Browsing Category

ରାଜନୀତି

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ…

ମନରୁ ଭୟ ହଟିଗଲେ ଘୃଣା ଆସିବନି, ଭାଇଚାରା ଭାବ ରଖି ଦେଶ ପାଇଁ କାମ କର: ରାହୁଲ

ନାନ୍ଦେଡ଼: ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୪ର୍ଥ ଦିନ ହୋଇସାରିଛି। ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ଏଠାରେ ରାହୁଲ ଦେଶର ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଛନ୍ତି…

ହିମାଚଳ ପ୍ରଦେଶ ନିର୍ବାଚନ

ଶିମ୍‌ଲା: ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି। ଶିମ୍‌ଲାରେ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଉନ୍ମୋଚନ କରି…

ଧର୍ମେନ୍ଦ୍ରଙ୍କ ନାଗଫାଶ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ଓ କଂଗ୍ରେସ, ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଗଫାଶ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ଉପ‌ରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଗଣମାଧ୍ୟମରେ ବୟାନ ଦେଇ…

ଉଦ୍ଧବଙ୍କ ଗୋଷ୍ଠୀକୁ ଘରବାହୁଡ଼ା: ବିଜେପି ଛାଡ଼ି ଠାକରେଙ୍କ ଶିବସେନାକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଖୁବ୍ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ଏହି ସମୟରେ କେବଳ କ୍ଷମତା ପରିବର୍ତ୍ତନ ହୋଇନଥିଲା ବରଂ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଗୋଷ୍ଠୀ ଏବଂ ଅନ୍ୟଟି ଏକନାଥ…

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ, ଭୋଟ୍ ଦେଲେ ୯୫୦୦ ସଦସ୍ୟ, ୧୯ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ସଂପନ୍ନ ହୋଇଛି। ସର୍ବଭାରତୀୟ କଂଗ୍ରେସ କମିଟିର ମୁଖ୍ୟାଳୟ ସହିତ ୬୫ଟି ସ୍ଥାନରେ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଠାରେ ସମସ୍ତ ପ୍ରତିନିଧି ମତଦାନ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି…

ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ…

ଧୋକେବାଜ ଆମର ସିଦ୍ଧାନ୍ତକୁ ବଦଳାଇପାରିବେ ନାହିଁ: ଆଦିତ୍ୟ ଠାକରେ

ମୁମ୍ବାଇ: ଶିବସେନାର ଦୁଇଟି ଦଳ ଦ୍ୱାରା ଦଳର ପ୍ରତୀକ ଏବଂ ନାମ ଉପରେ ଦାବି ମଧ୍ୟରେ ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଉଦ୍ଧବ ଠାକରେଙ୍କ ଦଳର ନାମ ‘ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)’କୁ ଅନୁମୋଦନ କରିଥିବାବେଳେ ଏକନାଥ ସିନ୍ଦେଙ୍କ ଦଳର ନାମ…

ଅଧ୍ୟକ୍ଷ ନିର୍ବାଚନ ମୁଁ ଜିତିବି: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ନିଜ ପାଇଁ ସମର୍ଥନ ଆଣିବାକୁ ମଙ୍ଗଳବାର ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି ସମୟରେ, ଏଠାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖଡଗେ ପୁଣି ଥରେ କହିଥିଲେ ଯେ, ସେ ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି। ଏହି…

ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୮୨ ବର୍ଷ ବୟସ ହୋଇଥିଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଥିବା ମୁଲାୟମଙ୍କ ପୁତ୍ର ଅଖିଳେଶ…