Browsing Category

ସ୍ତମ୍ଭ/ଗଳ୍ପ

ମୋ ନାମ ଉତ୍କଳଘଣ୍ଟ

ମୋ ନାମ ଉତ୍କଳଘଣ୍ଟ =============== ଗଡ଼ଜାତ ରାଜ୍ୟ ନୟାଗଡ଼ l ସେହି ରାଜ୍ୟର ରାଜା ଥାଆନ୍ତି କାବ୍ୟ, କବିତା ଓ କଳାପ୍ରିୟ ଶ୍ରୀବିନାୟକ ସିଂହ ମାନଧାତା l ଥରେ ସେ ଗୋଟିଏ ବଣ ଭୋଜି ଆୟୋଜନ କରି ପଡ଼ୋଶୀ ରାଜା ମାନଙ୍କୁ ନିମନ୍ତ୍ରଣ କଲେ l ରଣପୁର,ଦଶପଲ୍ଲା, ଖଣ୍ଡପଡା ରାଜାମାନେ…

ବ୍ୟାସ କବିଙ୍କ ଗୁପ୍ତ ଭାଗବତ

ବ୍ୟାସ କବିଙ୍କ ଗୁପ୍ତ ଭାଗବତ ============== କେନ୍ଦୁଝରର ରାଜା ଶ୍ରୀଧନୁର୍ଜୟ ନାରାୟଣ ଭଞ୍ଜଙ୍କ ରାଜୁତି କାଳରେ 1891 ମସିହାରେ ଭୂୟାଁ ବିଦ୍ରୋହ ମୁଣ୍ଡ ଟେକି ଥିଲା l ବିଦ୍ରୋହର ନେତୃତ୍ୱ ନେଇଥିଲେ ଧରଣୀଧରଭୂୟାଁ l ସେତେବେଳେ ରାଜାଙ୍କ ଦେୱାନ ଥିଲେ ଫକୀରମୋହନ ସେନାପତି l…

ମୋକ୍ଷପର୍ବ ଉତ୍ତରାୟଣ

ମୋକ୍ଷପର୍ବ ଉତ୍ତରାୟଣ ============= ଧର୍ମେଚାର୍ଥେ ଚ କାମେଚ ମୋକ୍ଷେଚ ଭରତର୍ଷଭ l ଯଦିହାସ୍ତୀ ତଦନ୍ୟତ୍ର ଯନ୍ନେ ହାସ୍ତୀ ନ କୁତ୍ରଚିତ ll ଧର୍ମ, ଅର୍ଥ,କାମ, ମୋକ୍ଷ ହେଉଛି ମହା ଭାରତୀୟ ଜୀବନଧାରାର ଚାରିଗୋଟି ପ୍ରଧାନ ପୁରୁଷାର୍ଥ l ସେ ସମସ୍ତ ବିଷୟରେ ଏଥିରେ (ମହାଭାରତରେ) ଯାହା…

ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ

ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ ============== ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜ୍ଜୁନ ଅତି ଖିନ୍ନ ମନା ହୋଇ ଦ୍ୱାରକାରୁ ଫେରିଆସି ନିଜ ଭାଇମାନଙ୍କୁ ଯଦୁବଂଶ ଧ୍ଵଂସ, ଶ୍ରୀକୃଷ୍ଣ ବଳରାମଙ୍କ ଦେହ ତ୍ୟାଗ ଓ ଦ୍ଵାରକା ଜଳମଗ୍ନ ହେବାର ସମ୍ବାଦ ଜଣାଇଲେ l ଦ୍ଵାରକାରୁ ଫେରିଲା ବେଳେ…

ସିନ୍ଦୁର ବୋଳା ହନୁମାନ

ସିନ୍ଦୁର ବୋଳା ହନୁମାନ ============= ପ୍ରଭୁ ଶ୍ରୀରାମ ଲଙ୍କାରୁ ମାତା ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଆସିଲେ l ଅଯୋଧ୍ୟା ସିଂହାସନରେ ତାଙ୍କର ଅଭିଷେକ ହୋଇଗଲା l ସାଙ୍ଗରେ ଲଙ୍କାରୁ ଆସିଥିବା ଭାଲୁ ବାନରମାନେ ନାନା ଉପହାର ଧରି ସ୍ୱ ସ୍ୱ ଦେଶକୁ ପ୍ରତ୍ତ୍ୟାବର୍ତ୍ତନ କଲେ l କିନ୍ତୁ…

ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ

ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ ================ ମହାଭାରତ ଯୁଦ୍ଧ ଶେଷ ହେଲା l ଯୁଦ୍ଧ ଜୟୀ ରାଜା ଯୁଧିଷ୍ଠିର ହସ୍ତିନାର ସିଂହାସନରେ ଅଭିଷିକ୍ତହେଲେ l ନିଜ ସାର୍ବଭୌମତ୍ଵ ପ୍ରତିଷ୍ଠାପାଇଁ ଧର୍ମରାଜ ଗୋଟିଏ ଅଶ୍ଵମେଧ ଯଜ୍ଞର ଆୟୋଜନ କରି, ସମଗ୍ର ଭାରତ ବର୍ଷର ରାଜାମାନଙ୍କୁ ନିମନ୍ତ୍ରଣ…

ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ

ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ ============== ମହାଭାରତ ଆଦି ପର୍ବରୁ ଏହି ଉପାଖ୍ୟାନ l ଲକ୍ଷ୍ୟ ଭେଦ କରି ଅର୍ଜ୍ଜୁନ ଦ୍ରୌପଦୀଙ୍କୁ ଲାଭକଲେ l ଅନ୍ୟ ଭାଇମାନଙ୍କ ସହିତ ସେ ଦ୍ରୌପଦୀଙ୍କୁ ଧରି ରହୁଥିବା କୁମ୍ଭାର ଘରକୁ ଫେରିଆସିଲେ l ଦ୍ୱାରରେ ଥାଇ ଅତି ଆନନ୍ଦସହ ସେମାନେ ମାଆ…

ରାମଦୂତ ଅତୁଲିତ ବଲଧାମା

ରାମଦୂତ ଅତୁଲିତ ବଲଧାମା ================ ଲଙ୍କାରେ ଯୁଦ୍ଧସରିଗଲା l ରାବଣ ନିଧନକରି ପ୍ରଭୁ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରି, ବିଭୀଷଣଙ୍କୁ ଲଙ୍କା ରାଜପଦରେ ଅଭିଷେକ କରାଇ ପୁଷ୍ପକ ବିମାନରେ ଅଯୋଧ୍ୟା ଫେରିଲେ l ତାଙ୍କ ସାଙ୍ଗରେ ଥାନ୍ତି ଲକ୍ଷ୍ମଣ ବିଭୀଷଣ, ସୁଗ୍ରୀବ, ଜାମ୍ବବାନ,…

ରାଷ୍ଟ୍ର ଚିନ୍ତକ ପିତାମହ ଭୀଷ୍ମ

ରାଷ୍ଟ୍ର ଚିନ୍ତକ ପିତାମହ ଭୀଷ୍ମ ================ ଦଶମ ଦିନ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଅର୍ଜୁନଙ୍କ ବାଣରେ ଧରାଶାୟୀହେଲେ l ଇଛାମୃତ୍ୟୁ ବର ପ୍ରାପ୍ତ, ପିତାମହ, ଭୋଗବତୀ ନଦୀ ତୀରରେ ଅର୍ଜୁନଙ୍କ ପ୍ରସ୍ତୁତ ଶର ଶଯ୍ୟା ଉପରେ ଶୋଇ ପ୍ରାଣ ତ୍ୟାଗ ପାଇଁ ସୂର୍ଯ୍ୟଙ୍କ ଉତ୍ତରାୟଣକୁ…

ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ

ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ ================= ଆମରି ଓଡ଼ିଶା ରାଇଜର ମଣିଷ l ଯେତେବେଳେ ସେ ଖୁବ୍ ଛୋଟଥିଲା ଓ ତା' ବୟସର ପିଲାମାନେ ଖେଳକୁଦରେ ମସଗୁଲ ରହୁଥିଲେ, ସେତେବେଳେ ଆକାଶକୁ ଚାହିଁ ସେ ଭାବୁଥିଲା ରାତିର ଢ଼ଙ୍କା ଥିବା ସରଗର ତାରା ଚାନ୍ଦୁଆଟି, ଦିନ ହେଲେ, ଉଭେଇ ଯାଉଛି କିଆଁ…