Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ…
ଭୁବନେଶ୍ୱର: ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଓ ରାଜ୍ୟର ପର୍ଯ୍ୟାପ୍ତ ଜଳରାଶିର ବିଭିନ୍ନ ସଂପଦକୁ କାର୍ଯ୍ୟରେ ଲଗାଇ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହିତ ଜୀବିକାନିର୍ବାହର ବିପୁଳ ସୁଯୋଗ ସୃଷ୍ଟି କରିହେବ ବୋଲି ବିଜ୍ଞାନ ଓ…
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି। ରାଜ୍ୟର ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲର ରୂପାନ୍ତରିତ…
ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ
ଡେସ୍କ: ବେତନ ଅଭିଯୋଗ ନେଇ ହାଇକୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ ଅଭିଯୋଗ ପଠାଇବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିବା ଚତୁର୍ଥ ଶ୍ରେଣୀ ଅଦାଲତର ଜଣେ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଛନ୍ତି।
ବିଚାରପତି ଜଷ୍ଟିସ ବିଆର୍…
ଦାୟିତ୍ୱରେ ଅବହେଳା – କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଦେଶରୁ ଏହା ସ୍ପଷ୍ଟ ହୋଇଛି। ଦାୟିତ୍ୱରେ ଅବହେଳା ଯୋଗୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ତୁରନ୍ତ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ବାର୍ଷିକ ୧୨ ହଜାରୁ ୧୮ ହଜାରକୁ ବୃଦ୍ଧି
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା…
ନିର୍ବାଚନ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ – ମୁଖ୍ୟ ନିର୍ବାଚନ କମିଶନର
ଡେସ୍କ: ଭାରତର ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ…
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର
ବିଦଗ୍ଧ କବି ଅଭିମନ୍ୟୁ
ସାମନ୍ତସିଂହାର
============
ଉତ୍କଳରେ ବିଦଗ୍ଧ ଭକ୍ତିରସପୂର୍ଣ୍ଣ ସାହିତ୍ୟର ସ୍ରଷ୍ଟା କବି ଅଭିମନ୍ୟୁ ସାମନ୍ତସିଂହାର l ଜନ୍ମ,ଯାଜପୁର ଜିଲ୍ଲା ବାଲିଆ, ଫେବୃଆରୀ 23 ତାରିଖ 1760 ମସିହା ଶନିବାର,ତିଥି,ମାଘ ଶୁକ୍ଳସପ୍ତମୀ l ପିତା ଇନ୍ଦ୍ରଜିତ ସାମନ୍ତସିଂହାର,ମାଆ…
ମାଘ ସପ୍ତମୀ
ମାଘ ସପ୍ତମୀ
==============
ଉତ୍ତରରେ ମହୋଦଧି ଦକ୍ଷିଣରେ ଚନ୍ଦ୍ରଭାଗାନଦୀ, ମଧ୍ୟ ଭାଗରେ ରହିଛି, ପୃଥିବୀର ସପ୍ତାଶ୍ଚର୍ଯ୍ୟ କୃଷ୍ଣ ପାଗୋଡା, କୋଣାର୍କ ମନ୍ଦିର, ସୂର୍ଯ୍ୟ ଦେବତାଙ୍କ ପୂଜାସ୍ଥଳୀ l ଏହା ସୂର୍ଯ୍ୟ ମନ୍ଦିର ନାମରେ ଜଗତ ବିଖ୍ୟାତ l କୋଣାର୍କ ଏହି କଳାର ଦେଶ ଉତ୍କଳର ଶ୍ରେଷ୍ଠ…
ଅର୍କତୀର୍ଥ
ଅର୍କତୀର୍ଥ
========
ନମସ୍ତେ ଦେବ ଦିବାକର l
କଳିଙ୍ଗଦେଶ ଘର ତୋର ll
କଶ୍ୟପ ତୋହର ଗୋତର l
କାଶ୍ୟପେୟଟି ନାମ ତୋର ll
କୋଣାର୍କେ ବଧି ଅର୍କଦୈତ୍ୟ l
ସ୍ଥାପିଲୁ ପୁଣ୍ୟ ଅର୍କ ତୀର୍ଥ ll
କାଳେ ଅପୂର୍ବ କଳା କିର୍ତ୍ତୀ l
ତୋଳିଲେ ଲାଙ୍ଗୁଳା ନୃପତି ll
କଳାର ଦେଶେ ଏ ଉତ୍କଳେ l…
ବାଣୀପୁତ୍ର ମହାକବି କାଳିଦାସ
ବାଣୀପୁତ୍ର ମହାକବି କାଳିଦାସ
===============
ଭାରତୀୟ ସଂସ୍କୃତ କାବ୍ୟ ସାହିତ୍ୟରେ ମହାକବି କାଳିଦାସଙ୍କ ନାମ ଚିର ଭାସ୍ୱର l ମା'ବାଗ୍ଦେବୀଙ୍କ କରୁଣା କଟାକ୍ଷରେ ମହା ମୁର୍ଖରୁ ସେ ମହା ପଣ୍ଡିତ ବୋଲାଇଥିଲେ l ମହାକବିଙ୍କ ଜୀବନୀ ସହ ବହୁ କିମ୍ବଦନ୍ତୀ ବିଜଡ଼ିତ ଅଛି l କିମ୍ବଦନ୍ତୀରୁ…