Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ଯୁବକବି ଯାଦବେନ୍ଦ୍ର ସାହାଙ୍କ, କବିତା ସଂକଳନ ‘ଧୂଳିଘର’ ଲୋକାର୍ପିତ
ବାଲେଶ୍ଵର ୧୫/୨(କୃଷ୍ଣ କୁମାର ମହାନ୍ତି): ଯୁବକବି ଯାଦବେନ୍ଦ୍ର ସାହାଙ୍କ ପ୍ରଥମ କବିତା ସଂକଳନ 'ଧୂଳିଘର' ଲୋକାର୍ପିତ ହୋଇଯାଇଛି l ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସଭାପତିତ୍ୱରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ…
ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାରୁ ଯୁବଲେଖିକା ରୋଜାଲୀନ ହେଲେ ମନୋନୀତ
ବାଲେଶ୍ଵର: ୧୨/୨(କୃଷ୍ଣ କୁମାର ମହାନ୍ତି) ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି। ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ପାଇଁ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର…
ଅନୁଷ୍ଠିତ ହେଲା ଚେତାବନୀ ସାହିତ୍ୟ ସଂସଦର ୩୬ତମ ପୁଷପୁନି ଭେଟଘାଟ
ବାଲେଶ୍ଵର : ୧୨/୦୨(କୃଷ୍ଣ କୁମାର ମହାନ୍ତି) ସାହିତ୍ୟ ସାଧନାରେ ମଜ୍ଜିଥିବା କବି, ଲେଖକ ଜୀବନକୁ ଭଲପାଏ। ନିଜକୁ ନିଜେ ପ୍ରକାଶିତ କରିବାରେ ତାର ଆନନ୍ଦ ଥାଏ। କାହାର ଲେଖା କାହାକୁ ପରିବର୍ତନ କରୁକି ନକରୁ, ତେବେ ଶବ୍ଦକୁ ଶବ୍ଦରେ ଛନ୍ଦି ଆତ୍ମାର ସ୍ୱରକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ…
କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମେଳନ
ବାଲେଶ୍ଵର, ୨୧/୧:କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆସନ୍ତା ୨୫ ତାରିଖ ଦିନ ଆୟୋଜନ କରୁଛି ବହୁଭାଷୀ କବି ସମ୍ମେଳନ। ଏହି କବି ସମ୍ମେଳନରେ ଭାରତର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଭାଷାର କବିଗଣ ଯୋଗ ଦେଇ କବିତା ପାଠ କରିବେ। ଓଡ଼ିଆ ଭାଷାରୁ ବାଲେଶ୍ଵରର କବି…
୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ
ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ ପଡ଼ିଆରେ ବିଜେଡିର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି…
ନୀଳଗିରିରେ ମହିଳାଙ୍କୁ ୩ ରାଉଣ୍ଡ ଗୁଳିମାଡ଼, ଜଣେ ଅଟକ
ବାଲେଶ୍ୱର: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଅଧୀନ ରାଇପାଳ ଗାଁରେ ଘରେ ପଶି ଜଣେ ମହିଳାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ଘଟଣାରେ ପୁଲିସ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମଙ୍ଗଳବାର ମଧ୍ୟରାତିରେ ରାଇପାଳ ଗାଁର ରସିକ ମୁର୍ମୁଙ୍କ ଘରେ ପଶି ତାଙ୍କ ପତ୍ନୀ…
ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ
ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର…
ବଜ୍ରପାତରେ ଜଣେ ମହିଳା ସମେତ ୭ ମୃତ; ୧୦ ଆହତ
ବାଲେଶ୍ୱର/ଭଦ୍ରକ|: ବଜ୍ରପାତରେ ଦୁଇଟି ଜିଲ୍ଲାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ। ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଓ ବାଲେଶ୍ୱର…
ସାପ ବିଷ ରାକେଟର ପର୍ଦ୍ଦାଫାସ୍ : ୨୬ଟି ନାଗସାପ ଉଦ୍ଧାର
ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ । ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩…
ଅଜାଙ୍କ ଦଶାହ କର୍ମ ବେଳେ ୨ ନାତିଙ୍କ ମୃତ୍ୟୁ
ବାଲେଶ୍ବର: ଅଜାଙ୍କ ଦଶାହ କର୍ମ ବେଳେ ଚାଲିଗଲା ଜୀବନ । ଦୁଇ ନାତିଙ୍କର ସଲିଳ ସମାଧି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁର ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ ଥିଲା । ଦୁଇ ନାତି ଟୁଲୁଆ ପାଢ଼ୀ ଓ ଚନ୍ଦନ କର ଲଣ୍ଡା ହୋଇ ବାଗୁଡ଼ି ପଥରକଟା ଟୁବ୍କୁ…