Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ଅଦୃଶ୍ୟ ହାତ
ସୃଷ୍ଟିର ଆରମ୍ବରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ | ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ | ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ବ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ସେମାନେ ଜାଣି…
ଭାଗବତ କଥା : ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି
ଭାଗବତ କଥା
ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି
============
ଶ୍ରୀମଦ୍ ଭାଗବତ ମହାପୁରାଣର କଥା l ଭଗବାନ୍
ଶ୍ରୀକୃଷ୍ଣ, ଦିନେ ଦ୍ୱାରକାରେ, ରୁକ୍ମିଣୀଙ୍କ ଭବନରେ ରତ୍ନପଲ୍ୟଙ୍କ ଉପରେ ବସି ବିଶ୍ରାମକରୁଥାନ୍ତି l ଏହି ସମୟରେ ସଖୀ ମାନଙ୍କ ସହ ଲକ୍ଷ୍ମୀ ସ୍ୱରୂପା ମାଆ ରୁକ୍ମିଣୀ ହସ୍ତରେ…
ଶିବ ବିବାହ
ଶିବ ବିବାହ
==========
ଦକ୍ଷ ଯଜ୍ଞରେ ଯେଉଁ ଦିନ ସତୀ ଶରୀର ତ୍ୟାଗ କରି ଦେଲେ ସେହି ଦିନ ଠାରୁ ଶିବଙ୍କ ମନରେ ବୈରାଗ୍ୟ ଆସି ଗଲା l ସେ ସର୍ବଦା ଶ୍ରୀରାମଙ୍କ ଗୁଣ କୀର୍ତ୍ତନ ତଥା ରାମକଥା ଶୁଣି ଶୁଣି ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଲାଗିଲେ l
ଜବ ତେ ସତୀ ଯାଇ ତନୁ ତ୍ୟାଗା l
ତଵ ତେ ଶିୱ…
ପୃଥିବୀ ମାତାଙ୍କ ଜନ୍ମକଥା
ପୃଥିବୀ ମାତାଙ୍କ ଜନ୍ମକଥା
===============
ପ୍ରାଚୀନ କାଳର କଥା l ସେତେବେଳେ ଏ ସମସ୍ତ ଜଗତ ଜଳମଗ୍ନ ହୋଇ ରହିଥାଏ l ସେହି ପ୍ରଳୟ ଜଳରେ ଭଗବାନ୍ ବିଷ୍ଣୁ, ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି l ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜନ୍ମ ହେଲେ, ମଧୁ ଓ କୈଟଭ l ସମୟକ୍ରମେ ମଧୁ ଓ…
ପୃଥିବୀ ସୂତା ପାର୍ଥିଵୀ
ପୃଥିବୀ ସୂତା ପାର୍ଥିଵୀ
=============
ତ୍ରେତୟା ଯୁଗର କଥା l ମିଥିଳା ରାଜ୍ୟର ରାଜା ଥିଲେ, ରାଜର୍ଷି ଜନକ l ତାଙ୍କର ବହୁ କାଳ ଧରି କୌଣସି ସନ୍ତାନ ସନ୍ତତି ହେଲେନାହିଁ l ସେ ବଡ଼ ସନ୍ତାପ ଭିତରେ ଥାଇ ଦିନେ ତାଙ୍କ ମହାମନ୍ତ୍ରୀଙ୍କୁ ଡକାଇଲେ ଓ ତାଙ୍କୁ ରାଜ୍ୟ ଭାର ସମର୍ପଣ କରି ନିଜେ ଯାଇ…
ପ୍ରକୃତି ଓ ପରିବେଶ
ପ୍ରକୃତି ଓ ପରିବେଶ
........................................
ମଣିଷ ଓ ଜୀବଜଗତ ତିଷ୍ଟି ରହିବା ପାଇଁ ପ୍ରକୃତି ଓ ପରିବେଶ ନିତାନ୍ତ ଆବଶ୍ୟକ ।
" ଆହା ! କି ପ୍ରକୃତି ସବୁଜ ଧରା
ଆମ ଚାରି ନିବାସ ର
ସୁ ସୌନ୍ଦର୍ଯ୍ୟ ମୟ ଏ ପରିବେଶ
ପ୍ରକୃତି ପରିବେଶର ।"
ଆମ ଚାରି ପାଖରେ ଥିବା…
ଗଛ ନୁହେଁ ପଛ
ଗଛ ନୁହେଁ ପଛ
ଅମରନାଥ ବାରିକ୍
ରାଧୁଆ ଅଜା ଆଉ ବିମଳା ଆଈ ଦୁଇ ଜଣ ଭାରି ଭଲ ଲୋକ । ତାଙ୍କର କୌଣସି କଥାରେ ଅଭାବ ନଥିଲା । ପିଲାମାନେ ସମସ୍ତେ ପଢ଼ା ସାରି ବିଦେଶରେ ରହୁଥିଲେ ସତ କିନ୍ତୁ ରାଧୁଆ ଅଜା ବିମଳା ଆଈ ଗାଆଁରେ ରହିବାକୁ ବହୁତ ଭଲ ପାଉଥିଲେ । କାରଣ ସହରର କୋଳାହଳ ଚାକଚକ୍ୟ…
ରାମଭକ୍ତ ବିଭୀଷଣଙ୍କ ପତ୍ନୀ ସରମା
ରାମଭକ୍ତ ବିଭୀଷଣଙ୍କ ପତ୍ନୀ ସରମା
===================
ସେତୁବନ୍ଧ ପାରକରି ରାମ ଲକ୍ଷ୍ମଣ ବିପୁଳ ବାନର ସେନାଙ୍କ ସହ ଯାଇ ଲଙ୍କାରେ ପହଞ୍ଚିଲେ l ସମୁଦ୍ର କୁଳରେ ବିପୁଳ ରାମ ସେନାଙ୍କ ସମାବେଶ ଦେଖି ରାକ୍ଷସମାନେ ଯାଇ ରାବଣକୁ ସମାଚାର ଦେଲେ l ରାବଣ ମନ୍ତ୍ରୀ ମାନଙ୍କ ସହ ପରାମର୍ଶ କରି…
ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ
ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ
================
ରାମଦୂତ ମହାବୀର ହନୁମାନ ସୀତାଠାବକରିବା ପାଇଁ ମେଘ ସଦୃଶ ଏକ ପର୍ବତଆକାର ରୂପ ଧରି ତୀବ୍ର ବେଗରେ, ଶତ ଯୋଜନ ବିସ୍ତୃତ ସାଗରକୁ ଅତିକ୍ରମ କରି, ଯାଇ, ସାଗରର ଅପର ପାର୍ଶ୍ୱରେ ପହଞ୍ଚିଗଲେ l ଲଙ୍କାର ରମଣୀୟ ବନରାଜି ତାଙ୍କ ଦୃଷ୍ଟିଗୋଚର…
ତୈଳ ସଙ୍କଟ: ହର୍ମୁଜ୍ ବନ୍ଦ ଏହାର ପ୍ରତିଫଳିତ, ଭାରତରେ ଆର୍ଥିକ ଯନ୍ତ୍ରଣା
ମଧ୍ୟପ୍ରାଚ୍ୟ ସଂଘର୍ଷ ଆରମ୍ଭ ହେବାର ଅଢ଼େଇ ମାସ ପରେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସର୍ବାଧିକ ପ୍ରଦର୍ଶନ କରୁଥିବା ଉଦୀୟମାନ ବଜାର ମଧ୍ୟରୁ ଗୋଟିଏ ଏବଂ ବିଶ୍ୱର ତୃତୀୟ ବୃହତ ଅଶୋଧିତ ତୈଳ ଆମଦାନୀକାରୀ ଗ୍ରାହକ ମୂଲ୍ୟ, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଆର୍ଥିକ ଅଭିବୃଦ୍ଧିକୁ ବ୍ୟାପିଥିବା ତୈଳ…