Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ ।
ମୋହନା, ୨୮।୮ (ମନୋଜ ପାଢ଼ୀ): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୋଲିସର ତଦନ୍ତରୁ ଗଜପତି ଜିଲାର କେଶରୀଗୁଡ଼ା ଅଞ୍ଚଳର ଜଣେ…
ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ,
ଜୟପୁର | ୨୮ ଅଗଷ୍ଟ ୨୦୨୬(ଏ.ଭେଙ୍କଟ ରାଓ) : ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଆଜି ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀମାନଙ୍କ ପାଇଁ ଏକ ଅଭିମୁଖୀକରଣ (Induction) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନୂତନ ଗବେଷଣାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟର ଗବେଷଣା ବ୍ୟବସ୍ଥା,…
ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ;ଦୁଇ ଯୁବକ ଉଦ୍ଧାର, ଜଣେ ନିଖୋଜ
ଯାଜପୁର:ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଜେନାପୁର – ଯାବରା ସେତୁ ତଳେ ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇ ତିନି ଯୁବକ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ତୃତୀୟ ବ୍ୟକ୍ତି ଜଣକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବରହମପୁର…
ରନୱେରେ ଫାଟିଲା ବିମାନର ଟାୟାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଲାଏନ୍ସ…
ଘାଟିରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍ : ଯାତାୟାତ ବାଧାପ୍ରାପ୍ତ
ଭବାନୀପାଟଣା:ଭବାନୀପାଟଣା ରୁ ରାୟଗଡ଼ା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରୀ ଘାଟିରେ ଆଜି ଏକ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡିଛି। ଦୁର୍ଘଟଣା ପରେ ଟ୍ୟାଙ୍କର୍ର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ୟାସ୍ ଲିକେଜ୍ ଓ ଅଘଟଣକୁ ଦୃଷ୍ଟିରେ…
ଲେଖିକା ଛବିରାଣୀ ପତି ପାଇଲେ ‘ସାରସ୍ବତ ସାଧିକା ସମ୍ମାନ’
ବାଲେଶ୍ୱର, ୨୭/୦୮(କୃଷ୍ଣ କୁମାର ମହାନ୍ତି): ଜାଡ଼ିମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ କଟକ ଚୌଧୁରୀବଜାରସ୍ଥିତ ଗୋପାଳଜୀଉ ମଠ ମଣ୍ଡପ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସୁନାମଧନ୍ୟା…
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼ (୨୮/୮):ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟରେ ୨୨ ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତୃତୀୟ ରୁ ପଞ୍ଚମ…
ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ।
ଗଜପତି (ମନୋଜ ପାଢ଼ୀ):ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ…
ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ ହରାଇବେ ଜମି ଓ ବାସଗୃହ ।
ଗଜପତି 27/8(ମନୋଜ ପାଢ଼ୀ):ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ 106 ରୁ ଉର୍ଦ୍ଧ ଏକର ଚାଷ ଜମି ଓ ବାସଗୃହ ହରାଇବେ. ଏଥିନେଇ ଚାଷୀ ଓ ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସର୍ବସାଧାରଣରେ ଏହାକୁ ଦୃଢ ବିରୋଧ କରାଯାଉଛି । ଏନେଇ ସାଧାରଣଙ୍କ ବଂଶଧାରା…
ଜଙ୍ଗଲ ମଧ୍ୟରୁ ୧ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ ।
ଗଜପତି, 27/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରୁ ୯ କ୍ରିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଗଜପତି…