Browsing Category

ଗଜପତି

କଂଗ୍ରେସ ଭବନରେ ମିଶିଲେ ରମଜାନ ପୂର୍ବତନ କର୍ପୋରେଟର ସହ ଅନେକ ନେତୃବୃନ୍ଦ କଂଗ୍ରେସରେ ସାମିଲ ।

ଗଜପତି:୧୭/୯(ମନୋଜ ପାଢ଼ୀ)ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ କଟକର ଅନେକ ନେତୃବୃନ୍ଦ ଏକ ମିଶ୍ରଣ ସମାରୋହରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ l ଯୁବ କଂଗ୍ରେସ ନେତା ହରିଶଙ୍କର ରାଉତଙ୍କ…

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ।

ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ (ରାସ୍ତା ଓ କୋଠାବାଡ଼ି) ଉପ ବିଭାଗ-୧ ପରିସରରେ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ କାର୍ଯ୍ୟାଳୟ…

ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର: ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ।

ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡ଼ା ସଉରା ସାହିରେ ଗୁଣିଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା ମାମଲାରେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହର ପ୍ରସାଦ ପଟ୍ଟନାୟକ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି…

ରାୟଗଡ଼ ବ୍ଲକ୍ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଗୁରତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ ।

ଗଜପତି,୧୬.୯(ମନୋଜ ପାଢ଼ୀ) -: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ସରକାରୀ ଦସ୍ତାବିଜ୍ ଓ ଆସବାବପତ୍ର…

ବେଆଇନ୍ ବାଣ ଗଚ୍ଛିତ ଅଭିଯୋଗରେ ପୁଲିସର ଚଢ଼ାଉ,ଗୋଦାମ ସିଲ୍‌।

ଗଜପତି, ୧୬.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଠାରୁ କାଶୀନଗର ଯିବା ରାସ୍ତାରେ ଅବସ୍ଥିତ ଏକ ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଲାଡି ଶାମ୍ଭାମୂର୍ତ୍ତି ଆଣ୍ଡ ସନ୍ସ ନାମକ ଏହି ଗୋଦାମରେ ବେଆଇନ୍ ଭାବେ ବାଣ ମହଜୁଦ ଓ ବ୍ୟବସାୟ କରାଯାଉଥିବା…

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଯୁବ ରେଡକ୍ରସ୍‌ର ଶପଥ ଗ୍ରହଣ ଓ ଅଭିମୁଖୀକରଣ ।

ଗଜପତି,୧୬.୯(ମନୋଜ ପାଢ଼ୀ) :-ସ୍ଥାନୀୟ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଯୁବ ରେଡକ୍ରସ୍‌ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର…

ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ଅଣ ଓସାରିଆ ପୋଲକୁ ନେଇ ଜନ ଅସନ୍ତୋଷ।

ଗଜପତି,୧୬.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡି ସହର ସନ୍ନିକଟ ନୂଆ କେରାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଅଣ ଓସାରିଆ ପୋଲ ପାର୍ଶ୍ଵରେ ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ସେହି…

ସୁନା ଗହଣା ଚୋରି ଘଟଣା: କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲା ପୋଲିସ ।

ଗଜପତି,15.9(ମନୋଜ ପାଢ଼ୀ): ଗଜପତି ଜିଲ୍ଲା କାଶୀନଗର ଏନଏସିର ଷ୍ଟେଟ ବ୍ୟାଙ୍କ ନିକଟରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଗୋଟି ଘରୁ 3 ଲକ୍ଷ 60 ହଜାର ଏବଂ ସୁନା ଗହଣା ଚୋରି ଘଟଣାରେ ପୋଲିସ ଆନ୍ଧ୍ରରୁ କିଛି ଜଣଙ୍କୁ ଆଣି ତନାଘନା କରୁଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,…

ଶୁଣିଲାନି ପ୍ରଶାସନ: ମିଳିତ ଭାବେ ନିଜ ରାସ୍ତା ନିଜେ ନିର୍ମାଣ କଲେ ଗ୍ରାମବାସୀ

ଗଜପତି,15.9(ମନୋଜ ପାଢ଼ୀ): ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ନିବେଦନ ପରେ ମଧ୍ୟ ପ୍ରଶାସନ ଶୁଣିଲେନି, ରାସ୍ତା ନିର୍ମାଣ ହୋଇପାରିଲାନାହିଁ. ପରେ ଗ୍ରାମବାସୀମାନେ ମିଳିତ ବୈଠକ କରି ନିଷ୍ପତ୍ତି ନେଲେ, ନିଜ ଗ୍ରାମ ରାସ୍ତା ନିଜେ ନିର୍ମାଣ କରିବେ | ଏଭଳି ଘଟଣା ଦେଖିବାକୁ ମିଳିଛି…

ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ

ଗଜପତି,୧୫.୯ (ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଭୂତଳ…