି. ଏହାକୁ ନେଇ ଗଜପତି ଜିଲ୍ଲାରେ ଚାଷୀମାନଙ୍କ ଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି । ଏହି ଜିଲ୍ଲାର…
ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା, ଦବିଥିବା ଷ୍ଟେଜ୍ରେ ପଡ଼ିଲା ସିମେଣ୍ଟ କଂକ୍ରିଟ୍।
ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୦/୧୦: ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶେଷରେ ଚେତିଲା ପ୍ରଶାସନ। ନିର୍ମାଣର ମାତ୍ର ଦୁଇ ମାସ ନପୂରୁଣୁ ଦବିଯାଇଥିବା ଷ୍ଟେଜ୍ ଉପରେ ସିମେଣ୍ଟ କଂକ୍ରିଟ୍ ପକାଇ ମରାମତି କରାଯାଇଛି। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ବସ୍ତ୍ରୀଗୁଡ଼ା…
୭୫ କେଜି ଗଞ୍ଜେଇ ଜବତ ସହ ଦୁଇ କାର ଜବତ, ୬ ଜଣ ଗିରଫ ।
ମୋହନା (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଗଜପତି ଜିଲ୍ଲାରେ ନିଶାଶଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ଅଡବା ପୁଲିସ ମିଳିଛି ବଡ ସଫଳତା । ଯାନବାହାନ ଯାଞ୍ଚ ସମୟରେ ପ୍ରାୟ ୭୫ କେଜି ସନ୍ଦୀଗ୍ଧ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ । ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି…
ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ୨୯ତମ ରାଜ୍ୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।
ଗଜପତି, (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ୨୯ତମ ରାଜ୍ୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟ ସଭାପତି ଶ୍ରୀ ଦେବେନ୍ଦ୍ର ବିଜୟ ସାହୁ,…
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମହିଳା ଅଟକ।
ଗଜପତି,୨୦.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅବକାରୀ…
ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ନିର୍ବାଚିତ ଛାତ୍ରଛାତ୍ରୀ ସମେତ ବିଜୁଜନତା ଦଳ ନେତୃମଣ୍ଡଳୀଙ୍କୁ କୃତଜ୍ଞତା…
ପଟ୍ଟାମୁଣ୍ଡାଇ୧୫/୧୦:କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ବାଜିମାତ କରିଛି ।କଲେଜର ସମସ୍ତ ୯ଟି ପଦବୀ ରେ ବିସିଜେଡିର ବିପୁଳ ବିଜୟ ଲାଭ କରିଛି । ଘୋଷତ ଫଳାଫଳ ଅନୁଯାୟୀ ସଭାପତି-ସୁରଜ…
ସାହିତ୍ୟିକ ନିଜ ଶବ୍ଦ ବଳରେ ସମାଜରେ ପରିବର୍ତ୍ତନ ଆଣେ : ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୪ତମ ପ୍ରତିଷ୍ଠା ଉତ୍ସବ
ଭଞ୍ଜନଗର (୨୦/୧୦): ସ୍ଥାନୀୟ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୪ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦ ଜଣ ଅତିଥିକବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଫୁଲବାଣୀ ଜିଲ୍ଲା…