Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନମଃ ନମଃ କାମପାଳ
ଜୟ ଜୟ ଜୟ ରାମ ଅଚ୍ୟୁତ ଅଗ୍ରଜ l
ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ଅନୁଜ ll
ଦେବକୀଙ୍କ ଗର୍ଭୁ ଯାଇ କଂସକାରାଗାରୁ l
ଜନମ ହୋଇଲ ପ୍ରଭୂ ରୋହିଣୀ ଉଦରୁ ll
ନୀଳ ବସନ ତୁମ୍ଭର ପ୍ରଭୁ ନୀଳାମ୍ବର l
ଦ୍ଵାପରେ ବଧିଲ ବ୍ରଜେ ଅନେକ ଅସୁର ll
ବଳଦେବ ନାମ ବହ ଆହେ ହଳାୟୁଧ l
ଦୂର୍ଯ୍ୟୋଧନେ…
ଜାନକୀ ସ୍ଵୟଂବର
ଅରଣ୍ୟରେ ରାକ୍ଷସ ମାନଙ୍କରପ୍ରବଳ ଉତ୍ପାତରେ ଋଷି ମୁନି ମାନେ ଯଜ୍ଞ କରି ପାରୁ ନଥାନ୍ତି l ଦିନେ ଋଷି ବିଶ୍ଵାମିତ୍ର ପ୍ରତିକାର ଚିନ୍ତା କରି ଅଯୋଧ୍ୟାରେ ପହଞ୍ଚି ରାଜା ଦଶରଥଙ୍କ ଧନୁର୍ବିଦ୍ୟା ନିପୁଣ ଦୁଇ ପୁତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଘେନି ଆସିଲେ l ଦୁଇ ଭାଇ ଆସି ବିଶ୍ଵାମିତ୍ରଙ୍କ…
କଳିଙ୍ଗ ଦେଶର ସାଧବ ପୁଅ ମୁଁ
ଅଙ୍ଗ ଦେଶ ଚୁଡ଼ି ବଙ୍ଗ ଦେଶ ଶାଢ଼ୀ
ମୁଣ୍ଡରେ ଭିଡ଼ି ପଗଡ଼ି l
କଳିଙ୍ଗ ଦେଶର ସାଧବ ପୁଅ ମୁଁ
ବୋଇତ ଦେଇଛି ଭିଡ଼ି ll
ନାନା ଜାତି ଭରି ବଣିଜ ପସରା
ଯାଉଅଛି ମୁହିଁ ବାଲି l
ଜାଭା, ବୋରନିଓ,ସିଂହଳ ଦ୍ବୀପରୁ
ଆଣିବି ମାଣିକ୍ୟ ଖାଲି ll
ବାଟେ ଅଛି ପୁଣି ବୋମ୍ବାଟିଆ ଝଡ଼
ସାଗର ବତାସି ବାଆ…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ
ସତ୍ୟବାଦୀ: ପୁରୀ ମଣ୍ଡଳ ଶ୍ରମ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସତ୍ୟବାଦୀ ବ୍ଲକ ଛକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ଯୋଜନାରେ…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକ ବାଲିଯାତ୍ରାରେ ଲୋକକଳା ମଞ୍ଚ
କଟକ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ଲୋକକଳା ମଞ୍ଚ ପ୍ରତିଷ୍ଠା କରାଯାଇଛି। ବାଲିଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ସ୍ଥଳୀ। ଏହି ଗୌରବମୟ ପରମ୍ପରାର ସ୍ମୃତିଚାରଣ କରିବାର ଲକ୍ଷ୍ୟ ନେଇ ବିଭାଗ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି…
ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ
ଫୁଲବାଣୀ: ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଥିଲା, ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଦି ରାଜ୍ୟର ଚାଷୀଙ୍କ ସମୃଦ୍ଧି ସେ…
ମିଶ୍ରଣ ପର୍ବ: ବିଜେପିରେ ଯୋଗଦେଲେ ବିଜେଡି କାର୍ଯ୍ୟକର୍ତ୍ତା
ଭୁବନେଶ୍ୱର: ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା, ପ୍ରମୋଦ କୁମାର ଦେବତ, ସୁରେନ୍ଦ୍ର ସାହୁ,…
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଶିକ୍ଷକ ଅଟକ
ସମ୍ବଲପୁର: ବରେଇପାଲି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ। ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ହେବା ସହ…
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ
ନୂଆଦିଲ୍ଲୀ ତା ୨୭/୧୧, ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି ।ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରେ ଦିଲ୍ଲୀ…